ସନ୍ଦେହ ହେବନି ବୋଲି ଶ୍ରଦ୍ଧାଙ୍କ ବନ୍ଧୁଙ୍କ ସହ ଇନ୍‌ଷ୍ଟାରେ କଥା ହେଉଥିଲା ଅଫ୍‌ତାବ, ଗୁଗୁଲ୍‌ରେ ଖୋଜୁଥିଲା ‘ଖୁନ୍‌…

ନୂଆଦିଲ୍ଲୀ: ଦିଲ୍ଲୀରେ ଅଫତାବ ନାମକ ଯୁବକ ନିଜ ଲିଭ୍‌-ଇନ୍‌ ପାର୍ଟନର୍‌ ଶ୍ରଦ୍ଧା ୱାକରଙ୍କୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ ଭିତରେ ରଖିଥିବା ଖବର ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଥିବା ବେଳେ ସେହି ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ହସ୍ତଗତ ହେଉଛି। ଅଫତାବର ବର୍ବର କାଣ୍ଡ ରୋମଟାଙ୍କୁରା ଥିବା ବେଳେ ତା…

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ଧାଡ଼ି ବୃକ୍ଷ ରୋପଣ ଅଭିଯାନ ପରିଚାଳିତ

ଝାରସଗୁଡ଼ା: ବେଦାନ୍ତ ଆଲୁମିନିୟମ, ଭାରତର ବୃହତ ଆଲୁମିନିୟମ ନିର୍ମାତା ରାଜ୍ୟ ରାଜମାର୍ଗ ପାଶ୍ୱର୍ରେ ୧୦ କିମି ବ୍ୟାପୀ ଧାଡ଼ି ବୃକ୍ଷରୋପଣ କରିଛି । ଜିଲ୍ଲା ପ୍ରଶାସନ ସହିତ ସହଯୋଗରେ କଂପାନି ରାସ୍ତାର ଉଭୟ ପାଶ୍ୱର୍ରେ ୩୨୦୦ ଚାରା ରୋପଣ କରାଯାଇଥିଲା । ଏହି ଅଭିଯାନ…

ଐତିହାସିକ କଟକ ବାଲିଯାତ୍ରା: କମୁନି ଭିଡ଼, ପୁଲିସ ନାକେଦମ୍

କଟକ : ନୂଆଢଙ୍ଗରେ ଐତିହାସିକ କଟକ ବାଲିଯାତ୍ରାର ଆୟୋଜନକୁ ନେଇ ସୃଷ୍ଟି ହୋଇଥିବା ପ୍ରବଳ ଉତ୍ସାହ ଯୋଗୁଁ ଭିଡ଼ କମିବାର ନାଁ ଧରୁନି। ଗଲା ୩ ଦିନ ଧରି ରେକର୍ଡ ଭିଡ଼ ଦେଖିବାକୁ ମିଳିଥିଲା। ଆଜି ଭିଡ଼ ଟିକେ କମିବ ବୋଲି ଯାହା ଆକଳନ କରାଯାଇଥିଲା, ତାହା ଭୁଲ୍‌ ପ୍ରମାଣିତ ହୋଇଛି। ଯଦିଓ…

ଭାରତୀୟ ମହିଳା ହକି ଦଳର ପ୍ରାଚୀର ଓଡ଼ିଆ ଝିଅ ଦୀପ ଗ୍ରେସ୍ ଏକ୍କା ପାଇବେ ଅର୍ଜୁନ ପୁରସ୍କାର

ଭୁବନେଶ୍ବର/ନୂଆଦିଲ୍ଲୀ : ଭାରତୀୟ ମହିଳା ହକି ଦଳର ପ୍ରାଚୀର ଓଡ଼ିଆ ଝିଅ ଦୀପ ଗ୍ରେସ୍ ଏକ୍କା ପାଇବେ ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ଅର୍ଜୁନ ପୁରସ୍କାର। ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ’ ପୁରସ୍କାର କିନ୍ତୁ ମିଳିବ ଟେବୁଲ ଟେନିସ କିଂବଦନ୍ତି ଅଚନ୍ତ ଶରତ…

ଖସୁଛି ପାରଦ: ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ଭୁବନେଶ୍ବର : ଖସୁଛି ପାରଦ। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ଆଜି ରାଜ୍ୟର ୧୪ ସହରର ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ୯.୬ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ସମତଳ ଅଞ୍ଚଳମାନଙ୍କ ମଧ୍ୟରେ…

କୋଭିଡ ପରେ ନୂଆ ବିଶ୍ବ ଗଠନ ଦାୟିତ୍ବ ଆମର: ଜି୨୦ ବୈଠକରେ ମୋଦୀ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଗସ୍ତରେ ଯାଇ ବ‌ାଲିରେ ଅନୁଷ୍ଠିତ ହୋଇଥିବା ଜି୨୦ ଶିଖର ବୈଠକରେ ମଙ୍ଗଳବାର ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ସେଠାରେ ନିଜର ଉଦ୍‌ବୋଧନ ଦେଇ ଜି-୨୦ର ନେତୃତ୍ବ ନେଇଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ନିଜର କୃତଜ୍ଞତା…

ବାଲିଯାତ୍ରାରେ ଅଶ୍ଳୀଳ ଗୀତ ଗାଇଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଟିମ୍

କଟକ: ସପ୍ତମ ସନ୍ଧ୍ୟାରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସୋରେ କମ୍ପିଲା କଟକର ବାଲିଯାତ୍ରା। ପ୍ରଥମେ ସେ ମୋ ମା… ଗୀତରୁ ଆରମ୍ଭ କରିଥିଲେ ସୋମବାର ସଂଧ୍ୟାର ଏହି ସୋ। ପରେ ନିଶ୍ୱାସ ତୋ ବିନା ମୋର ଚାଲେନା, ତତେ ଗାଇଦେଲେ ତୁ ଗୀତା ହେଇଯାଉ, ହାଏରେ ଶର୍ମିଲି, ତୋର ସବୁ ନଜର ଲାଗେ ପ୍ରେମ ନଜର,…

‘ଫାଶୀଠାରୁ ବି ଯଦି କଠିନ ଦଣ୍ଡାଦେଶ ଅଛି ଅଫତାବକୁ ସେ ଦଣ୍ଡ ମିଳୁ‘: ଶ୍ରଦ୍ଧାଙ୍କ ବାପା

ମୁମ୍ବାଇ: ନିଜ ଝିଅର ନିର୍ମମ ହତ୍ୟାକୁ କୋଉ ବା ବାପା ସହ୍ୟ କରିପାରିବେ? ନିଜ ଝିଅର ହତ୍ୟାକାରୀକୁ ଫାଶୀ ଦଣ୍ଡ ମିଳୁ ବୋଲି କିଏ ବା ଚାହିଁବନି? ଅଦାଲତକୁ ଏମିତି ଏକ ନିବେଦନ କରିଛନ୍ତି ବହୁଚର୍ଚ୍ଚିତ ଶ୍ରଦ୍ଧା ୱ‌ାକରଙ୍କ ବାପା ବିକାଶ ୱାକର। ସେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି…

ତେଲକୋଇରେ ମାଈହାତୀର ମୃତ୍ୟୁ ଘଟଣା: ଅଭିଯୁକ୍ତ ଗିରଫ

ତେଲକୋଇ/ କେନ୍ଦୁଝର: ଏକ ମାଈହାତୀର ମୃତ୍ୟୁ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତର ନାମ ଚଗୁଲୁ ପାତ୍ର(୨୨) ଏବଂ ତାର ଘର ତେଲକୋଇ ଥାନାର ଶିମି‌ଳିପାଳ ଗାମରେ ବୋଲି ଜଣାଯାଇଛି। ବନବିଭାଗ ପକ୍ଷରୁ ତଦନ୍ତ ପରେ ଚଗୁଲୁ ପାତ୍ରକୁ ଗିରଫ ପରେ ଆଜି କୋର୍ଟଚାଲାଣ କରାଯାଇଥିବାର…

ଜାପାନରେ ୬.୧ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା ନାହିଁ

ଟୋକିଓ : ଜାପାନରେ ସୋମବାର ଅପରାହ୍ଣରେ ଏକ ୬.୧ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଏହାକୁ ନେଇ ସୁନାମୀ ସତର୍କତା ଜାରି କରାଯାଇ ନାହିଁ । ଆମେରିକୀୟ ଭୂତାତ୍ତ୍ବିକ ସର୍ବେକ୍ଷଣ ଏଜେନ୍ସିର  ସୂଚନା ଅନୁସାରେ, ଜାପାନୀ ସହର ଟୋବାର ୮୪ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପୂର୍ବ…