ଜାପାନରେ ୬.୧ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା ନାହିଁ

ଟୋକିଓ : ଜାପାନରେ ସୋମବାର ଅପରାହ୍ଣରେ ଏକ ୬.୧ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଏହାକୁ ନେଇ ସୁନାମୀ ସତର୍କତା ଜାରି କରାଯାଇ ନାହିଁ । ଆମେରିକୀୟ ଭୂତାତ୍ତ୍ବିକ ସର୍ବେକ୍ଷଣ ଏଜେନ୍ସିର  ସୂଚନା ଅନୁସାରେ, ଜାପାନୀ ସହର ଟୋବାର ୮୪ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପୂର୍ବ…

ଭାରି ପଡ଼ିଲା ପ୍ରଶଂସକଙ୍କ ଭଲପାଇବା; ଗାଡ଼ିରେ ପଶି ପାରିଲେନି ଅଭିନେତ୍ରୀ

ଇସ୍‌ଲାମ୍‌ବାଦ୍‌: ସେଲିବ୍ରେଟିମାନଙ୍କୁ ବାହାରେ ପାଇଗଲେ ସାଧାରଣ ଲୋକ ଘେରିଯିବା କିଛି ନୂଆ କଥା ନୁହେଁ। ପୂର୍ବରୁ ବି ଅନେକ ସେଲି‌ବ୍ରେଟି ଏପରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପ୍ରଶଂସକମାନେ ନିଜ ପ୍ରିୟ କଳାକାରଙ୍କୁ ସର୍ବସାଧାରଣ ସ୍ଥାନରେ ଦେଖିଲେ ସେମାନଙ୍କୁ ଘେରି ଯିବା ସହ…

କେରଳ ସରକାରଙ୍କୁ ଶକ୍ତ ଧକ୍କା: ବିଶ୍ବବିଦ୍ୟାଳୟ କୁଳପତି ନିଯୁକ୍ତିକୁ ରଦ୍ଦ କଲେ ହାଇକୋର୍ଟ

ତିରୁବନନ୍ତପୁରମ୍‌: ସରକାରୀ ବିଶ୍ବବିଦ୍ୟାଳୟରେ ରାଜ୍ୟ ସରକାର କରିଥିବା ଜଣେ କୁଳପତିଙ୍କ ନିଯୁକ୍ତିକୁ ଆଜି କେରଳ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ବିଶ୍ବବିଦ୍ୟାଳୟ ଚଳାଇବା ପ୍ରସଙ୍ଗରେ ରାଜ୍ୟପାଳ ଆରିଫ୍‌ ମହମ୍ମଦ୍‌ ଖାଁଙ୍କ ସହିତ ବିବାଦ କରୁଥିବା ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନଙ୍କ…

୫ ମିନିଟ୍‌ ପର୍ଯ୍ୟନ୍ତ ଏକଲୟରେ ମୋ ବ୍ୟକ୍ତିଗତ ଅଙ୍ଗକୁ ଚାହିଁ ରହିଥିଲେ ସାଜିଦ: ଅଶାଳୀନ ବ୍ୟବହାର ଅଭିଯୋଗ ଆଣିଲେ…

ମୁମ୍ବାଇ: ବିଗ୍‌ବସ୍‌-୧୪ରେ ପ୍ରବେଶ କରିବା ପରେ ସିନେ ନିର୍ମାତା ସାଜିଦ୍‌ ଖାନ୍‌ ଚର୍ଚ୍ଚାରେ ରହିଛନ୍ତି। ସାଜିଦ୍‌ ଖାନ୍‌ଙ୍କ ଉପରେ ପୂର୍ବରୁ ଅନେକ ଯୁବତୀ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ଅନେକ ଯୁବତୀ ତାଙ୍କ ବିରୋଧରେ କାଷ୍ଟିଂ କାଉଚର ଅଭିଯୋଗ ବି କରିଛନ୍ତି। ପୁଣି ଥରେ ସାଜିଦଙ୍କ…

ତେନ୍ତୁଳି ଗଛ ମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଟିଙ୍କବୀରରୁ ଏକ ନବଜାତ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି। ଟିଙ୍କବୀର ଧୋବା ସାହିର ଏକ ତେନ୍ତୁଳି ଗଛ ମୂଳରେ ପଡ଼ି ରହିଥିଲା। କେହି ଜଣେ ମହିଳା ନିଜର ନବଜାତ ନ୍ୟାକୁ ଜନ୍ମ ଦେଇ ଫେରାର଼୍ ମାରିଥିବା କୁହାଯାଉଛି। ଲୋକେ ଛୁଆଟି କାନ୍ଦୁଥିବା ଶବ୍ଦ…

ଜନ୍ମବାର୍ଷିକୀରେ ଜବାହରଲାଲ୍‌ ନେହେରୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ସୋନିଆ ଗାନ୍ଧୀ ଓ କଂ‌ଗ୍ରେସ ଅଧ୍ୟକ୍ଷ…

ନୂଆଦିଲ୍ଲୀ: ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ଜନ୍ମବାର୍ଷିକୀ ଅବସରରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ନବନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦିଲ୍ଲୀସ୍ଥିତ ଶାନ୍ତିବନରେ ତାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଫଟୋ ସେୟାର୍‌…

ପିଅନ୍ତୁ ଗ୍ରୀନ କଫି, ବେଶ୍‍ ଉପକାରୀ

କଫି, ଚା’ ପିଇବା ଅନେକଙ୍କୁ ପସନ୍ଦ । ଚା’ ଓ କଫି ବିଭିନ୍ନ ପ୍ରକାର ରହିଛି । ତେବେ ବ୍ଲାକ କଫି ନାଁ ବେଶ ଜଣାଶୁଣା । ମାତ୍ର ଗ୍ରୀନ କଫି ବିଷୟରେ ଜାଣିଛନ୍ତି କି? ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଗ୍ରୀନ କଫି ପିଇବାକୁ ବେଶ ପସନ୍ଦ କରୁଛନ୍ତି । ଏହାକୁ ପ୍ରସ୍ତୁତ କରିବା ପାଇଁ ଗଛର ସବୁଜ…

ଜୋର୍ କରି ପୁଲିସ ମୃତକଙ୍କ ପରିବାର ଲୋକଙ୍କୁ କାଗଜରେ ଦସ୍ତଖତ କରାଉଥିବାର ଅଭିଯୋଗ

ମାଲକାନଗିରି: କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନା ଅନ୍ତର୍ଗତ ମାଳିପଦରଠାରେ ହୋଇଥିବା ପୁଲିସର ଫେକ୍ ଏନକାଉଣ୍ଟର ଘଟଣାରେ ପୁଲିସର ଦାଦାଗିରି ସାମ୍ନାକୁ ଆସିଛି। କୁହାଯାଉଛି ଯେ, ମୃତକ ଧନ କମାର ଜଣେ ମାଓବାଦୀ ନ ଥିଲେ ବି ପୁଲିସ ଜବରଦସ୍ତ ତାଙ୍କୁ ନକ୍ସଲ କହି ପରିବାର ଲୋକଙ୍କୁ କାଗଜରେ…

ଦକ୍ଷିଣ, ଉତ୍ତର ଘୁମୁସର ବନଖଣ୍ଡରେ ଗଜରାଜଙ୍କ ଜୀବନ ବିପଦରେ

ବୁଗୁଡ଼ା : ଗଞ୍ଜାମ ଜିଲ୍ଲାର ବୃହତ୍ ବନଖଣ୍ଡ ଦକ୍ଷିଣ ଓ ଉତ୍ତର ଘୁମୁସର ବନଖଣ୍ଡରେ ଗଜରାଜଙ୍କ ଜୀବନ ବିପଦରେ। ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ବନାଞ୍ଚଳର ପାଙ୍ଗିଡ଼ି ପଞ୍ଚାୟତ ବେଲପଡ଼ା ଗ୍ରାମ ନିକଟରେ ଶିକାରୀର ବିଦ୍ୟୁତ୍ ଫାଶରେ ପଡ଼ି ଏକ ଛୁଆ ଅଣ୍ଡିରାହାତୀର ମୃତ୍ୟୁ ହୋଇଛି। ତାର ଶୁଣ୍ଢର…

ବଞ୍ଚୋ ବାଲିଘାଟରେ ୧୪୪ ଧାରା ଜାରି

ହାଟଡିହି : ହାଟଡିହି ତହସିଲ ଅଧୀନ ବଞ୍ଚୋ ବାଲିଘାଟରେ ବାଲି ଚୋରା ଚାଲାଣ ରୋକିବାକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ତରଭା ବାଲିଘାଟ ବନ୍ଦ ହେବା ପରେ ଏହି ଘାଟରୁ ନିୟମିତ ବାଲି ଚାଲାଣ ହେଉଥିଲା। ଏନେଇ ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ କରାଯିବା ପରେ ମଧ୍ୟ ମାଫିଆମାନେ ଖାତିର…