ବ୍ରହ୍ମପୁରରେ ଜାହାଜ ନିର୍ମାଣ କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି ଜଣାଇଲେ ପ୍ରଦୀପ ପାଣିଗ୍ରାହୀ

​ନୂଆଦିଲ୍ଲୀ/ବ୍ରହ୍ମପୁର: ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ସର୍ବାଙ୍ଗୀନ ବିକାଶ ତଥା ଦକ୍ଷିଣ ଓଡ଼ିଶାର ଶିଳ୍ପ ଓ ସାଂସ୍କୃତିକ ପ୍ରଗତିକୁ ଆହୁରି ବେଗବାନ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ…

ଜାତୀୟ ସାହିତ୍ୟ ମହୋତ୍ସବ ସେପ୍ଟେମ୍ବର ୨୬ରୁ ଆରମ୍ଭ: ଡକ୍ଟର ସତ୍ୟବ୍ରତ ଜେନା ସମ୍ପାଦକ ମନୋନୀତ 

ଭୁବନେଶ୍ୱର, ୧୨/୦୭(କୃଷ୍ଣ କୁମାର ମହାନ୍ତି): ସାହିତ୍ୟ ସଂସ୍କୃତି ସମାରୋହର ଆବାହନରେ ଆଜି ସନ୍ଧ୍ୟାରେ ପଞ୍ଚମ ଜାତୀୟ ସାହିତ୍ୟ ମହୋତ୍ସବର ଆୟୋଜନ ସକାଶେ ସମ୍ପାଦକ ପ୍ରଣବ ଛୋଟରାୟ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି। ବୈଠକରେ ସଭାପତି ଡ଼କ୍ଟର ଫନୀ ମହାନ୍ତି ଯୋଗଦେଇ ବିଗତ ବର୍ଷ…

ଲୋକାର୍ପିତ ହେଲା ଗାଳ୍ପିକ ଗଙ୍ଗାଧର ବିଶ୍ୱାଳଙ୍କ ଉପନ୍ୟାସ ‘ଖୋଳପା’ : ଲେଖାରେ ପାଠକ ନିଜକୁ ପାଇବା…

ବାଲେଶ୍ଵର, ୧୨/୭(କୃଷ୍ଣ କୁମାର ମହାନ୍ତି): ଲେଖକର ଲେଖାରେ ପାଠକ ନିଜକୁ ଖୋଜି ପାଇବା ହେଉଛି ଭଲ ଲେଖାର ଆଉ ଏକ ଆଲୋକିତ ବୈଶିଷ୍ଟ୍ୟ ଏବଂ ଏହାର ବିସ୍ତାରିତ ଦିଗଟି ହେଉଛି ସେଇ ଲେଖାର ବିଭବ। ଏ ଧରଣର ଲେଖା ଲେଖକର ପ୍ରତିବିମ୍ବିତ ବ୍ୟକ୍ତିତ୍ଵର ଆଉ ଗୋଟିଏ ଦିଗକୁ ଉନ୍ମୋଚନ କରିଥାଏ ବୋଲି…

ଫକୀରମୋହନ ବିଶ୍ବବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ କବିତା ପାଠ କଲେ ବାଲେଶ୍ଵରର ୨୦ କବି

ବାଲେଶ୍ଵର, ୧୨/୭(କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ବବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଗତକାଲି ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି କବିତା ଆସରରେ ବାଲେଶ୍ଵରର ନିମନ୍ତ୍ରିତ କବିମାନେ ଯୋଗ ଦେଇ ନିଜ ନିଜର କବିତା ପାଠ କରିଥିଲେ।…

ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପାଳିତ ହେଲା ବିଶ୍ୱ ଜନସଂଖ୍ୟା ଦିବସ : ପରିବେଶ ସୁରକ୍ଷା, ମାନବୀୟ ମୂଲ୍ୟବୋଧ ଏବଂ…

ଭୁବନେଶ୍ୱର, ୧୨/୭(କୃଷ୍ଣ କୁମାର ମହାନ୍ତି): ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର ବାର୍କ ଆଉଟରିଚ୍ ବିଲ୍ଡିଂ ଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ପପୁଲେସନ୍ ରିସର୍ଚ୍ଚ ସେଣ୍ଟର  ପକ୍ଷରୁ ‘ଆଜି ଓ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଓ…

ହାଡଭାଙ୍ଗି ଗଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ ।

ଗଜପତି,୧୨.୭(ମନୋଜ କୁମାର ପାଢୀ):– ଆଜି ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ହାଦଭାଙ୍ଗି ଗଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ ବିଧାୟକ ରୁପେଶ ପାଣଗ୍ରାହୀଙ୍କ , ଏହି ଗଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଅବ୍ୟବସ୍ଥା ନେଇ ସ୍ଥାନୀୟ ଲୋକେ ଓ ସ୍ଥାନୀୟ ସରପଞ୍ଚ ଟେଜେଶ୍ୱର୍ ରାଓ…

ରଥ ନିର୍ମାଣ ସମୀକ୍ଷା କଲେ ବିଧାୟକ ରିପେଶ ପାଣିଗ୍ରାହୀ

ଗଜପତି,୧୧.୭ – ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେ ହେବାକୁ ଥିବା ରଥ ଯାତ୍ରା ପୂର୍ବରୁ ରଥ ନିର୍ମାଣ କିଭଳି ନିର୍ମାଣ ଚାଲିଛି ତାର ତଦାରଖ କଲେ ବିଧାୟକ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ । ଆଜି ସକାଳୁ ବିଧାୟକ ଜଗନ୍ନାଥ ମନ୍ଦିର ପହଞ୍ଚି ଜଗତର ନାଥ ଜଗନ୍ନାଥ ମନ୍ଦିର ଯାଇ ମହା…

ଅମୃତଭାରତ ଷ୍ଟେସନ ଯୋଜନାରେ ଶୋଭା ପାଉଥିବା ପାରଳା ରେଳଷ୍ଟେସନ 17 ରେ ଉଦଘାଟନ ହେବ ।

ଗଜପତି,୧୨.୭(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲାର ଐତିହାସିକ ପାରଳଳାଖେମୁଣ୍ଡି ରେଳଷ୍ଟେସନର ଅମୃତ ଭାରତ ଷ୍ଟେସନ ଯୋଜନାରେ ନବକଳେବରରେ ଶୋଭା ପାଉଛି. ଆଗାମୀ 17 ତାରିଖ ଦିନ ଏହି ରେଳଷ୍ଟେସନ ଉଦ୍ଘାଟନ ହେବାକୁ ଯାଉଛି । ସଫଳତାର ସହ ଏହାର ଉଦଘାଟନକୁ ନଜରରେ ରଖି ପୂର୍ବତଟ ରେଳପଥ ରାୟଗଡା ଡିଭିଜନର…