ଇଟାଭାଟି ମାଲିକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ। ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରିନାସୀ ଗ୍ରାମରେ ଥିବା ଏକ ଇଟାଭାଟିରୁ ଇଟାଭାଟି ମାଲିକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ମୃତକ ହେଲେ ରାମନଗର ପଂଚାୟତ…

ବିଶ୍ବକପ୍‌ ମ୍ୟାଚ୍‌ରେ ବେଲ୍‌ଜିୟମ୍‌ ମୋରୋକୋଠାରୁ ହାରିଯିବାରୁ ବ୍ରସେଲ୍‌ଜ୍‌ରେ ଦଙ୍ଗା; ‌ଜଣେ ଗିରଫ, ୧୨ ଅଟକ

ବ୍ରସେଲ୍‌ଜ୍‌: କତାର୍‌ରେ ଚାଲିଥିବା ‘ଫିଫା’ ବିଶ୍ବକପ୍‌ ଫୁଟ୍‌ବଲ୍‌ ମ୍ୟାଚ୍‌ରେ ବେଲ୍‌ଜିୟମ୍‌ ମୋରୋକୋଠାରୁ ହାରିଯିବାରୁ ରାଜଧାନୀ ବ୍ରସେଲ୍‌ଜ୍‌ରେ ଲୋକେ ଦଙ୍ଗାଗୋଳ କରି ଗୋଟାଏ କାର୍‌ ଓ କେତୋଟି ଇଲେକ୍ଟ୍ରିକ୍‌ କାର୍‌ ପୋଡ଼ି ପକାଇବାରୁ ରବିବାର ଦିନ ବେଲ୍‌ଜିୟମ୍‌ ପୁଲିସ ଜଣଙ୍କୁ…

‘ରୋମାଣ୍ଟିକ୍‌ ସନ୍‌ସେଟ୍‌ ପ୍ରପୋଜାଲ୍‌’ ବେଳେ ସମୁଦ୍ରରେ ଖସିପଡ଼ିଲା ମୁଦି; ଉଦ୍ଧାର କରିବାକୁ ପାଣିକୁ‌ ଡେଇଁଲେ…

ଫ୍ଲୋରିଡା: ସୂର୍ଯ୍ୟାସ୍ତ ବେଳେ ଗୋଟାଏ ବୋଟ୍ ଉପରେ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଇ ପିନ୍ଧାଉଥିବା ମୁଦିଟି ପାଣିରେ ପଡ଼ିଯିବାରୁ ତାହାକୁ ଉଦ୍ଧାର କରିବା ପାଇଁ ପ୍ରେମିକ ଫ୍ଲୋରିଡା ସମୁଦ୍ରକୁ ଡେଇଁ ପଡ଼ିଥିବା କଥା ଗଣମାଧ୍ୟମ ‘ପିପୁଲ୍‌’ ରିପୋର୍ଟ କରିଛି। ‘ଫେସ୍‌ବୁକ୍‌’ରେ…

ସ୍ୱାସ୍ଥ୍ୟ ପାଇଁ ବରଦାନ ଏହି ୪ଟି ଜିନିଷ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ, ଅମୃତଭଣ୍ଡାରେ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ମାନସିକ ଶାନ୍ତି ପ୍ରଦାନ କରିବା ସହ ମସ୍ତିଷ୍କକୁ ସୁସ୍ଥ ରଖିଥାଏ। ଏହାସହ ଭିଟାମିନ ସିରେ ଭରପୁରରେ ଖାଦ୍ୟପଦାର୍ଥ ଲେମ୍ବୁ,ଅଁଳା,କମଳା,ଚେରି ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହା ରୋଗ…

ଝିଅକୁ ଖାଇବାକୁ ଦେଇ ନ ପାରି ହତ୍ୟା କଲେ ଋଣଗ୍ରସ୍ତ ଇଂଜିନିୟର

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ରହୁଥିବା ରାହୁଲ ପାରମର ନାମକ ଜଣେ ଗୁଜରାଟୀ ଇଂଜିନିୟର ନିଜର ଅଢ଼େଇ ବର୍ଷର ଝିଅକୁ ଖାଇବାକୁ ଦେଇ ନ ପାରି ଛାତିରେ ଜାକି ହତ୍ୟା କରିବା ପରେ ନିଜେ ପାଣିକୁ ଡେଇଁ ବିଫଳ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ପୁଲିସ ଆଗରେ ରାହୁଲ ସ୍ବୀକାର କରିଛନ୍ତି ଯେ,…

ଆଖଣ୍ଡଳମଣି ପୀଠରେ ସେବାୟତଙ୍କୁ ଛୁରାମାଡ଼

ଚାନ୍ଦବାଲି: ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜଣେ ସେବାୟତଙ୍କୁ ଛୁରାମାଡ଼ ହୋଇଥିବା ଜଣାଯାଇଛି। ଏହି ଘଟଣାରେ ଜଣେ ସେବାୟତ ଗୁରୁତର ଆହତ ହୋଇଥିବା ବେଳେ ଛୁରାମାଡ଼ କରିଥିବା ସେବାୟତ ଜଣଙ୍କୁ ଥାନାରେ ଅଟକ ରଖିଛି ପୁଲିସ। ସୂଚନା ଅନୁଯାୟୀ, ଜଣେ ସେବାୟତ ମନ୍ଦିରରେ ଦୀର୍ଘଦିନ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ‘ଆଇଆଇଟି-ବମ୍ବେ’ ଛାତ୍ରଙ୍କୁ ଗିରଫ କଲା ଗୁଜରାଟ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ‘ଆଇଆଇଟି-ବମ୍ବେ’ର ଜଣେ ୨୮ ବର୍ଷିୟ ପ୍ରାକ୍ତନ ଛାତ୍ରଙ୍କୁ ଗୁଜରାଟ ‘ଆଣ୍ଟି-ଟେରରିଷ୍ଟ୍‌ ସ୍କ୍ବାଡ୍‌’ (ଏଟିଏସ୍‌) ଗିରଫ କରିଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ଗିରଫ ବ୍ୟକ୍ତିଙ୍କ ନାମ ଅମନ୍‌…

ପଦଯାତ୍ରା ପାଇଁ ତେଲେଙ୍ଗାନା ‘ବିଜେପି’ ମୁଖ୍ୟଙ୍କୁ ଅନୁମତି ନ ମିଳିବାରୁ ବିବାଦ; ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ଦଳ

ହାଇଦ୍ରାବାଦ: ରବିବାର ଦିନ ତେଲେଙ୍ଗାନା ରାଜ୍ୟ ‘ବିଜେପି’ ମୁଖ୍ୟ ବଣ୍ଡୀ ସଞ୍ଜୟ କୁମାରଙ୍କୁ ‘ପ୍ରଜା ସଂଗ୍ରାମ ଯାତ୍ରା’ର ପଞ୍ଚମ ପର୍ଯ୍ୟାୟ ପାଇଁ ଅନୁମତି ନ ମିଳିବାରୁ ତେଲେଙ୍ଗାନାରେ ସଦ୍ୟ ବିବାଦ ଆରମ୍ଭ ହୋଇଛି। ଏଥିପାଇଁ ତେଲେଙ୍ଗାନା ‘ବିଜେପି’ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଏବଂ…

ପରକୀୟା ପ୍ରୀତିର ଖତରନାକ ଫଳାଫଳ; ମିଳିଲା ପ୍ରେମୀଯୁଗଳଙ୍କ ପଚା ଶରୀର

ବାଡ଼ମେର: ରାଜସ୍ଥାନର ବାଡ଼ମେରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ଯୁବକ ଓ ଯୁବତୀଙ୍କ ଫଟୋ ପାଣିରେ ଭାସୁଥିବା ବେଳେ ଉଦ୍ଧାର ହୋଇଛି। ସେଠାରେ ଦୁହଁଙ୍କ କପଡ଼ା ଓ ଜୋତା ବି ପଡ଼ିଥିବାର ଦେଖିବାକୁ ମିଳିଛି। ଏହି ସୂଚନା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି। ପୁଲିସ୍…

ଗତ ୧୧ ମାସରେ ୧୩୨ଜଣ ମାଓବାଦୀ ନିହତ ହୋଇଛନ୍ତି: ନକ୍ସଲ୍‌ ମୁଖପାତ୍ର ଅଭୟ

ଚାଈବାସା: ଗତ ୧୧ ମାସ ମଧ୍ୟରେ ସମଗ୍ର ଦେଶରେ ୧୩୨ଜଣ ନକ୍ସଲ୍‌ପନ୍ଥୀ ମୃତ୍ୟୁ ଘଟିଥିବା ବେଳେ ନସ୍କଲ୍‌ମାନେ ଏହି ସମୟ ମଧ୍ୟରେ ୩୧ଜଣ ଯବାନ ଓ ୬୯ଜଣ ପୁଲିସଙ୍କୁ ହତ୍ୟା କରିବା ସହିତ ୧୫୪ଜଣ ଯବାନଙ୍କୁ ଆହତ କରିଛନ୍ତି ବୋଲି ନକ୍ସଲ୍‌ପନ୍ଥୀ କେନ୍ଦ୍ରୀୟ କମିଟିର ମୁଖପାତ୍ର ଅଭୟ କହିଛନ୍ତି।…