ଶେହନାଜଙ୍କ ପାଇଁ କାନ୍ଦିଲେ ଓ ଆଣ୍ଠେଇଲେ‌ ପ୍ରଶଂସିକା; ଧରିପକାଇ ଆଲିଙ୍ଗନ ଓ ଚୁମ୍ବନ କଲେ ଅଭିନେତ୍ରୀ

ମୁମ୍ବାଇ: ନିଜର ପ୍ରଶଂସକମାନଙ୍କୁ ଉତ୍ତମ ବ୍ୟବହାର ଦେଖାଇବାରେ ଶେହେନାଜ୍‌ କୌର୍‌ ଗିଲ୍‌ କେବେ ବି ହେଳା କରନ୍ତି ନାହିଁ। ତାଙ୍କର ଏହି ଉଦାର ଗୁଣ ପାଇଁ ଆଜି ଶେହେନାଜ୍‌ଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ନିକଟରେ ଶେହେନାଜ୍‌ଙ୍କର ଜଣେ ମହିଳା ପ୍ରଶଂସକଙ୍କ ସହ ଏକ ଭିଡିଓ ଭାଇରାଲ୍‌…

ବରିଷ୍ଠ ନାଗରିକ ଟ୍ରେନ୍ ଯାତ୍ରୀ ସଂଖ୍ୟା ୨୪% କମିଲା, ଟିକଟରେ ମିଳୁନି ରିହାତି

ନୂଆଦିଲ୍ଲୀ : ଗତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଟ୍ରେନ୍‌ରେ ଯାତ୍ରା କରୁଥିବା ବରିଷ୍ଠ ନାଗରିକଙ୍କ ସଂଖ୍ୟାରେ ୨୪ ପ୍ରତିଶତ ହ୍ରାସ ହୋଇଛି। କରୋନା ମହାମାରୀର ପ୍ରଭାବ ଯୋଗୁ ଟ୍ରେନ୍ ଯାତ୍ରୀଙ୍କ ସଂଖ୍ୟା କମିଛି ବୋଲି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ଏହି ସମୟରେ…

ଶିବପାଲ ସିଂ ଯାଦବଙ୍କୁ ଝଟକା, ସୁରକ୍ଷା ହ୍ରାସ କଲେ ଯୋଗୀ ସରକାର

ନୂଆଦିଲ୍ଲୀ: ହ୍ରାସ ହେଲା ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ପ୍ରଗତିଶୀଳ ସମାଜବାଦୀ ପାର୍ଟିର ଜାତୀୟ ସଭାପତି ଶିବପାଲ ସିଂ ଯାଦବଙ୍କ ସୁରକ୍ଷା। ଶିବପାଲ ସିଂ ଯାଦବ ମେନପୁରୀ ଲୋକସଭା ଉପ-ନିର୍ବାଚନ ପାଇଁ ପ୍ରଚାର କରିବାରେ ବ୍ୟସ୍ତ ଥିବା ବେଳେ ଯୋଗୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।…

ଅନୈତିକ ସମ୍ପର୍କ ସହି ପାରିଲା ନାହିଁ ସ୍ତ୍ରୀ, ସ୍ବାମୀଙ୍କୁ ଖଣ୍ଡଖଣ୍ଡ କରି କାଟି କଲା ଏପରି ଅବସ୍ଥା

 ନୂଆଦିଲ୍ଲୀ: ଦିଲ୍ଲୀର ପାଣ୍ଡବ ନଗର କ୍ରାଇମ ବ୍ରାଞ୍ଚ ସ୍ବାମୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜଣେ ମହିଳା ଓ ତାଙ୍କ ପୁଅଙ୍କୁ ଗିରଫ କରିଛି। ମା’ ଓ ପୁଅ ଦୁହେଁ ମୃତକଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ଫ୍ରିଜରେ ରଖିଥିଲେ। ଏହାପରେ ପ୍ରତିଦିନ କେହି ଯେମିତି ନଜାଣିବେ ସେଥିପାଇଁ ମୃତକଙ୍କ ଶରୀରର…

ଉତ୍ତର ପ୍ରଦେଶ ମଦ୍ରାସାର ୧ମରୁ ୮ମ ଶ୍ରେଣୀ ପିଲାଙ୍କୁ ମିଳିବ ନାହିଁ ବୃତ୍ତି

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମଦ୍ରାସାଗୁଡ଼ିକରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଶିକ୍ଷାର୍ଥୀମାନଙ୍କୁ ବୃତ୍ତି ପାଇଁ ଆବେଦନ ନ କରିବା ଲାଗି କେନ୍ଦ୍ର ସରକାର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଏପର୍ଯ୍ୟନ୍ତ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ବୃତ୍ତି…

ପରସ୍ପରକୁ ଡେଟ୍ କରୁଛନ୍ତି ପ୍ରଭାସ-କ୍ରିତି ! ବିବାହ କଥା ପଚରାଯିବାରୁ କ୍ରିତି କହିଲେ….

ମୁମ୍ବାଇ: ବହୁ ପ୍ରତୀକ୍ଷିତ ପ୍ୟାନ ଇଣ୍ଡିଆ ଫିଲ୍ମ ‘ଆଦିପୁରୁଷ’ରେ ପ୍ରଥମ ଥର ପାଇଁ ସାଥିରେ ନଜର ଆସିବେ ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ଅଭିନେତ୍ରୀ କ୍ରିତି ସାନନ୍। ‘ଆଦିପୁରୁଷ’ରେ ଦୁ‌ହେଁ ପ୍ରଥମ ଥର ପାଇଁ ‌ସାଙ୍ଗ ହୋଇ କାମ କରୁଥିବା ବେଳେ ଏବେ ପରସ୍ପରକୁ ଦୁହେଁ ଡେଟ୍ କରୁଥିବା ଚର୍ଚ୍ଚା…

ଫ୍ଲାଟ୍‌ ଦେବା ନାଁରେ ୧.୭୨ କୋଟି ଚଳୁ, ବିଲ୍ଡରଙ୍କୁ ବାନ୍ଧିଲା ଇଓଡବ୍ଲୁ

ଭୁବନେଶ୍ବର: ଫ୍ଲାଟ୍‌ ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ କରି ଫେରାର୍‌ ଥିବା ଜଣେ ବିଲ୍ଡରକୁ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶଖା(ଇଓଡବ୍ଲୁ) ଗିରଫ କରିଛି। ସେ ହେଲେ, ବାସେରା ଡିଜାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ମନୋଜ ପଟ୍ଟନାୟକ। ଉକ୍ତ ସଂସ୍ଥା ଏକ କୋଟି ୭୨ଲକ୍ଷରୁ…

ଘରେ ଶୋଇଥିବା ବେଳେ ଲଗାଇ ଦେଲେ ନିଆଁ: ଦମ୍ପତି ଗୁରୁତର

ଉଦଳା: ଯୁବକ ଘଟାଇଲେ ନାରକୀୟ କାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡ଼ୋଶୀଙ୍କ ଘରେ ନିଆଁ ଲଗାଇଦେଲେ ଯୁବକ। ଘରେ ଶୋଇଥିବା ବେଳେ ନିଆଁ ଲାଗିବା ଫଳରେ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି ସ୍ୱାମୀ ଏବଂ ସ୍ତ୍ରୀ। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ନୂଆସାହି ଗ୍ରାମରେ। ସୂଚନା…

୧୨ ଦାଦନ ଶ୍ରମିକ ଉଦ୍ଧାର, ଜଣେ ସର୍ଦାର ଗିରଫ

ପାଟଣାଗଡ଼: ପାଟଣାଗଡ଼ ଓ ବେଲପଡା ଅଞ୍ଚଳରୁ ଅନ୍ୟତ୍ର ଦାଦନ ଶ୍ରମିକ ଭାବେ ଖଟିଯିବାକୁ ଥିବା ବେଳେ ପୁଲିସ ଦ୍ବାରା ୧୨ ଦାଦନ ଶ୍ରମିକ ଉଦ୍ଧାର ଓ ଜଣେ ସର୍ଦାର ଗିରଫ ହୋଇଥିବା ଜଣାପଡିଛି। କାମଧନ୍ଦା ନ ପାଇ ଅନ୍ୟତ୍ର ଦାଦନ ଶ୍ରମିକ ହୋଇଯିବା ସମୟରେ ପାଟଣାଗଡ଼ ବସଷ୍ଟାଣ୍ଡରେ ଥିବା ସମୟରେ ସନ୍ଦେହ…

ଆପଣଙ୍କୁ ଭାତ ଖାଇବା ଅଧିକ ପସନ୍ଦ କି ? ଜାଣି ରଖନ୍ତୁ

ଭାତ, ଡାଲି , ତରକାରୀ,ରୁଟିକୁ ସମ୍ପୂର୍ଣ୍ଣ ଭୋଜନ ବୋଲି କୁହାଯାଏ । ମୁଖ୍ୟତଃ ଏହି ୪ଟି ଖାଦ୍ୟରୁ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମିଳିଥାଏ । ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ । କିଛି ଲୋକେ ରୁଟି ଖାଇବାକୁ ପସନ୍ଦ କରନ୍ତି ତ କିଛି ଭାତ । ଅଧିକାଂଶ ଲୋକେ ଭାତ ଖାଇବାକୁ ଦିନରେ ହିଁ…