ଅଭିନେତାରୁ ପ୍ରଯୋଜକ ସାଜିଲେ ମନୁ ଦ୍ବିବେଦୀ

ଅଭିନେତାରୁ ପରୋକ୍ଷ ଭାବେ ପ୍ରଯୋଜକ ସାଜିଛନ୍ତି ମନୁ ଦ୍ବିବେଦୀ। ଅତୀତରେ ‘ଦାଦା‌ଗିରି’ ଚଳଚ୍ଚିତ୍ରରେ ଉତ୍ତମ ମହାନ୍ତି ଓ ମିହିର ଦାସଙ୍କ ସହ ଚକୋଲେଟ୍ ହିରୋ ସାଜିଥିବା ମନୁ ବହୁଦିନର ବ୍ୟବଧାନ ପରେ ‘ଡନ୍’ ଓ ‘ଏ ମନ ମାନେନା’ରେ ମଧ୍ୟ ଅଭିନୟ କରିଛନ୍ତି। ଏବେ କିନ୍ତୁ ସେ ପ୍ରଯୋଜନା…

ଗୁଜରାଟ ନିର୍ବାଚନ: ପ୍ରଚାରର ଶେଷ ପର୍ଯ୍ୟାୟରେ ମୋଦୀ, କେଜ୍ରିୱାଲଙ୍କ ଧୂଆଁଧାର ପ୍ରଚାର

ସୁରଟ : ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୧ ତାରିଖରେ ୮୨ ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ। ଏବେ ପ୍ରଚାରର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆପ୍‌ ନେତା ଅରବିନ୍ଦ କେଜ୍ରିୱାଲ ଧୂଆଁଧାର ପ୍ରଚାର କରୁଛନ୍ତି। ସୁରତରେ ପ୍ରଧାନମନ୍ତ୍ରୀ ଏବଂ…

ଆଳସ୍ୟ କାରଣରୁ ଏଭଳି କରୁଥିଲେ , ସାବଧାନ..

ଦିନ ମଧ୍ୟରେ ଭୋଜନର ନିୟମ ଅନୁଯାୟୀ, ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନ ଖୁବ ମହତ୍ତ୍ୱପୂର୍ଣ୍ଣ । ଏହି ୩ଟି ସମୟରେ ସଠିକ ଭାବେ ଖାଦ୍ୟ ସେବନ ନକରିବା ଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ସହ ଅନେକ ରୋଗ ଲାଗି ରହିଥାଏ । ଅନେକ ସମୟରେ ଆଳସ୍ୟ କାରଣରୁ ଅନେକ ଲୋକେ ରାତ୍ରୀ ଭୋଜନ ପାଇଁ ଅଧିକ…

ଏଣିକି ହ୍ବାଟ୍‌ସଆପ୍‌ରେ ଗ୍ରୁପ୍‌ ଚାଟ୍‌ ପାଇଁ ମ୍ୟୁଟ୍‌ ସର୍ଟକର୍ଟ ଅପ୍‌ସନ୍‌ ଉପଲବ୍ଧ ହେବ

ମୁମ୍ବାଇ: ହ୍ବାଟ୍‌ସଆପ୍‌କୁ ଆପଣ ସବୁଠାରୁ ଅଧିକ ଲୋକପ୍ରିୟ ମେସେଜିଂ ଆପ୍‌ ଭାବେ ଜାଣନ୍ତି। ଏହାର ନୂଆ ନୂଆ ନିଆରା ଫିଚର୍‌ ଗ୍ରାହକଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥାଏ। କମ୍ପାନି ଏବେ ଏକ ନୂଆ ଫିଚର୍‌ ଲଞ୍ଚ୍‌ କରିବାକୁ ଯାଉଛି। ଏହି ଫିଚର୍‌ ଜରିଆରେ ଗ୍ରୁପ୍‌ ଚାଟ୍‌ ପାଇଁ ମ୍ୟୁଟ୍‌…

ଇଟାଭାଟି ମାଲିକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ। ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରିନାସୀ ଗ୍ରାମରେ ଥିବା ଏକ ଇଟାଭାଟିରୁ ଇଟାଭାଟି ମାଲିକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ମୃତକ ହେଲେ ରାମନଗର ପଂଚାୟତ…

ବିଶ୍ବକପ୍‌ ମ୍ୟାଚ୍‌ରେ ବେଲ୍‌ଜିୟମ୍‌ ମୋରୋକୋଠାରୁ ହାରିଯିବାରୁ ବ୍ରସେଲ୍‌ଜ୍‌ରେ ଦଙ୍ଗା; ‌ଜଣେ ଗିରଫ, ୧୨ ଅଟକ

ବ୍ରସେଲ୍‌ଜ୍‌: କତାର୍‌ରେ ଚାଲିଥିବା ‘ଫିଫା’ ବିଶ୍ବକପ୍‌ ଫୁଟ୍‌ବଲ୍‌ ମ୍ୟାଚ୍‌ରେ ବେଲ୍‌ଜିୟମ୍‌ ମୋରୋକୋଠାରୁ ହାରିଯିବାରୁ ରାଜଧାନୀ ବ୍ରସେଲ୍‌ଜ୍‌ରେ ଲୋକେ ଦଙ୍ଗାଗୋଳ କରି ଗୋଟାଏ କାର୍‌ ଓ କେତୋଟି ଇଲେକ୍ଟ୍ରିକ୍‌ କାର୍‌ ପୋଡ଼ି ପକାଇବାରୁ ରବିବାର ଦିନ ବେଲ୍‌ଜିୟମ୍‌ ପୁଲିସ ଜଣଙ୍କୁ…

‘ରୋମାଣ୍ଟିକ୍‌ ସନ୍‌ସେଟ୍‌ ପ୍ରପୋଜାଲ୍‌’ ବେଳେ ସମୁଦ୍ରରେ ଖସିପଡ଼ିଲା ମୁଦି; ଉଦ୍ଧାର କରିବାକୁ ପାଣିକୁ‌ ଡେଇଁଲେ…

ଫ୍ଲୋରିଡା: ସୂର୍ଯ୍ୟାସ୍ତ ବେଳେ ଗୋଟାଏ ବୋଟ୍ ଉପରେ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଇ ପିନ୍ଧାଉଥିବା ମୁଦିଟି ପାଣିରେ ପଡ଼ିଯିବାରୁ ତାହାକୁ ଉଦ୍ଧାର କରିବା ପାଇଁ ପ୍ରେମିକ ଫ୍ଲୋରିଡା ସମୁଦ୍ରକୁ ଡେଇଁ ପଡ଼ିଥିବା କଥା ଗଣମାଧ୍ୟମ ‘ପିପୁଲ୍‌’ ରିପୋର୍ଟ କରିଛି। ‘ଫେସ୍‌ବୁକ୍‌’ରେ…

ସ୍ୱାସ୍ଥ୍ୟ ପାଇଁ ବରଦାନ ଏହି ୪ଟି ଜିନିଷ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ, ଅମୃତଭଣ୍ଡାରେ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ମାନସିକ ଶାନ୍ତି ପ୍ରଦାନ କରିବା ସହ ମସ୍ତିଷ୍କକୁ ସୁସ୍ଥ ରଖିଥାଏ। ଏହାସହ ଭିଟାମିନ ସିରେ ଭରପୁରରେ ଖାଦ୍ୟପଦାର୍ଥ ଲେମ୍ବୁ,ଅଁଳା,କମଳା,ଚେରି ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହା ରୋଗ…

ଝିଅକୁ ଖାଇବାକୁ ଦେଇ ନ ପାରି ହତ୍ୟା କଲେ ଋଣଗ୍ରସ୍ତ ଇଂଜିନିୟର

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ରହୁଥିବା ରାହୁଲ ପାରମର ନାମକ ଜଣେ ଗୁଜରାଟୀ ଇଂଜିନିୟର ନିଜର ଅଢ଼େଇ ବର୍ଷର ଝିଅକୁ ଖାଇବାକୁ ଦେଇ ନ ପାରି ଛାତିରେ ଜାକି ହତ୍ୟା କରିବା ପରେ ନିଜେ ପାଣିକୁ ଡେଇଁ ବିଫଳ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ପୁଲିସ ଆଗରେ ରାହୁଲ ସ୍ବୀକାର କରିଛନ୍ତି ଯେ,…

ଆଖଣ୍ଡଳମଣି ପୀଠରେ ସେବାୟତଙ୍କୁ ଛୁରାମାଡ଼

ଚାନ୍ଦବାଲି: ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜଣେ ସେବାୟତଙ୍କୁ ଛୁରାମାଡ଼ ହୋଇଥିବା ଜଣାଯାଇଛି। ଏହି ଘଟଣାରେ ଜଣେ ସେବାୟତ ଗୁରୁତର ଆହତ ହୋଇଥିବା ବେଳେ ଛୁରାମାଡ଼ କରିଥିବା ସେବାୟତ ଜଣଙ୍କୁ ଥାନାରେ ଅଟକ ରଖିଛି ପୁଲିସ। ସୂଚନା ଅନୁଯାୟୀ, ଜଣେ ସେବାୟତ ମନ୍ଦିରରେ ଦୀର୍ଘଦିନ…