ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ‘ଆଇଆଇଟି-ବମ୍ବେ’ ଛାତ୍ରଙ୍କୁ ଗିରଫ କଲା ଗୁଜରାଟ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ‘ଆଇଆଇଟି-ବମ୍ବେ’ର ଜଣେ ୨୮ ବର୍ଷିୟ ପ୍ରାକ୍ତନ ଛାତ୍ରଙ୍କୁ ଗୁଜରାଟ ‘ଆଣ୍ଟି-ଟେରରିଷ୍ଟ୍‌ ସ୍କ୍ବାଡ୍‌’ (ଏଟିଏସ୍‌) ଗିରଫ କରିଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ଗିରଫ ବ୍ୟକ୍ତିଙ୍କ ନାମ ଅମନ୍‌…

ପଦଯାତ୍ରା ପାଇଁ ତେଲେଙ୍ଗାନା ‘ବିଜେପି’ ମୁଖ୍ୟଙ୍କୁ ଅନୁମତି ନ ମିଳିବାରୁ ବିବାଦ; ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ଦଳ

ହାଇଦ୍ରାବାଦ: ରବିବାର ଦିନ ତେଲେଙ୍ଗାନା ରାଜ୍ୟ ‘ବିଜେପି’ ମୁଖ୍ୟ ବଣ୍ଡୀ ସଞ୍ଜୟ କୁମାରଙ୍କୁ ‘ପ୍ରଜା ସଂଗ୍ରାମ ଯାତ୍ରା’ର ପଞ୍ଚମ ପର୍ଯ୍ୟାୟ ପାଇଁ ଅନୁମତି ନ ମିଳିବାରୁ ତେଲେଙ୍ଗାନାରେ ସଦ୍ୟ ବିବାଦ ଆରମ୍ଭ ହୋଇଛି। ଏଥିପାଇଁ ତେଲେଙ୍ଗାନା ‘ବିଜେପି’ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଏବଂ…

ପରକୀୟା ପ୍ରୀତିର ଖତରନାକ ଫଳାଫଳ; ମିଳିଲା ପ୍ରେମୀଯୁଗଳଙ୍କ ପଚା ଶରୀର

ବାଡ଼ମେର: ରାଜସ୍ଥାନର ବାଡ଼ମେରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ଯୁବକ ଓ ଯୁବତୀଙ୍କ ଫଟୋ ପାଣିରେ ଭାସୁଥିବା ବେଳେ ଉଦ୍ଧାର ହୋଇଛି। ସେଠାରେ ଦୁହଁଙ୍କ କପଡ଼ା ଓ ଜୋତା ବି ପଡ଼ିଥିବାର ଦେଖିବାକୁ ମିଳିଛି। ଏହି ସୂଚନା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି। ପୁଲିସ୍…

ଗତ ୧୧ ମାସରେ ୧୩୨ଜଣ ମାଓବାଦୀ ନିହତ ହୋଇଛନ୍ତି: ନକ୍ସଲ୍‌ ମୁଖପାତ୍ର ଅଭୟ

ଚାଈବାସା: ଗତ ୧୧ ମାସ ମଧ୍ୟରେ ସମଗ୍ର ଦେଶରେ ୧୩୨ଜଣ ନକ୍ସଲ୍‌ପନ୍ଥୀ ମୃତ୍ୟୁ ଘଟିଥିବା ବେଳେ ନସ୍କଲ୍‌ମାନେ ଏହି ସମୟ ମଧ୍ୟରେ ୩୧ଜଣ ଯବାନ ଓ ୬୯ଜଣ ପୁଲିସଙ୍କୁ ହତ୍ୟା କରିବା ସହିତ ୧୫୪ଜଣ ଯବାନଙ୍କୁ ଆହତ କରିଛନ୍ତି ବୋଲି ନକ୍ସଲ୍‌ପନ୍ଥୀ କେନ୍ଦ୍ରୀୟ କମିଟିର ମୁଖପାତ୍ର ଅଭୟ କହିଛନ୍ତି।…

ଏସ୍ଏମସିରେ ସୁରକ୍ଷା ବ୍ୟବସ୍ଥା ବିପନ୍ନ: ତରଳ ଲୁହା ପଡ଼ି ପୁଣି ଜଣେ ଶ୍ରମିକ ଅର୍ଦ୍ଧଦଗ୍ଧ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅଧୀନ ହିର୍ମା ଗ୍ରାମରେ ଥିବା ଏସ୍ଏମ୍ସି ଷ୍ଟିଲ ଓ ପାୱାର କାରଖାନାରେ ଗତ ବିଳମ୍ବିତ ରାତିରେ ତରଳ ଲୁହା ପଡ଼ି ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ଚିକିତ୍ସାରେ ବିଳମ୍ବ ଯୋଗୁଁ କାରଖାନା ପରିସରରେ ଶ୍ରମିକମାନଙ୍କ ମଧ୍ୟରେ ଉତ୍ତେଜନା…

ଜେଲରେ ସ୍ବତନ୍ତ୍ର ଖାଦ୍ୟ ଯୋଗାଇବାକୁ ଆବେଦନ କରିଥିଲେ ସତ୍ୟେନ୍ଦ୍ର ଜୈନ, ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ଜେଲରେ ରହି ମସାଜ ନେଉଥିବାର ଭିଡିଓ ଭାଇରାଲ ହେବା ପରେ ଏବେ ବିବାଦରେ ଅଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଏମଧ୍ୟରେ ତାଙ୍କୁ ଆଉ ଏକ ଝଟକା ଦେଇଛନ୍ତି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ। ଜେଲରେ ତାଙ୍କ ଧାର୍ମିକ ବିଶ୍ବାସ ଅନୁଯାୟୀ ସ୍ୱତନ୍ତ୍ର ଖାଦ୍ୟ ଯୋଗାଇବା…

କେବିସିରେ ବିଗ-ବି ପଚାରିଲେ ଏମିତି ଏକ ପ୍ରଶ୍ନ ଭାବୁକ ହୋଇଗଲେ ରାଜୁଙ୍କ ପରିବାର

ମୁମ୍ବାଇ: ଟିଭି ରିଅଲିଟି ସୋ ’କୌନ ବନେଗା କରୋଡ଼ପତି ସିଜନ ୧୪ ର ଏକ ଏପିସୋଡକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି | ଏହି ଶୋ’ରେ ଅମିତାଭ ବଚ୍ଚନ ଦିବଂଗତ ରାଜୁ ଶ୍ରୀବାସ୍ତବଙ୍କ ସହ ଜଡିତ ଏକ ମଜାଦାର ପ୍ରଶ୍ନ ପଚାରିଥିଲେ। ଏହା ପରେ ପରିବାର ସୋସିଆଲ ମିଡିଆରେ ବିଗ୍ ବିଙ୍କୁ କୃତଜ୍ଞତା ଜଣାଇଛନ୍ତି।…

ଜୀବନ ଯୁଦ୍ଧରେ ହାରିଗଲେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ

ପୁଣେ: ପରଲୋକରେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ। ଗତ କିଛି ଦିନ ହେବ ସେ ଡାକ୍ତରଖାନରେ ମୃତ୍ୟୁ ସହ ଲଢ଼ୁଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି। ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିବା ବେଳେ ପରେ ଏହାକୁ ଖଣ୍ଡନ କରିଥିଲେ ପରିବାର ଲୋକେ। ହେଲେ ଗୋଟିଏ ଦିନ…

କେନ୍ଦୁପତ୍ର ଉପରୁ ‘ଜିଏସ୍‌ଟି’ ପ୍ରତ୍ୟାହାର କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ବର: କେନ୍ଦୁପତ୍ର ଉପରୁ ‘ଜିଏସ୍‌ଟି’ ପ୍ରତ୍ୟାହାର କରିନେବା ପାଇଁ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପତ୍ର ଲେଖିଛନ୍ତି। ‘ମାଇନର୍‌ ଫରେଷ୍ଟ୍‌ ପ୍ରଡକ୍ଟ୍‌’ (ଏମ୍‌ଏଫ୍‌ପି) କେନ୍ଦୁପତ୍ର ହେଉଛି ଓଡ଼ିଶାର ପ୍ରାୟ ୮ ଲକ୍ଷ…

‘ରଙ୍ଗ’ ଉତ୍ସବରେ କୁଚିପୁଡ଼ି ନୃତ୍ୟ ପରିବେଶଣ କଲେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ୯ ବର୍ଷୀୟ ଝିଅ

ଲଣ୍ଡନ: ଶୁକ୍ରବାର ଦିନ ଅନ୍ୟ ପିଲାମାନଙ୍କ ସହିତ ମିଶି ଲଣ୍ଡନ୍‌ରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଝିଅ ଅନୌକ୍ଷା ସୁନକ୍‌ କୁଚିପୁଡ଼ି ନୃତ୍ୟ ପରିବେଶଣ କରିଛନ୍ତି। ୯ ବର୍ଷୀୟ ଅନୌକ୍ଷାଙ୍କ ନୃତ୍ୟ ପରିବେଶଣ ଥିଲା ‘ଆନ୍ତର୍ଜାତିକ କୁଚିପୁଡ଼ି ନୃତ୍ୟ ଉତ୍ସବ – ରଙ୍ଗ ୨୦୨୨’ର…