ବାଲେଶ୍ୱରରେ ଅମୃତ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା କଲେ ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ
ବାଲେଶ୍ୱର, ୨୪ ଜୁନ୍ (କୃଷ୍ଣ କୁମାର ମହାନ୍ତି): ଦକ୍ଷିଣ ପୂର୍ବ ରେଳବାଇ (ଏସ୍ଇଆର୍)ର ମହାପ୍ରବନ୍ଧକ ଅନିଲ କୁମାର ଜୈନ ଶାଲିମାର-ଖଡ଼ଗପୁର-ବାଲେଶ୍ୱର-ରାଣୀତାଲ ରେଳପଥର ବ୍ୟାପକ ପରିଦର୍ଶନ କରି ବାଲେଶ୍ୱର ଜିଲ୍ଲାରେ ଚାଲିଥିବା ରେଳ ଭିତ୍ତିଭୂମି ବିକାଶ ଓ ଯାତ୍ରୀ ସୁବିଧା ସମ୍ବନ୍ଧୀୟ…