ବିଧାନସଭାରେ ପୁଣି ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ବର: ସାଢ଼େ ୧୧ଟା ବେଳେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥର ପୁଣି ଚାଷୀ ସମସ୍ୟା ନେଇ ପୁଣି ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଏହାପରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ସୂଚନାଯୋ‌ଗ୍ୟ, ଆଜି ବିଧାନସଭାର ଶୀତକାଳୀନ…

ହିତକାରୀ ମହୁ

ଆମ ପ୍ରାଣୀଜଗତର ଏକ ଅଦ୍ଭୁତ ଗୁଣସଂପନ୍ନ ପତଙ୍ଗ ହେଉଛି ମହୁମାଛି। ଏହାଦ୍ୱାରା ସଂଗୃହୀତ ମହୁ ଇତିହାସହୀନ କାଳରୁ ଆମଦ୍ୱାରା ବ୍ୟବହୃତ ହୋଇ ଆସୁଛି। ଠାକୁରଙ୍କ ପୂଜାରେ ବ୍ୟବହୃତ ପଞ୍ଚାମୃତ ହେଉ, କିମ୍ବା ଆମ ଖାଦ୍ୟକୁ ସ୍ୱାଦିଷ୍ଠ କରିବାପାଇଁ ହେଉ, ମହୁ ସବୁବେଳେ ଲୋଡ଼ା ହୋଇଥାଏ। କୁହାଯାଏ, ମହୁ…

ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ଦ୍ବିତୀୟ ଦିନ ଲାଗି ସେ ଇଡିରେ ହାଜର ହୋଇଛନ୍ତି। ଇଡିରେ ହାଜର ହେବା ସମୟରେ ଗଣମାଧ୍ୟମର କୌଣସି ପ୍ରଶ୍ନର ଉତ୍ତର ଦେଇ ନଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ ବ୍ଲା କମେଲ…

୨୦୨୩ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବାକୁ ଇଜିପ୍ଟର୍‌ ରାଷ୍ଟ୍ରପତି ଅବ୍ଦୁଲ୍‌ ଫତା ଅଲ୍‌-ସିସିଙ୍କୁ ନିମନ୍ତ୍ରଣ…

ନୂଆଦିଲ୍ଲୀ: କାଇରୋ ସହିତ ରାଜନୈତିକ ଓ ସାମରିକ ସମ୍ପର୍କ ସୁଦୃଢ଼ କରିବା ଉଦ୍ୟମର ଅଂଶବିଶେଷ ଭାବେ ୨୦୨୩ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ପାଇଁ ଭାରତ ଇଜିପ୍ଟର ରାଷ୍ଟ୍ରପତି ଅବ୍ଦୁଲ୍‌ ଫତା ଅଲ୍‌-ସିସିଙ୍କୁ ନିମନ୍ତ୍ରଣ କରିଛି। ୨୦୧୪ରୁ ଇଜିପ୍ଟର୍‌ ରାଷ୍ଟ୍ରପତି ଥିବା…

ଇତିହାସ ପୁନର୍ଲିଖନ କରନ୍ତୁ, କେନ୍ଦ୍ର ସରକାର ସାହାଯ୍ୟ କରିବେ: ଐତିହାସିକମାନଙ୍କୁ କହିଲେ ଅମିତ ଶାହ

ନୂଆଦିଲ୍ଲୀ: ଭାରତୀୟ ଚିନ୍ତାଧାରା ଆଧାରିତ ଇତିହାସ ପୁନର୍ଲିଖନ କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀ ଐତିହାସିକମାନଙ୍କୁ କହିବା ସହିତ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଏଭଳି ଉଦ୍ୟମ ପାଇଁ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେବେ। ଗୁରୁବାର ଦିନ ଦିଲ୍ଲୀରେ ଆସାମ ସରକାରଙ୍କର ଗୋଟାଏ…

ବଲାଙ୍ଗୀର ରେଳ ଷ୍ଟେସନରୁ ୪୪ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗୀର: ବଲାଙ୍ଗୀରରେ ଦାଦନ ଚାଲାଣ ଥମିବାର ନାଆଁ ନେଉନାହିଁ। ପୁଣି ଚାଲାଣବେଳେ ପୁଲିସ ୪୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏମାନଙ୍କ ଘର ବେଲପଡ଼ା ଥାନା ରେଙ୍ଗାଳୀ ଗାଁରେ ବୋଲି ଜଣାଯାଇଛି। ଏହି ଦାଦନ ଶ୍ରମିକମାନେ ଘରୋଇ ବସରେ ବଲାଙ୍ଗୀର ରେଳ ଷ୍ଟେସନକୁ ଆସୁଥିଲେ। ସେମାନେ ଷ୍ଟେସନରୁ…

ବିଧାନସଭାରେ ଚାଷୀ ପ୍ରସଙ୍ଗରେ ବିରୋଧୀ ଓ ଶାସକ ମୁହାଁମୁହିଁ: ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଆଜି ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। ଆଜି ଗୃହ ଆରମ୍ଭରୁ ଚାଷୀ ପ୍ରସଙ୍ଗରେ ବିରୋଧୀ ଓ ଶାସକଦଳର ସଦସ୍ୟମାନେ ମୁହାଁମୁହିଁ ହୋଇଥିଲେ। ଶାସକ ଦଳ ପକ୍ଷରୁ ଏମଏସପି ବୃଦ୍ଧି ଦାବି ହୋଇଥିଲା। ଅପରପକ୍ଷରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା…

ଭାରତ-ନିଉଜିଲାଣ୍ଡ୍‌ ପ୍ରଥମ ‘ଓଡିଆଇ’: ୫୦ ଓଭର୍‌ ଖେଳି ୭ ୱିକେଟ୍‌ ବିନିମୟରେ ୩୦୬ ରନ୍‌ ସଂଗ୍ରହ କଲା ଭାରତ

ନୂଆଦିଲ୍ଲୀ: ଆଜି ସକାଳେ ଅକ୍‌ଲାଣ୍ଡ୍‌ସ୍ଥିତ ଇଡେନ୍‌ ପାର୍କରେ ନିଉଜିଲାଣ୍ଡ୍‌ ଏବଂ ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଙ୍ଗ୍‌ କରିଥିବା ଭାରତ ୫୦ ଓଭର୍‌ ଖେଳି ୭ ୱିକେଟ୍‌ ବିନିମୟରେ ୩୦୬ ରନ୍‌ ସଂଗ୍ରହ କରିଛି। ଓପେନର୍‌ ଭାବେ ଆସି…

ରାଜଧାନୀରେ ଓଡ଼ିଶା ଉଚ୍ଚନ୍ୟାୟାଳୟ ଓ ଭୁବନେଶ୍ୱରକୁ ଜିଲ୍ଲା ଘୋଷଣା ଦାବିରେ ଓକିଲ ସଂଘର ଆନ୍ଦୋଳନ

ଭୁବନେଶ୍ବର: କଟକରେ ଥିବା ଓଡ଼ିଶା ଉଚ୍ଚନ୍ୟାୟାଳୟକୁ ଭୁବନେଶ୍ୱରକୁ ସ୍ଥାନାନ୍ତର, ନ ହେଲେ ରାଜଧାନୀରେ ହାଇକୋର୍ଟ ବେଞ୍ଚ ଦାବିରେ ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିଛି। ଆଜି ଭୁବନେଶ୍ୱର କୋର୍ଟରେ ତାଲା ପକାଇ ଧାରଣା ଦେଇଛନ୍ତି ଶହ ଶହ ଆଇନଜୀବୀ। ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଏହି ଆନ୍ଦୋଳନ…

ଘରେ ପହଞ୍ଚି ପୁଅକୁ କାନ୍ଧରେ ନେଇ ସୋସିଆଲ୍‌ ମିଡିଆ‌ରେ ଫଟୋ ପୋଷ୍ଟ୍‌ କଲେ ପାଣ୍ଡ୍ୟା

ନୂଆଦିଲ୍ଳୀ: କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଟିମ୍‌ ଇଣ୍ଡିଆ ଟି-୨୦ ସିରିଜ୍‌ରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରିଛି। ଏବେ ଭାରତୀୟ ଟିମ୍‌ ଦିନିକିଆ ମ୍ୟାଚ୍‌ ସିରିଜ୍‌ରେ କିୱି ଟିମ୍‌କୁ ମୁକାବିଲା କରିବ। ଦିନିକିଆ ମ୍ୟାଚ୍‌ ସିରିଜ୍‌ରେ ଟିମ୍‌ର ଅଧିନାୟିକତ୍ବ କରିବେ ଶିଖର…