ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦର ମାସିକ କବିତା ପାଠୋତ୍ସବ

ଭବାନୀପାଟଣା : ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦର ମୁଖ୍ୟ ଉପଦେଷ୍ଟା ଆନ୍ତର୍ଜାତୀୟ ଖ୍ୟାତନାମା କବି ଡ଼.ଭବାନୀ ଶଙ୍କର ନିଆଲଙ୍କ ଜନ୍ମଦିବସ ଉପଲକ୍ଷେ ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ ପକ୍ଷରୁ ମାସିକ ଅନଲାଇନ୍ କବିତା ପାଠୋତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ: ଦିବଙ୍ଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର:  ଆଜିଠାରୁ  ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଗୃହରେ ଦିବଙ୍ଗତ ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ଏହାପରେ ଗୃହକୁ ଅପରାହ୍ଣ ୫ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଆଜି…

ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଳିପାରେ ପେନ ଡ୍ରାଇଭ, ମୋବାଇଲ ଚାର୍ଜର ସହ ସିସିଟିଭି କ୍ୟାମେରା ଭଳି ଚିହ୍ନ

ଅହମ୍ମଦାବାଦ: ଚଳିତ ଥର ଗୁଜୁରାଟ ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଥିବା ପ୍ରାର୍ଥୀମାନଙ୍କୁ ଭିନ୍ନ ଧରଣର ନିର୍ବାଚନୀ ଚିହ୍ନ ବା ପ୍ରତୀକ ବ୍ୟବହାର କରୁଥିବାର ଦେଖିବାକୁ ମିଳିବ | ରାଜ୍ୟ ନିର୍ବାଚନ ଆୟୋଗର ୱେବସାଇଟ୍ ଅନୁଯାୟୀ, ୧୦ଟି ରାଜନୈତିକ ଦଳକୁ ସଂରକ୍ଷିତ…

ବର୍ଷା କାରଣରୁ ଅମିମାଂସିତ ରହିଲା ଭାରତ-ନ୍ୟୁଜିଲାଣ୍ଡ ୩ୟ ଟି-୨୦ : ୧-୦ରେ ସିରିଜ ଜିତିଲା ଭାରତ

ନାପିଏର : ନ୍ୟୁଜିଲାଣ୍ଡର ନାପିଏରଠାରେ ଚାଲିଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୩ୟ ଟି-୨୦ ବର୍ଷା କାରଣରୁ ଅମିମାଂସିତଭାବେ ଶେଷ ହୋଇଛି । ଏହା ଫଳରେ ଭାରତ ସିରିଜକୁ ୧-୦ରେ ଜିତି ନେଇଛି । ମଙ୍ଗଳବାରର ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…

ବିରଜା ମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ; ମା’ଙ୍କର ହେଲା ମହାସାନ, ଦର୍ଶନ ପାଇବାରୁ ଶ୍ରଦ୍ଧାଳୁ ବଞ୍ଚିତ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ଜଣେ ଅଣହିନ୍ଦୁ ପ୍ରବେଶ କରିଛନ୍ତି। ଏହାକୁ ନେଇ ବିରଜାବାହିନୀ ପକ୍ଷରୁ ଯାଜପୁର ଥାନାରେ ଅଭିଯୋଗ ହୋଇଛି। ଅଣହିନ୍ଦୁଙ୍କ ପ୍ରବେଶ ଯୋଗୁଁ ମନ୍ଦିରରେ ଶୋଧନ କାର୍ଯ୍ୟ ହୋଇଛି। ତେଣୁ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ…

ଖବର ପ୍ରସାରଣ ସମୟରେ ଲୁଟର ଶିକାର ହୋଇଥିବା ସାମ୍ବାଦିକାଙ୍କ ଅଭିଯୋଗର ଏଭଳି ପ୍ରତିକ୍ରିୟା ଦେଲା ପୁଲିସ

ନୂଆଦିଲ୍ଲୀ: ଚଳିତ ଫିଫା ବିଶ୍ବକପର ସିଧାସଳଖ  ଖବର ପ୍ରସାରଣ କରୁଥିବା ସମୟରେ ଜଣେ ସାମ୍ବାଦିକ ଲୁଟର ଶିକାର ହୋଇଥିଲେ। ସେ ଏହି ଲୁଟର ଶିକାର ହେବାପରେ ପୁଲିସରେ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗ ପରେ ପୁଲିସ ତାଙ୍କୁ ଯେଭଳି ଉତ୍ତର ଦେଇଥିଲା, ସେ  ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ‌ଆଉ…

ରୋଜଗାର ମେଳାରେ ୭୧ ହଜାର ଯୁବପିଢ଼ିଙ୍କୁ ନିଯୁକ୍ତି ପତ୍ର ଦେଲେ ମୋଦୀ

ନୂଆଦିଲ୍ଳୀ: ଯୁବପିଢ଼ିଙ୍କୁ ଦେଶର ସବୁଠାରୁ ବଡ଼ ବଳ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦ ଲକ୍ଷ କର୍ମୀଙ୍କ ପାଇଁ ‘ରୋଜଗାର ମେଳା’ ଅଭିଯାନରେ ମଙ୍ଗଳବାର ୭୧ ହଜାର ଯୁବପିଢ଼ିଙ୍କୁ ନିଯୁକ୍ତି ପତ୍ର ପ୍ରଦ‌ାନ କରିଛନ୍ତି। ନିଯୁକ୍ତି ପତ୍ର ବଣ୍ଟନ କରିବା ସହ ‌ମୋଦୀ ଆହୁରି ବି…

ଆସନ୍ତା ମାର୍ଚ୍ଚ ସୁଦ୍ଧା ଖାଲି ପଡ଼ିଥିବା ୨୮୩୪ ପଦ ପୂରଣ କରାଯିବ: ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ

କଟକ: ଏଏସଓ ପରୀକ୍ଷାରେ ଅନିୟମିତତା ଅଭିଯୋଗ ହେବା ପରେ ଅବଶେଷରେ ମୁହଁ ଖୋଲିଛନ୍ତି ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ଡକ୍ଟର ସତ୍ୟଜିତ ମହାନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସେ କହିଛନ୍ତି, ଅତ୍ୟନ୍ତ ସ୍ୱଚ୍ଛତାର ସହ ଏଏସଓ ପରୀକ୍ଷା ହୋଇଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଅନୁଯାୟୀ,…

ସ୍ବାସ୍ଥ୍ୟ ପାଇଁ ଶୋଇବା ଶୈଳୀର ଭୂମିକା

ସୁନ୍ଦର ସ୍ବାସ୍ଥ୍ୟ ପାଇଁ ସୁଖନିଦ୍ରା ନିହାତି ଜରୁରୀ। ତେବେ ଶୋଇବା ମାନେ ନୁହେଁ ଆଖିବୁଜି ନିସ୍ତେଜ ହୋଇ ପଡ଼ିରହିବା। ଶୋଇବାର ଢଙ୍ଗ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ସ୍ବାସ୍ଥ୍ୟବିଜ୍ଞାନୀମାନେ ଜାଣିପାରିଛନ୍ତି। ଆମ ସମସ୍ତଙ୍କର ଶୋଇବା ଶୈଳୀକୁ ମୁଖ୍ୟତଃ…

୧୩ତମ ବିବାହ ବାର୍ଷିକୀ ଅବସରରେ ସ୍ବାମୀଙ୍କ ସହ ରୋମାଣ୍ଟିକ୍‌ ଭିଡିଓ ପୋଷ୍ଟ୍‌ କଲେ ଶିଳ୍ପା ସେଟ୍ଟୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିବାହକୁ ୧୩ ବର୍ଷ ପୂରିଯାଇଛି। ୨୦୦୯ ମସିହା ନଭେମ୍ବର ୨୨ ‌ତାରିଖରେ ସେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହି ସ୍ବତନ୍ତ୍ର ଦିନରେ ନିଜ ସ୍ବାମୀଙ୍କୁ ବିବାହ ବାର୍ଷିକୀ ଉତ୍ସବର ଶୁଭକାମନା‌…