ସ୍ତ୍ରୀଙ୍କୁ କଇଁଚିରେ ଭୁସି ନୃଶଂସ ହତ୍ୟା, ଅଭିଯୁକ୍ତ ସ୍ୱାମୀ ଅଟକ

କୁଆମରା: ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖୁଣ୍ଟା ଥାନା ଅନ୍ତର୍ଗତ ହିଂଜୁଳିଗଡିଆ ଗ୍ରାମର ଗତ ରାତିରେ ବାପ ଘରେ ଥିବା ସ୍ତ୍ରୀଙ୍କୁ ସ୍ବାମୀ କଇଁଚିରେ ଭୁସି ହତ୍ଯା କରିଛନ୍ତି। ମୃତକ ହେଉଛନ୍ତି ସୁହାଗୀ ମୁର୍ମୁ (୨୫)। ସୁହାଗୀଙ୍କ ଶାଶୁ ଘର…

ଆସନ୍ତାକାଲିଠାରୁ ମାଟ୍ରିକ ଏସ୍‌ଏ-୧ ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ହାଇସ୍କୁଲ ସାର୍ଟିଫ‌ିକେଟ୍‌ ପରୀକ୍ଷା(ମାଟ୍ରିକ୍), ମଧ୍ୟମା(ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ (ଓପନ୍ ସ୍କୁଲ)ର ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍ଏ-୧) ପରୀକ୍ଷା ଆସନ୍ତା ୨୩ ତାରିଖ…

ପୁରସ୍କାର ଗ୍ରହଣ ବେଳେ କାନ୍ଦି ପକାଇଲେ ରଣବୀର

ମୁମ୍ବାଇ : ମଞ୍ଚ ଉପରେ ପୁରସ୍କାର ଗ୍ରହଣ କରୁଥିବାବେଳେ ଅତ୍ୟନ୍ତ ଖୁସି ହେଉଥିବାବେଳେ ଜୀବନର ସଂଘର୍ଷମୟ ସମୟର କଥା ମନେ ପକାଇ କାନ୍ଦି ପକାଇଥିଲେ ବଲିଉଡ ଅଭିନେତା ରଣବୀର ସିଂ। ପୁରସ୍କାର ଗ୍ରହଣ କରିବା ଏକ ଚମତ୍କାର ଘଟଣା ବୋଲି କହିଥିଲେ। ଶନିବାର ଦୁବାଇରେ ଆୟୋଜିତ ଫିଲ୍ମଫେୟାର ମିଡିଲ୍…

ଅଧିକ ଲୁଣ ଥିବା ଖାଦ୍ୟର ସେବନ ମାରାତ୍ମକ ରୋଗର କାରଣ

ବର୍ତ୍ତମାନ କର୍ମବ୍ୟସ୍ତତା ହେଉ ଅଥବା ପରିବର୍ତ୍ତନଶୀଳ ଜୀବନଶୈଳୀ କାରଣରୁ ଅଧିକାଂଶ ମାନସିକ ଦୁଶ୍ଚିନ୍ତାରେ ରହିଥାଆନ୍ତି । ନିଜର ଖାଦ୍ୟପେୟ ଓ କାର୍ଯ୍ୟକଳାପ ମସ୍ତିଷ୍କ ଉପରେ ଅନେକ ପ୍ରଭାବ ପକାଇଥାଏ । ତେବେ ବିଶେଷ କରି କାମର ଅଧିକ ପ୍ରଭାବ, ପାରିବାରିକ ସମସ୍ୟା ଓ ଦାୟିତ୍ୱ କାରଣରୁ ସଭିଏଁ…

ଜେଲ୍‌ରେ ‘ଆପ୍‌’ ମନ୍ତ୍ରୀଙ୍କୁ ଘଷାମୋଡ଼ା କରୁଥିବା ବ୍ୟକ୍ତି ନିଜ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଭୋଗୁଛି…

ନୂଆଦିଲ୍ଲୀ: ନିକଟରେ ‘ଆମ୍‌ ଆଦ୍‌ମି ପାର୍ଟି’ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ଦିଲ୍ଲୀର ତିହାର ଜେଲ୍‌ରେ ‘ମସାଜ୍‌’ ବା ଘଷାମୋଡ଼ା ଖାଉଥିବାର ଦୃଶ୍ୟ ଥିବା ଏକ ଭିଡିଓ ସେୟାର୍‌ କରିଥିଲା ‘ବିଜେପି’। ଏବେ ସେହି ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ହସ୍ତଗତ ହେଉଛି। ଆଜି ସକାଳୁ ଖବର ମିଳିଥିଲା ଯେ…

ବ୍ଲୁ ଟିକ୍‌ ସବ୍‌ସ୍କ୍ରିପସନ୍‌ ଯୋଜନା ବଦଳାଇଲେ ଏଲନ ମସ୍କ, ଜାଣନ୍ତୁ କାରଣ

ନୂଅଦିଲ୍ଳୀ: ରି-ଲଞ୍ଚ୍‌ ହେବାକୁ ଥିବା ଟ୍ବିଟର୍‌ର ବ୍ଲୁ ଟିକ୍‌କୁ କମ୍ପାନିର ମାଲିକ ଏଲନ ମସ୍କ ଏବେ ପାଇଁ ସ୍ଥଗିତ ରଖିଛନ୍ତି। ନକଲି ଆକାଉଣ୍ଟ୍‌ ବିରୋଧରେ ପଦକ୍ଷେପ ନେବାରେ ଏହା ବାସ୍ତବରେ ପ୍ରଭାବଶାଳୀ ବୋଲି କମ୍ପାନି ନିଶ୍ଚିତ ହେବା ପରେ ଯାଇ ଏହାକୁ ଜାରି କରାଯିବ। ବ୍ଲୁ ଟିକ୍‌ ପେଡ୍‌…

ବଲିଉଡ୍‌ର ଭରସା ତବୁ

ସୁପରଷ୍ଟାର୍ ତବୁ ଏକାକୀ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପକୁ ରକ୍ଷା କରିଛନ୍ତି। ଏ ବର୍ଷ ଯେଉଁ ମାତ୍ର ଦୁଇଟି ଚଳଚ୍ଚିତ୍ର ବକ୍ସ ଅଫିସରେ ସଫଳତା ହାସଲ କରିପାରିଛନ୍ତି (ଭୁଲ ଭୁଲୈୟା-୨ ଓ ଦୃଶ୍ୟମ୍‌-୨) ସେଥିରେ ତବୁ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ଉତ୍ତର-ପଚାଶ ବୟସରେ ତବୁ ପ୍ରସିଦ୍ଧିର ଶୀର୍ଷ…

ଗୋଠପାଟଣାରେ ଚାଞ୍ଚଲ୍ୟ: ପୂର୍ବ ଶତ୍ରୁତାରୁ ପିଅନଙ୍କୁ ପିଟିପିଟି ହତ୍ୟା

ଭୁବନେଶ୍ବର: ଗୋଠପାଟଣା ପାଇକରାପୁର ସ୍କୁଲ ନିକଟରେ ଜଣେ ପିଅନଙ୍କୁ ପିଟିପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ମୃତକଙ୍କ ନାଁ ବଂଶୀଧର ବେହେରା ବୋଲି ଜଣାଯାଇଛି। ସେ ପାଇକରାପୁର ସ୍କୁଲରେ ପିଅନ୍ ଭାବେ କାମ କରୁଥିଲେ। ତାଙ୍କର ଘର ରେତଙ୍ଗ ପଞ୍ଚାୟତର ବ୍ରହ୍ମକୁଣ୍ଡଳ ଗାଁରେ ବୋଲି…

କୋରେଇ ଷ୍ଟେସନରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ

ଯାଜପୁର: ଦୀର୍ଘ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ କୋରେଇ ଷ୍ଟେସନରେ ଟ୍ରେନ୍ ଚଳାଚଳ ଆଂଶିକ ଭାବେ ସ୍ୱାଭାବିକ ହୋଇଛି। ଗତକାଲି ରାତି ୧୦ଟାରୁ ବିଚ୍ଛିନ୍ନ ହୋଇଥିବା ବିଦ୍ୟୁତ୍ ସରବରାହକୁ ଅସ୍ଥାୟୀ ଭାବେ ମରାମତି କରାଯାଇ ଡାଉନ୍ ଲାଇନ୍ରେ ରେଳ ଚଳାଚଳ କରିଛି। ଆଜି ଅନ୍ୟ ଲାଇନରେ ଟ୍ରେନ୍ ଚଳାଚଳ…

ରାଜସ୍ଥାନ କଂଗ୍ରେସ ରାଜନୀତି: ପାଇଲଟଙ୍କୁ ତୁରନ୍ତ ଦାୟିତ୍ବ ଦେବାପାଇଁ ଗେହଲଟ ମନ୍ତ୍ରୀଙ୍କ ଦାବି

ଜୟପୁର : ଗୁଜରାଟ ବିଧାନସଭା ନିର୍ବାଚନ ମଧ୍ୟରେ ରାଜସ୍ଥାନ ରାଜନୀତିରେ ନୂଆ ଟ୍ବିଷ୍ଟ୍‌ ଆସିଛି। ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଟିମ୍ ସଦସ୍ୟଙ୍କର ଆଉ ଧୈର୍ଯ୍ୟ ନାହିଁ। ରାଜସ୍ଥାନ ସରକାରରେ ତଥା‌ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କର ଜଣେ ମନ୍ତ୍ରୀ…