ଜୀବିକା ପାଇଁ ବନିଛନ୍ତି ‘ସାଇକଲ ଚା ବାଲା’, କ୍ୟାବିନରେ କଟୁଛି ଜୀବନ

ଯାଜପୁରସଦର: ସାଇକଲ ଯାତ୍ରା ଦେଇଛି ସାଇକଲ ଚା’ ବାଲାର ପରିଚୟ। ଦୁଇବର୍ଷ  ତଳେ କରୋନା ମହାମାରୀରୁ ଜୀବନ ବଞ୍ଚାଇବା ପାଇଁ ସୁଦୂର ମହାରାଷ୍ଟ୍ରରୁ ୧୭୦୦ କିମି ସାଇକେଲ ଯାତ୍ରାକରି ଘରକୁ ଫେରିଥିଲେ। ସମୟ ବିତିଯାଇଛି, ପରିସ୍ଥିତି ବଦଳିଛି। ଯେଉଁ ସାଇକେଲ ବଏ ସେତେବେଳେ ବିଭିନ୍ନ ଗଣମାଧ୍ୟମର…

ଭଲ ଚଳଚ୍ଚିତ୍ର ପାଇଁ ଦର୍ଶକ ଖୋଜା ପଡ଼ନ୍ତିନି: ଦୀପନ୍ବିତ

ବାଲେଶ୍ବର: ଓଡ଼ିଆ ସିନେ ଜଗତରେ ମାଇଲ୍‌ଖୁଣ୍ଟ ସାଜୁଥିବା ସତ୍ୟ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ଦମନ’ରେ ମୁଖ୍ୟ ଅଭିନେତା ବାବୁସାନଙ୍କ ସହ ଦୀପନ୍ବିତ ଦାଶମହାପାତ୍ର (୨୭) ଦମ୍‌ଦାର ଅଭିନୟ କରିଛନ୍ତି। ଦୀପନ୍ବିତଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌…

କିଏ ଲୁଚାଇଥିଲା ଅର୍ଚ୍ଚନା ନାଗଙ୍କ ଏଭେଣ୍ଡର ଗାଡ଼ି? ତଦନ୍ତ କରୁଛି ଇଡି

ଭୁବନେଶ୍ବର: ଅର୍ଚ୍ଚନା ନାଗଙ୍କ ଏଭେଣ୍ଡର ଗାଡ଼ି ମିଳିବା ପରେ କିଏ ଏହାକୁ ଲୁଚାଇଥିଲା ତାର ତଦନ୍ତ କରୁଛି ଇଡି।ଏଥିଲାଗି ମଞ୍ଚେଶ୍ୱରର ସେହି ଅଞ୍ଚଳରେ ଗତ ଏକମାସ ଭିତରେ ସିସିଟିଭି ଫୁଟେଜକୁ ଯାଞ୍ଚ କରିବାକୁ ଇଡି ଯୋଜନା କରିଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଶନିବାର ରାତିରେ ମଞ୍ଚେଶ୍ବର…

୨ୟ ଟି-୨୦: ନ୍ୟୁଜିଲାଣ୍ଡକୁ ୬୫ ରନ୍‌ରେ ପରାସ୍ତ କଲା ଭାରତ, ଦୀପକ ହୁଡ଼ାଙ୍କୁ ମିଳିଲା ୪ ୱିକେଟ୍‌

ମାଉଣ୍ଟ୍‌ ମୌଙ୍ଗନୁଇ: ନ୍ୟୁଜିଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ଦ୍ବିତୀୟ ଟି-୨୦ ମ୍ୟାଚରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଛି। ଭାରତ ଏହି ମ୍ୟାଚ୍‌କୁ ୬୫ ରନ୍‌ରେ ଜିତିଛି। ନ୍ୟୁଜିଲାଣ୍ଡକୁ ଭାରତ ୧୮.୫ ଓଭରରେ ଅଲ୍‌ଆଉଟ୍‌ କରିଛି। ନିଜ ମାଟିରେ ନ୍ୟୁଜିଲାଣ୍ଡ…

୧୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ ସରକାରୀ ବ୍ୟାଙ୍କ ମୁଖ୍ୟ

ମୁମ୍ବାଇ: ସରକାରୀ ବ୍ୟାଙ୍କ ମୁଖ୍ୟମାନେ ଏଣିକି ୧୦ ବର୍ଷ ପର୍ଯ୍ୟନ୍ତ ପଦବିରେ ରହିପାରିବେ। ୫ ବର୍ଷ ପର୍ଯ୍ୟନ୍ତ ସର୍ବାଧିକ କାର୍ଯ୍ୟ କରିବା ନେଇ ରହିଥିବା ନିୟମରେ ପରିବର୍ତ୍ତନ ଅଣାଯାଇଛି। ପରିଚାଳନା ନିର୍ଦ୍ଦେଶକ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନଙ୍କ ପାଇଁ ଏହି ନିୟମ ପ୍ରଯୁଜ୍ୟ ହେବ।…

ଆରପାରିରେ ବଙ୍ଗୀୟ ଅଭିନେତ୍ରୀ ଆଣ୍ଡ୍ରିଲା, ମାତ୍ର ୨୪ ବର୍ଷ ବୟସରେ ଚାଲିଗଲା ଜୀବନ

କୋଲକାତା: ମାତ୍ର ୨୪ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି ଜଣାଶୁଣା ବଙ୍ଗୀୟ ଅଭିନେତ୍ରୀ ଆଣ୍ଡ୍ରିଲା ଶର୍ମା | ବ୍ରେନ ଷ୍ଟ୍ରୋକ ଏବଂ ହୃଦ୍‌ଘାତ ଯୋଗୁଁ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଯାଇଛି | ଗତ କିଛି ଦିନ ହେବ ଆଣ୍ଡ୍ରିଲା ଶର୍ମା କୋମାରେ ଥିଲେ। ତାଙ୍କର ସମସ୍ତ…

କାତାର ହେବ ତୃତୀୟ ଖରାପ ବିଶ୍ବକପ୍‌

ଦୋହା: ରବିବାରଠୁ କାତାରରେ ଫିଫା ବିଶ୍ବକପ୍‌ ଆରମ୍ଭ ହେବାକୁ ଯାଉଥିଲା ‌ବେ‌ଳେ ଏହାର ଆୟୋଜକ ଦେଶ ଏବଂ ବିଶ୍ବ ଫୁଟ୍‌ବଲ୍‌ ପରିଚାଳନା ସଂସ୍ଥା (ଫିଫା) ବିବାଦରେ ଛନ୍ଦି ହୋଇ ରହିଛି। ୨୦୧୩ରେ ଯେତେବେଳେ ଦୋହାକୁ ବିଶ୍ବକପ୍‌ ଆୟୋଜକ ଅଧିକାର ମିଳିଲା ସେତେବେ‌ଳେ କାତାରରେ ମାନବ ଅଧିକାର…

ଅଜା ହେଲେ ମୁକେଶ ଅମ୍ବାନୀ, ଯାଆଁଳା ସନ୍ତାନଙ୍କ ମା ହେଲେ ଝିଅ ଇଶା ଅମ୍ବାନୀ

ମୁମ୍ବାଇ: ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଘରେ ଆଜି ଖୁସିର ଲହରୀ ଖେଳିଯାଇଛି | ବାସ୍ତବରେ ମୁକେଶଙ୍କ ଝିଅ ଇଶା ଅମ୍ବାନୀ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଅମ୍ବାନୀ ପରିବାର ଏବଂ ପିରାମଲ ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଇଶା…

୧୩ ଡିଗ୍ରି ତଳେ ରାଜ୍ୟର ୧୩ଟି ସହରର ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ଆଜି ରାଜ୍ୟର ୧୩ଟି ସହରର ତାପମାତ୍ରା ୧୩ ଡିଗ୍ରି ତଳେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ଓ କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ଠାରେ ରେକର୍ଡ…

ବୈଷୟିକ ତ୍ରୁଟି ଯୋଗୁଁ ଉଡ଼ାଣ ପରେ ଜରୁରୀ ଅବତରଣ କଲା ଏୟାର୍‌ ଇଣ୍ଡିଆର ମୁମ୍ବାଇ-କାଲିକଟ୍‌ ବିମାନ

ମୁମ୍ବାଇ: ବୈଷୟିକ ତ୍ରୁଟି ଯୋଗୁଁ ଆଜି ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ପୋର୍ଟରେ କାଲିକଟ୍‌ ଅଭିମୁଖେ ବାହାରି ଥିବା ଏୟାର୍‌ ଇଣ୍ଡିଆର ଏକ ବିମାନ ଜରୁରୀ ଅବରତଣ କରିଛି। ଏ ସଂକ୍ରାନ୍ତରେ ଦେଇଥିବା ବିବୃତିରେ ଏୟାର୍‌ ଇଣ୍ଡିଆର ଜଣେ ମୁଖପାତ୍ର…