ଆଗକୁ ଆର୍ଥିକ ମାନ୍ଦା ଅବସ୍ଥା ଆସୁଛି; ଟିଭି, ଫ୍ରିଜ୍‌ ନ କିଣି ଟଙ୍କା ରଖନ୍ତୁ: ଜେଫ୍ ବେଜୋସ୍‌

ନୂଆଦିଲ୍ଲୀ: ଆଗକୁ ଭୀଷଣ ଆର୍ଥିକ ମାନ୍ଦା ଅବସ୍ଥା ଆସିବାର ସମ୍ଭାବନା ଥିବାରୁ ଉତ୍ସବକାଳୀନ ଅବକାଶରେ (ଥ୍ୟାଙ୍କ୍‌ସ୍‌ଗିଭିଙ୍ଗ୍‌ରୁ ନବବର୍ଷ ପର୍ଯ୍ୟନ୍ତ) ବିପୁଳ ପରିମାଣର ସାମଗ୍ରୀ ଖରିଦ ନ କରିବାକୁ ‘ଆମାଜନ୍’ର ସଂସ୍ଥାପକ ତଥା ଖ୍ୟାତନାମା ଜେଫ୍‌ ବେଜୋସ୍‌ ଗ୍ରାହକ ଓ ବ୍ୟବସାୟ…

ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣା: ସିଂହଦ୍ୱାର ଥାନାରେ ଏତଲା

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଥିବାର ଖବର ମିଳିଛି। ଏଣେ ଗତକାଲି ଏକାଦଶୀ ମହାସଂଘ ପକ୍ଷରୁ ୟୁଟ୍ୟୁବର ଯୁବକଙ୍କ ବିରୋଧରେ ଏତଲା ଦିଆଯାଇଥିଲା। ଏହାକୁ ନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ…

ଶ୍ରଦ୍ଧାଙ୍କ ପ୍ରତି ଭଲପାଇବା ନଥିଲା, ହତ୍ୟା କରିବା ପରେ ତାକୁ ହତ୍ୟା କରିଥିଲି: ଅଫତାବ

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାରେ ପ୍ରତିଦିନ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସଛି। ପ୍ରତିଦିନ ଭିନ୍ନ ଭିନ୍ନ ତଥ୍ୟ ପୁଲିସକୁ ଦେଉଛି ଶ୍ରଦ୍ଧାଙ୍କ ପ୍ରେମିକ ଅଫତାବ ପୁନାୱାଲା। ହେଲେ ଏବେ ଯାଏ ଶ୍ରଦ୍ଧାଙ୍କ ଶରୀରର ସବୁ ଖଣ୍ଡ ପୁଲିସକୁ ମିଳିନଥିବା ବେଳେ ଅଫତାବ କେତେ ସତ ଏବଂ କେତେ…

‘ଫିଫା ବିଶ୍ବକପ୍‌’ ବେଳେ ଧାର୍ମିକ ଭା‌ଷଣ ଦେବାକୁ କତାର୍‌ ଯାଇଛନ୍ତି ଇସ୍‌ଲାମୀୟ ପ୍ରବଚକ ଜାକିର୍‌ ନାଇକ୍‌

କତାର୍‌: ଭାରତରେ ମନି ଲଣ୍ଡରିଂ ଓ ଅସୂୟା ଭାଷଣ ଅଭିଯୋଗରେ ସମ୍ମୁଖୀନ ହୋଇଥିବା ବିବାଦୀୟ ଭାରତୀୟ ଇସ୍‌ଲାମୀୟ ପ୍ରବଚକ ଜାକିର୍‌ ନାଇକ୍‌ ‘୨୦୨୨ ଫିଫା ବିଶ୍ବକପ୍‌’ ଆଗରୁ ମାଲେସିୟାରୁ କତାର୍‌ ଗସ୍ତ କରିଥିବା କେତେକ ଗଣମାଧ୍ୟମ ରିପ‌ୋର୍ଟ କରିଛନ୍ତି। ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଓ…

ପାଣିକୋଇଲି ମାଡିବସିଲା ଏସଟିଏଫ୍: ୧୫୫ ଗୋରୁ ଉଦ୍ଧାର, ୨ ଅଭିଯୁକ୍ତ ଗିରଫ

ଯାଜପୁର: ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ମାଡିବସିଲା ଏସଟିଏଫ୍ ଟିମ୍। ଯାଜପୁର ଜିଲ୍ଲା ପାଣିକୋଇଲି ନିକଟ ସାହପୁର ହାତପଡ଼ିଆରେ ଏଭଳି ଘଟଣା ଘଟିଛି। ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରୁ ୧୫୫ ଗୋରୁଙ୍କୁ ଉଦ୍ଧାର କରାଯିବା ସହ ଗୋଟିଏ ଟ୍ରକ ଓ ୩୪ ହଜାର ୫୦୦…

ମୋଦୀଙ୍କ ୩ ଦିନିଆ ଗସ୍ତ ଆରମ୍ଭ

ନୂଆଦିଲ୍ଲୀ : ଗୁଜରାଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାରଠାରୁ ୩ ଦିନିଆ ଗୁଜରାଟ ଗସ୍ତ ଆରମ୍ଭ କରିଛନ୍ତି। ମୋଦୀ ଶନିବାର ସନ୍ଧ୍ୟାରେ ଗୁଜରାଟରେ ପହଞ୍ଚିବାପରେ ବାପିରେ ରୋଡ୍‌ସୋ କରିଛନ୍ତି।…

ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବରଦାନ ‘ଗୁଜୁରାତି’

ଗୁଜୁରାତିର ବିଭିନ୍ନ ପ୍ରକାର ଖାଦ୍ୟ ଓ ମିଠା ପ୍ରସ୍ତୁତିରେ ବ୍ୟବହାର କରାଯାଏ । ପୂର୍ବରୁ ଲୋକେ ପ୍ରାୟତଃ ଏହାର ଅଧିକ ସେବନ କରୁଥିଲେ । ଏହା ଗରମ ମସଲାର ଏକ ମୁଖ୍ୟ ଅଂଶ । ଏହାର ସ୍ୱାସ୍ଥ୍ୟ ଉପକାରୀ ଅନେକ ଗୁଣ ରହିଥିବା ବେଳେ ଏକ ଅଧ୍ୟୟନ ଅନୁଯାୟୀ, ଗୁଜୁରାତିରେ ଉଚ୍ଚ ରକ୍ତଚାପ କମ୍‍ କରିବାର…

ବାଲିଯାତ୍ରା ଆୟୋଜନକୁ ନେଇ ଅସନ୍ତୁଷ୍ଟ ପ୍ରଭାତ ତ୍ରିପାଠୀଙ୍କର ଭିନ୍ନ ଭିଡିଓ ଭାଇରାଲ୍

କଟକ: ବାଲିଯାତ୍ରା ଆୟୋଜନକୁ ନେଇ ପ୍ରଥମେ ଅସନ୍ତୋଷ ପ୍ରକାଶ କରିବା ପରେ ଏବେ ପ୍ରଭାତ ତ୍ରିପାଠୀଙ୍କର ଅନ୍ୟ ଏକ ଭିଡିଓ ଭାଇରାଲ୍ ହୋଇଛି। ଏଥିରେ ବାଲିଯାତ୍ରାକୁ ନେଇ ଜିଲା ପ୍ରଶାସନକୁ ପ୍ରଶଂସା କରିଥିବା ଦେଖିବାକୁ ମିଳୁଛି। ଏହାଏକ ନୂଆ ମୋଡ଼ ନେଇଛି। ତେବେ ଏହି ଇନଷ୍ଟାଗ୍ରାମ ଭାଇରାଲ…

ଅନ୍ୟ ଚର୍ବି ଜାତୀୟ ଖାଦ୍ୟଠାରୁ ଅଧିକ ସ୍ୱାସ୍ଥ୍ୟକର ଗାଈଘିଅ, ରଖେ ନିରୋଗ ଓ ଦୀର୍ଘାୟୁ

ଆୟୁର୍ବେଦ ମତରେ, ଗୋଘୃତ ନିତ୍ୟ ସେବନ କରିବା ଦ୍ୱାରା ଆମର ଧାରଣଶକ୍ତି, ସ୍ମୃତିଶକ୍ତି, ମେଧା, ଅଗ୍ନି, ବଳ, ଓଜନ ଓ ଆୟୁ ବୃଦ୍ଧି ହୋଇଥାଏ। ଏହା ଆମର ଶୁକ୍ରଧାତୁ, ସ୍ୱର ତଥା ନେତ୍ର ପାଇଁ ହିତକାରୀ। ଏହା ବାତ ଓ ପିତ୍ତର ବିକାର, ଉନ୍ମାଦ, ଅପସ୍ମାର ଓ ଜ୍ୱର ଜନିତ ପ୍ରଦାହକୁ ମଧ୍ୟ ନଷ୍ଟ…

ସଚିବାଳୟରେ ପ୍ରଦର୍ଶିତ ହେବ ବାବୁସାନଙ୍କ ଅଭିନୀତ ‘ଦମନ’

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ବାବୁସାନଙ୍କ ଅଭିନୀତ ଯୁଗାନ୍ତକାରୀ ଚଳଚ୍ଚିତ୍ର ‘ଦମନ’ ସଚିବାଳୟରେ ପ୍ରଦର୍ଶିତ ହେବ। ଆଜି ସନ୍ଧ୍ୟା ୫ଟା ସମୟରେ ଏହି ଛବି ସଚିବାଳୟର କନଭେନସନ ହଲରେ ପ୍ରଦର୍ଶିତ ହେବ। ଏଥିରେ ଯୁଗ୍ମ ସଚିବ ପାହ୍ୟାରୁ ଉଚ୍ଚ ଅଧିକାରୀମାନେ ଅଂଶଗ୍ରହଣ କରିପାରିବେ। ଏନେଇ ରାଜ୍ୟ…