ମୋହନା ସମାଜ କୋଠଘର ଠାରେ ନୂତନ କର୍ମକର୍ତ୍ତା ଚୟନ ଓ ସପଥପାଠ ।

ମୋହନା,୨୧.୭(ମନୋଜ ପାଢ଼ୀ)-:ମୋହନା, ଅଡବା ଗ୍ରାମ୍ୟପରିଷଦର ରବିବାର ରାତ୍ର9:00 ସମୟରେ ମୋହନାକୋଠଘରଠାରେ ଏକ ବୈଠକଟି ହୋଇଥିଲା ଏଥିରେ କ୍ରନ୍ଦର ସଭାପତି ଶ୍ରୀଯୁକ୍ତ ଦଣ୍ଡାସି ସାହୁ, ଲକ୍ଷ୍ମୀଣ ସାହୁ, ତଳପୁର ସଦ୍ଭାପତି ଶ୍ରୀକଙ୍ଗ୍ରେସ ସାହୁ, ଆଞ୍ଚଳିକର ସଭାପତି ଉପଷ୍ଠିତ ହୋଇଥିଲେ।
ମୁ କ୍ଷ୍ଯଆଲୋଛନା ହେଲା ଆଜିର ନୂତନ କର୍ମ କର୍ତ୍ତା ଚୟନ ।
ଉପଦେଷ୍ଠା, ଶ୍ରୀ ରମେଶ ଚନ୍ଦ୍ର ସାହୁ
ସଭାପତି, ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ
ଉପସଭାପତି, ଶ୍ରୀ ବିନୋଦ ସାହୁ
ସଂମ୍ପାଦକ, ଶ୍ରୀ ସିମାଞ୍ଚଳ ସାହୁ
ସହ ସଂମ୍ପାଦକ, ଶ୍ରୀ ପ୍ରଫୁଲ୍ଲ ସାହୁ କୋଷାଧ୍ୟକ୍ଷ୍ୟ,ଶ୍ରୀସୁଶାନ୍ତ ସାହୁ, ବେହେରା,ଶ୍ରୀ ଟୁନାସାହୁ
ସାହି ମେମ୍ପର ରହିଲେ ସୁଧାକର ସାହୁ, ଦୁର୍ଯ୍ୟ ଧନ ସାହୁ, ସନ୍ତୋଷ ସାହୁ,ହରୀ ସାହୁ
ମୋହନାର, ମହିଳା ସେମ୍ବର ରହିଲେ ଉର୍ମିଲା ସାହୁ,ଶୁକାନ୍ତି ସାହୁ ।
ଅଡବା ସାହିର ମେମ୍ବର
ଉମାଚରଣ ସାହୁ, ସନ୍ତ ସାହୁ
ପୂର୍ବତନ ସଭାପତି ଶ୍ରୀକୋରା ସାହୁମୋହନାର କର୍ମକର୍ତ୍ତାମାନଙ୍କୁ ସ୍କମାନିତ କରିଥିଲେ ସେ ସରେ ସଭାପତିଙ୍କୁ ଧନ୍ୟବାଦ ଦେଇ ସଭା ସଙ୍ଗ କରାଗଲା ।

Comments are closed.