Browsing Category

ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଜିଲ୍ଲାରେ ଅଗଷ୍ଟ୨୯ରେ ଜାତୀୟ ଖେଳ ଦିବସ ପାଇଁ ରାଜ୍ୟସ୍ତରିୟ ମିନିମାରାଥନ ଗଣଦୌଡ ।

ସୁବର୍ଣ୍ଣପୁର: ଆସନ୍ତା ଅଗଷ୍ଟ ୨୯ତାରିଖ ଜାତୀୟ ଖେଳ ଦିବସ ଅବସରରେ ସୁବର୍ଣ୍ଣପୁରରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ମିନି ମାରାଥନ ।ଏଥିରେ ବିଭିନ୍ନ ଜିଲ୍ଲାରୁ ଖଳାଳୀମାନେ ସାମିଲ ହେବାକୁ ଥିବାବେଳେ ଉଭୟ ମହିଳା ଓ ପୁରୁଷଙ୍କ ମଧ୍ୟରେ ଏହି ମାରାଥନ ଦୌଡ ଅନୁଷ୍ଠିତ ହେବ । ଜିଲ୍ଲା କ୍ରୀଡା ସଂଘ…

ସୁବର୍ଣ୍ଣପୁର ଜିଲ୍ଲାରେ ଅହିଂସା ରଥକୁ ସ୍ବାଗତ ।

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଟାଉନ ହଲ ଠାରେ ଅହିଂସା ରଥକୁ ସ୍ବାଗତ କରାଯାଇଛି । ଆଜାଦୀ କୀ ଅମୃତ ମହୋତ୍ସବ ଅବସରରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ଜନମାନସରେ ଉଜ୍ଜିବିତ କରିବା ସଙ୍ଗେ ସଙ୍ଗେ ଯୁବପିଢୀ ମାନଙ୍କ ମଧ୍ୟରେ ଦେଶପ୍ରିତୀ ଜାଗରଣ କରିବା ନିମନ୍ତେ…

ବନ୍ୟାରେ କ୍ଷତିଗ୍ରସ୍ତ ମତ୍ସ୍ୟଜିବୀ ଙ୍କ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ ।

 ସୁବର୍ଣ୍ଣପୁର :(ବିବି ନିୟୁଜ ବ୍ୟୁରୋ) ସୁବର୍ଣ୍ଣପୁର ଜିଲ୍ଲା ମହାନଦୀ କୂଳିଆ ବିଭିନ୍ନ ଗାଁର ମତ୍ସ୍ୟଜିବୀମାନେ ଚଳିତ ବନ୍ୟା କ୍ଷୟ କ୍ଷତି ଭରଣା ପାଇଁ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥର ମହାନଦୀରେ ବନ୍ୟାପାଣି ସାତ ଆଠ ଦିନ…

ପାୱାର ଲିଫଟିଙ୍ଗ କରି କ୍ରୀଡା ର ଶୁଭାରମ୍ଭ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର : (ବିବି ନିୟୁଜ ବ୍ୟୁରୋ) ଜାତୀୟ କ୍ରୀଡା ଦିବସ ପରିପ୍ରେକ୍ଷୀରେ ଜିଲ୍ଳା ପ୍ରଶାସନ ତରଫରୁ ଅଗଷ୍ଟ ତା ୨୫ ରୁ ତା ୩0 ପର୍ଯ୍ୟନ୍ତ ଜିଲ୍ଲାରେ ସପ୍ତାହ ବ୍ୟାପି ବହୁମୁଖୀ କ୍ରୀଡା ଆୟୋଜନ ସହ କ୍ରୀଡା ସପ୍ତାହ ପାଳନ କରାଯାଉଛି l ଆଜି ଅପରାହ୍ନରେ କ୍ରୀଡା ସପ୍ତାହ ର ଶୁଭାରମ୍ଭ ପାୱାର…

କ୍ରିଡା ପ୍ରତିଯୋଗିତାରେ ଛାତ୍ରଙ୍କ ଗୋଡ ଭାଙ୍ଗିଲା ।

ସୁବର୍ଣ୍ଣପୁର: (ବିବି ନିୟୁଜ ବ୍ୟୁରୋ) ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସ୍ତରୀୟ କ୍ରୀଡାରେ ଅଘଟଣ । ଲମ୍ବ ଡିଆଁ ବେଳେ ଭାଙ୍ଗିଲା ଛାତ୍ରଙ୍କ ଗୋଡ । ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତର । ଆହତ ଛାତ୍ର ଚାରଭଟା ଆଶ୍ରମ ବିଦ୍ୟାଳୟର +୨ ଛାତ୍ର ହରିଶ ଧରୁଆ । ଆଜି ତରଭା ବ୍ଲକ…

ସମ୍ପର୍କ ସେତୁ କାର୍ଯ୍ୟକ୍ରମ ରେ ନାଚିଲେ ଜିଲ୍ଲାପାଳ ।

ସୁବର୍ଣ୍ଣପୁର : ଆଦିବାସୀ ମହିଳାଙ୍କ ସହିତ ଆଦିବାସୀ ଗୀତରେ ତାଳେତାଳେ ନାଚିଲେ ସୁବର୍ଣ୍ଣପୁର ଜିଲ୍ଲାବପାଳ ଆବୋଲି ସୁନିଲ ନରୱଣେ । ସୁବର୍ଣ୍ଣପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ଉଲୁଣ୍ଡା ବ୍ଲକ ଯଉଁରାଭଉଁରା ପଞ୍ଚାୟତର ରାଧାନଗର ଗାଁକୁ ସମ୍ପର୍କର ସେତୁ କାର୍ଯ୍ଯକ୍ରମରେ ଯୋଗଦେବାପାଇଁ ଯାଇଥିବା…

ଯଉଁରାଭଉଁରା ପଞ୍ଚାୟତ ରାଧାନଗର ଗ୍ରାମରେ ଜିଲ୍ଲାପ୍ରଶାସନର ପ୍ରଥମ ସମ୍ପର୍କ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର : (ବିବି ନିୟୁଜ ବ୍ୟୁରୋ) ସୁବର୍ଣ୍ଣପୁର ଜିଲ୍ଳାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତା ରେ ଆଜି ଯଉଁରାଭଉଁରା ପଞ୍ଚାୟତର ରାଧାନଗର ଗ୍ରାମର ଧବଳେଶ୍ଵର ଶିବ ମନ୍ଦିର ନିକଟରେ ଜିଲ୍ଲାପ୍ରଶାସନର ପ୍ରଥମ ସମର୍କ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…

ସୁବର୍ଣ୍ଣପୁର ଜିଲ୍ଲା ଦଳ ଭୁବନେଶ୍ଵର ଗସ୍ତ ସନ୍ତରଣ ଚମ୍ପିୟନସିପରେ ଭାଗନେବା ପାଇଁ ।

ସୁବର୍ଣ୍ଣପୁର : ୬୨ତମ ରାଜ୍ୟସ୍ତରୀୟ ବରିଷ୍ଠ ସନ୍ତରଣ ଚମ୍ପିୟନସିପରେ ସୁବର୍ଣ୍ଣପୁର ଜିଲ୍ଲା ଭାଗନେବାକୁ ଯାଉଛି। ଆଗାମୀ ୨୩ ଓ ୨୪ ଅଗଷ୍ଟରେ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଅନୁଷ୍ଠିତ ହେବାକୁ ଥିବା ଏହି ସନ୍ତରଣ ଚମ୍ପିୟନସିପରେ ଭାଗନେବା ପାଇଁ ଆଜି…

ସୋନପୁର କଲେଜ ବ୍ୟାଙ୍କ ଆକାଉଣ୍ଟ ରୁ ୭୦ ଲକ୍ଷ ଟଙ୍କା ଗାଏବ ଘଟଣାରେ ପଶ୍ଚିମବଙ୍ଗରୁ ।୪ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର କଲେଜରୁ ୭୦ ଲକ୍ଷ ଗାୟବ ଘଟଣା । ୪ ଜଣଙ୍କୁ ଗିରଫ କଲା ସୁବର୍ଣ୍ଣପୁର ପୋଲିସ । ପଶ୍ଚିମବଙ୍ଗର କୋଚ ବିହାରରୁ ୪ ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୧୮ ଲକ୍ଷ ୯୮ ହଜାର ୫୦୭ ଟଙ୍କା ଥିବା ଆକାଉଣ୍ଟକୁ ଫ୍ରିଜ କରାଯାଇଥିବା ସୁଚନା । ଏନେଇ ସାମ୍ବାଦିକ…

ପାରଂପାରିକ ଟେରାକୋଟା ହନୁମାନ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ନିଆରା ପର୍ବ ଲଙ୍କାପୋଡି ଆସନ୍ତା ୨୬.୮.୨୦୨୨ ତାରିଖ ଦିନ ପବିତ୍ର ଭାଦ୍ରବ ଅମାବସ୍ୟା ଦିନ ମହାସମାରୋହରେ ପାଳନ କରାଯିବ । ଏଥି ପୂର୍ବରୁ ଏହି ହଜି ଯାଉଥିବା ନିଆରା ପର୍ବକୁ ଉଦ୍ଜିବିତ କରିବାପାଇଁ ଆଜି ସ୍ଥାନୀୟ ଟାଉନ ହଲଠାରେ ସ୍କୁଲ ଛାତ୍ର ଛାତ୍ରୀ…