Browsing Category

ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ସଚେତନ ନାଗରିକମଞ୍ଚ ପକ୍ଷରୁ ମହାମହିମ ରାଜ୍ୟପାଳଙ୍କୁ ସାକ୍ଷାତ ା

 ସୁବର୍ଣ୍ଣପୁର-ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଆଜି ସୁବର୍ଣ୍ଣପୁର ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ା ଏହି ଅବସର ରେ ସୋନପୁର ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା ବୃନ୍ଦ ସର୍କିଟହାଉସ୍ ରେ ମହାମହିମ…

ନାଟ୍ ର ଦ୍ୱିବାର୍ଷିକ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚ଼ନ ଅନୁଷ୍ଠିତ – ପ୍ରଦ୍ୟୁମ୍ନ କାର୍ଯ୍ୟକାରୀ…

ସୁବର୍ଣ୍ଣପୁର- ନାଟକ, ସାହିତ୍ୟ ଓ ସମାଜସେବା ପାଇଁ ସମର୍ପିତ ସୁବର୍ଣ୍ଣପୁରର ଅନୁଷ୍ଠାନ ନୋଡ଼ାଲ ଏସୋସିଏସନ ଫର୍ ଏମେଚ୍ୟେର ଥିଏଟର (ନାଟ)ର ଦ୍ୱିବାର୍ଷିକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ସରକାରୀ ନର୍ସରୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନାଟର ବିଗତ ଦିନଗୁଡ଼ିକରେ ଅନୁଷ୍ଠିତ…

କୋଶଳ ସାହିତ୍ୟ ଏକାଡେମୀ ତରଫରୁ ତରଭାର ବାଟେଘାଟେ କାର୍ଯ୍ୟକ୍ରମ ଅନୁଷ୍ଠିତ

ତରଭା,ତା ୨୭/୦୧ : ସ୍ଥାନୀୟ ସାରସ୍ବତ ଅନୁଷ୍ଠାନ କୋଶଳ ସାହିତ୍ୟ ଏକାଡେମୀ ତରଫରୁ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ତରଭାର ବାଟେଘାଟେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। କୋସଲୀ ଭାଷାର ଭବିଷ୍ୟତ ଶୀର୍ଷକ ଆଲୋଚନାଚକ୍ର ପ୍ରାରମ୍ଭରେ ଶିଶୁପାଳ…

ସୁବର୍ଣ୍ଣପୁର ଜିଲ୍ଲା ରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ା

ସୁବର୍ଣ୍ଣପୁର-ସୁବର୍ଣ୍ଣପରୁ ଜିଲ୍ଲା ରାମେଶ୍ବର ଷ୍ଟାଡିୟମ ଠାରେ ୭୫ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି।ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍‌ରେ…

ସୁବର୍ଣ୍ଣପୁର ଜିଲ୍ଲା ସାଲେଇପଦର ଗାଁରେ ଯୁବକ କୁ ହତ୍ୟା ା

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ସାଲେଇପଦର୍ ଗାଁ ରେ ଯୁବକଙ୍କୁ ହତ୍ୟା । କାରଣ ଅସ୍ପଷ୍ଟ । ମୃତ ଯୁବକ ଜଣକ ହେଲେ ସୁବଳୟା ଧିବରପଡାର ଡମ୍ବରୁଧର ଅଧିକାରୀ। ଘଟଣା ସ୍ଥଳରେ ସୁବଳୟା ପୋଲିସ ର ତନାଘନା । ଅଭିଯୋଗ ଅନୁସାରେ ଗତ କାଲି ସଂଧ୍ୟାରେ ଡମ୍ବରୁ ଘରୁ ବାହାରି ଆଉ ଫେରି…

ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରେ ୭୫ତମ ସାଧାରଣତନ୍ତ୍ର ଦିବସରେ ତ୍ରିରଙ୍ଗା ଯାତ୍ରା ା

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ତରଭାରେ ଅନୁଷ୍ଠିତ ହୋଇଯାଇଛି ତ୍ରିରଙ୍ଗା ଯାତ୍ରା । ଜିଲ୍ଲାର ତରଭା ବିଜ୍ଞାପିତ ଅଂଚଳ ପରିଷଦ ଅଂଚଳରେ ୨୦୦ ମିଟରର ଏକ ତ୍ରିରଙ୍ଗା ପତାକା ନିର୍ମାଣ ସହ ଏକ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶହନସିଳତା, ଏକତା ଓ ଅଖଣ୍ଡତା ର ଏହି ତ୍ରରଙ୍ଗା…

ଆମର ସଂସ୍କୃତି ଆମର ଟେକ “ରୁମକୁଝୁମାନା”ର ବାର୍ଷିକୋତ୍ସବ ା

ସୁବର୍ଣ୍ଣପୁର- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ରୁମକୁଝୁମାନା ର ମିଳିତ ସହଯୋଗ ରେ ସୁବର୍ଣ୍ଣପୁର ଜିଲ୍ଲା ସେଲେଡି କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ତଥା ଜିଲ୍ଲାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ଶାଶ୍ୱତ ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଆମର ସଂସ୍କୃତି ଆମର ଟେକ ର ବାର୍ଷିକୋତ୍ସବ ପାଳନ…

ସୁବର୍ଣ୍ଣପୁର ଜିଲ୍ଲାରେ ଝିପ ଝିପି ବର୍ଷା ସହିତ କୋହଲା ପାଗ ା

ସୁବର୍ଣ୍ଣପୁର - ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ ପାଣି ପାଗରେ ପରିବର୍ତ୍ତନ ଦେଖିବାକୁ ମିଳୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଗତ ତିନିଦିନ ରୁ ଅଧିକ ହେବ ଆକାଶ ମେଘୁଆ ସହ କୁହୁଡିଆ ପାଗ ରହିଥିଲା । ଗତ କାଲି ରାତ୍ରି ସମୟରରୁ ଝିପି ଝିପି ବର୍ଷା ସାଙ୍ଗକୁ ପାଗ କୋହଳା ରହିଛି…

ବଡ ଧୁମ ଧାମ ରେ ଉଦଘାଟିତ ହୋଇଯାଇଛି ୩୫ ତମ ଲାଲମନି କ୍ରିକେଟ ଫେଷ୍ଟ ା

ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲା ଗାନ୍ଧୀ ପଡିଆ ଠାରେ ୩୫ ତମ ଲାଲମନି କ୍ରୀକେଟ ଟୁର୍ଣ୍ଣାମେଣ୍ଟବଡ ଧୁମଧାମରେ ଉଦଘାଟିତ ହୋଇଯାଇଛି । ଉଦଘାଟନି ସମାରୋହରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ,ସୋନପରୁ ପୈାରାଧକ୍ଷା ତାମସି ତାମସ୍ମୀତା ନାୟକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ…

ରାଜ୍ୟସ୍ତରୀୟ ପୁରନ୍ଦର ନାଟ ମହୋତ୍ସବ ର ଦ୍ଵିତୀୟ ଦିନ ରେ ମଞ୍ଚସ୍ଥହେଲା ତିନୋଟି ନାଟକ

ସୁବର୍ଣ୍ଣପୁର- ସୁବର୍ଣ୍ଣପୁରର ରୟାଲ ପଡିଆ ମୁକ୍ତମଞ୍ଚରେ ବିଶିଷ୍ଟ ବାଦ୍ୟକାର ତଥା କଳାକାର ପୁରନ୍ଦର ବାରିକଙ୍କ ସ୍ମୃତିରେ ପ୍ରଥମ ପୁରନ୍ଦର ନାଟ ମହୋତ୍ସବ ର ଆଜି ଦ୍ଵିତୀୟ ଦିନ ରେ ମଞ୍ଚସ୍ଥ ହୋଇଛି ୩ଟି ନାଟକ। ମଞ୍ଚସ୍ଥ ନାଟକ ର ସମସ୍ତ ଦୃଶ୍ୟ ରେ ଦର୍ଶକଙ୍କ ବିଭୋର ପଣ ଦେଖି ବାକୁ ମିଳିଛି।…