Browsing Category

ଜିଲ୍ଲା

ସର୍ବଭାରତୀୟ କବାଡି ପ୍ରତିଯୋଗିତାର ଓଡିଶା ଟିମରେ ବୁଗୁଡା ବ୍ଳକର ଭଞ୍ଜ କିଶୋର ଗୌଡ଼

ଗଞ୍ଜାମ ବୁଗୁଡା, ୦୭/୦୨/୨୬ : (ଡ.କୁମୁଦ ଚନ୍ଦ୍ର ବେହେରା )ଚଣ୍ଡୀଗଡରେ ଅନୁଷ୍ଠିତ ପୁରୁଷ ବିଭାଗ ସର୍ବଭାରତୀୟ କବାଡି ପ୍ରତିଯୋଗିତାରେ ବୁଗୁଡା ବ୍ଳକର ତାଳସାକର ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଭଞ୍ଜ କିଶୋର ଗୌଡ଼ ଓଡ଼ିଶାର ୧୦ ଜଣିଆ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇ ଚଣ୍ଡୀଗଡ ଯାତ୍ରା…

ପିଏମଶ୍ରୀ ବୁଦ୍ଧଗିରି ବିଦ୍ୟାପୀଠର ବାର୍ଷିକ ଉତ୍ସବ

ଗଞ୍ଜାମ ବୁଗୁଡ଼ା : ( ଡ. କୁମୁଦ ଚନ୍ଦ୍ର ବେହେରା)ତା ୦୬/୦୨/୨୬ : ସ୍ଥାନୀୟ ପିଏମଶ୍ରୀ ବୁଦ୍ଧଗିରି ବିଦ୍ୟାପୀଠର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ମୀନ କେତନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ…

ଫେବୃୟାରୀ ୭, ୮ ଓ ୯ ତାରିଖ ବୁଦ୍ଧଖୋଲ ମହୋତ୍ସବ

ବୁଗୁଡା, : (ଡ. କୁମୁଦ ଚନ୍ଦ୍ର ବେହେରା) ଗଞ୍ଜାମ ଜିଲ୍ଲାର ବୁଗୁଡା ନିକଟସ୍ଥ ପ୍ରସିଦ୍ଧ ପଞ୍ଚ ଶୈବପୀଠ ତଥା ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲ ପାଦଦେଶର ମହୋତ୍ସବ ପଡ଼ିଆରେ ୨୦୨୬ ବୁଦ୍ଧଖୋଲ ମହୋତ୍ସବ, ଫେବୃୟାରୀ ୭, ୮ ଓ ୯ ତାରିଖ ତିନିଦିନ ପାଇଁ ଅନୁଷ୍ଠିତ ହେବାକୁଯାଉଅଛି। ପୋଲସରା ବିଧାୟକ ତଥା…

ପାଙ୍ଗିଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭୦ତମ ବାର୍ଷିକ ଉତ୍ସବ

ବୁଗୁଡ଼ା, : ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ପାଙ୍ଗିଡି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୦ତମ ବାର୍ଷିକ ଉତ୍ସବ ଫେବୃୟାରୀ ୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ…

ଶ୍ରୀ ଅରବିନ୍ଦଙ୍କ  ଆଦର୍ଶରେ ଅନୁପ୍ରାଣିତ ହୋଇ ଉତ୍ତମ ନାଗରିକ ହୁଅ 

ଗଞ୍ଜାମ ବୁଗୁଡା : (ଡ. କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୯ତମ ବାର୍ଷିକ ଉତ୍ସବ ସ୍ବପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାକେନ୍ଦ୍ର ସଭାପତି ୟୁ .ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ଗୋଲିଆରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡ଼ି ଯୋଗୁଁ ପାଣି ମୋଟର ଅଚଳ

ଗଞ୍ଜାମ ବୁଗୁଡ଼ା:  (ଡ଼. କୁମୁଦ ଚନ୍ଦ୍ର ବେହେରା ) ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମ ରେ ଏକ ସପ୍ତାହ ହେଲା ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡ଼ି ଯୋଗୁଁ ପମ୍ପ ହାଉସ ମୋଟର ଅଚଳ ହୋଇଯାଇଛି। ଫଳ ରେ ଜଳ ଯୋଗାଣ ପୁରାପୁରି ଠପ୍ ଘଟିଚି। ଲୋକେ ପାଣି ପାଇଁ ହଟହଟା ର ସମ୍ମୁଖୀନ ହେଉଛନ୍ତି ।…

ବିଶିଷ୍ଟ ନାଟ୍ୟକାର, ଅନୁବାଦକ ଓ ସଂଗଠକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମ୍ବର୍ଦ୍ଧିତ

ନୟାଗଡ଼( ୭/୨): ନୟାଗଡ଼ ଜିଲ୍ଲା ପୋଲିସ୍ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ "କଳିକା -୨ " ଅବସରରେ ନୟାଗଡ଼ର ଜିଲ୍ଲାପାଳ ସମ୍ମାନନୀୟା ମଧୁମିତା ରଥ ଓ ନୟାଗଡ଼ ଏସ୍. ପି ଏସ୍ ସୁଶ୍ରୀଙ୍କ ଦ୍ଵାରା ନୟାଗଡ଼ର ବିଶିଷ୍ଟ ନାଟ୍ୟକାର, ଅନୁବାଦକ,ସଂଗଠକ ଓ ଶିକ୍ଷକ ଶରତଚନ୍ଦ୍ର ଆଚାର୍ଯ୍ୟ…

ବେଦାନ୍ତ ଆଲୁମିନି ୟମ୍‌ ନୂଆ ଅଧ୍ୟାୟ ଆରମ୍ଭ କରିଛି ଗୋଷ୍ଠୀ ସମ୍ପର୍କ ଅଭିଯାନ ‘ମିଳାପ’ ।

କଳାହାଣ୍ଡି, ୦୫/୦୨/୨୦୨୬: ଶିଳ୍ପ ଏବଂ ସମାଜ ମଧ୍ୟରେ ଥିବା ଦୂରତାକୁ ଦୂର କରି ବିଶ୍ୱାସର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି ବେଦାନ୍ତ ଆଲୁମିନିୟମ୍‌ । କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ପ୍ରକଳ୍ପ ଅଞ୍ଚଳରେ କମ୍ପାନୀ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଗୋଷ୍ଠୀ ସମ୍ପର୍କ ଅଭିଯାନ ‘ମିଳାପ’ (Milap) …