Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଗଞ୍ଜାମ ବୁଗୁଡା, ୦୫/୦୨/୨୬ : ଗଞ୍ଜାମର ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଗୌଡ଼ିଆ ବୋରଦା ଗ୍ରାମ ନିକଟସ୍ଥ ଏକ ଆମ୍ବ ତୋଟାରୁ ଗଛରେ ଝୁଲନ୍ତା ଗଳିତ ମୃତଦେହ ବୁଗଡା ପୋଲିସ ଉଦ୍ଧାର କରିଥିବା ଜଣାପଡିଛି। ମୃତ ଯୁବକ ଜଣକ ବେଲଗୁଣ୍ଠା ଥାନା ଇନ୍ଦ୍ରଗଡ ଗ୍ରାମର ଶ୍ରୀକାନ୍ତ କୁମାର ସ୍ବାଇଁ(୨୮)…
ଜୀବନ ହାରିଲେ କନଷ୍ଟେବଳ
ନୟାଗଡ: ନୟାଗଡ ଜିଲ୍ଲା ପୁଲିସ୍ ବାରାକରେ ଅଭାବନୀୟ ଘଟଣା ଘଟିଛି। ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ନିଜକୁ ମାରିଛନ୍ତି କନଷ୍ଟେବଳ । ମୃତକ ବାହାଡାଝୋଲା ଅଞ୍ଚଳର ସୁନିଲ ସେଠୀ ବୋଲି ଜଣାପଡିଛି । କିଛିଦିନ ତଳେ ସୁନୀଲଙ୍କ ନିର୍ବନ୍ଧ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ…
ଯାଜପୁର ନିକଟରେ ନିୟୁ ଜଲପାଇଗୁଡି ଏକ୍ସପ୍ରେସ ଲାଇନଚ୍ୟୁତ
ଜାଖପୁରା : ଆଜି ସକାଳ ପ୍ରାୟ ୮:୫୧ ମିନିଟରେ ଟ୍ରେନ ନଂ ୨୨୬୧୧ ଚେନ୍ନାଇ-ନୂଆ ଜଳପାଇଗୁଡ଼ି (MAS–NJP) ଏକ୍ସପ୍ରେସ ଜଖପୁରା ୟାର୍ଡ (JKPR) ଦେଇ ଯାଉଥିବା ସମୟରେ ସାମାନ୍ୟ ଲାଇନଚ୍ୟୁତ ହୋଇଛି।
ରେଳ ଅଧିକାରୀଙ୍କ ଅନୁଯାୟୀ, ଟ୍ରେନଟି ବହୁତ ଧୀର ଗତିରେ ଯାଉଥିବା ସମୟରେ ୟାର୍ଡ ସୀମା ମଧ୍ୟରେ…
ଆତ୍ମସମର୍ପଣ କଲେ ୧୨ ମାଓବାଦୀ
ମାଲକାନଗିରି : ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଆଜି ୧୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ୧୨ ଜଣ ମାଓବାଦୀଙ୍କ ମଧ୍ୟରୁ ୮ ଜଣ ମହିଳା ଓ ୪ ଜଣ ପୁରୁଷ ମାଓବାଦୀ ରହିଛନ୍ତି । ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତକୁ ଫେରିଛନ୍ତି ଏହି ୧୨ ଜଣ…
ଏନ୍ଏସି ସଡକ ମଝିରେ ବିପଦଜ୍ଜନକ ଭଙ୍ଗା କଭର ପ୍ଲଟ୍ ,ଘଟୁଛି ଦୁର୍ଘଟଣା, ପ୍ରତିକାର ଦାବି
ଗଞ୍ଜାମ ବୁଗୁଡ଼ା : ତା ୦୪/୦୨/୨୬: ବୁଗୁଡ଼ା ସହର ମଧ୍ୟସ୍ଥ ମଦନ ମୋହନ ଛକଠାରୁ ପୋଲସରା ଅଭିମୁଖେ ଲମ୍ବିଥିବା ସଡକର ମଝିରେ ଡ୍ରେନ ଉପରେ ପଡିଥିବା ଏକ କଭର ପ୍ଲେଟ ଭାଙ୍ଗିଯାଇ ନାନାଦି ଦୁର୍ଘଟଣାର କାରଣ ପାଲଟିଛି। ତେଣୁ ଦୁର୍ଘଟଣାକୁ ଏଡାଇବା ପାଇଁ ଏହାର ଅସ୍ଥାୟୀ ପ୍ରତିକାର ଭାବେ ଲୋକେ…
ପିପୁଲ୍ସ କଲେଜର ୪୮ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ଗଞ୍ଜାମ ବୁଗୁଡା : ତା ୦୪/୦୨/୨୬ : ସ୍ଥାନୀୟ ପିପୁଲ୍ସ କଲେଜର ୪୮ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ଉକ୍ତ ଦ୍ବିଦିବସୀୟ କ୍ରୀଡାର ଉଦଯାପନୀ ଉତ୍ସବ କଲେଜ ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ମିଶ୍ରଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଓଡଗାଁସ୍ଥିତ…
ସାରଦା ସଙ୍ଗୀତାୟନର ବାର୍ଷିକ ଉତ୍ସବ ସହ ଓଡିଶୀ ସଙ୍ଗୀତ ଓ ଭଜନ ସମାରୋହ
ଗଞ୍ଜାମ ବୁଗୁଡ଼ା: ୩/୨/୨୬ ବୁଗୁଡ଼ା ସଙ୍ଗମ କଲ୍ଯାଣ ମଣ୍ଡପରେ ସାରଦା ସଙ୍ଗୀତାୟନର ବାର୍ଷିକ ଉତ୍ସବ ସହ ଓଡିଶୀ ଓ ଭଜନ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଗୀତ ଗୁରୁ ସୁରେନ୍ଦ୍ର ନାଥ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଭବ୍ଯ ଉତ୍ସବରେ ମୁଖ୍ଯ ଅତିଥି ରୂପେ ବୁଗୁଡ଼ା ପିପୁଲ୍ସ…
ଘୁମୁସର ଜିଲ୍ଲା ପାଇଁ ଚିଠିଲେଖା ଅଭିଯାନ
ଗଞ୍ଜାମ ବୁଗୁଡ଼ା ୩/୨/୨୬ : ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲ୍ଲା ମାନ୍ୟତା ଦାବିରେ ଘୁମୁସର ବାହିନୀ ପକ୍ଷରୁ ବୁଗୁଡ଼ା ମିଡ଼ିଆ କ୍ଲବ ଠାରେ ଚିଠିଲେଖା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ବୁଗୁଡ଼ା ସହର ସମେତ ଗ୍ରାମାଞ୍ଚଳରୁ ବହୁ ସଂଖ୍ୟାରେ ନସାଧାରଣ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…
ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି
ବାଲେଶ୍ୱର : ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବାଲେଶ୍ୱରଠାରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଛନ୍ତି। ସେ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ସହିତ ଏହାର ନୂତନ ଅଡିଟୋରିୟମ୍ ଉଦଘାଟନ କରିଛନ୍ତି।
ଏହି ଅବସରରେ ରାଷ୍ଟ୍ରପତି ବ୍ୟାସକବି ଫକୀର ମୋହନ…
କାର ସହ ୨୨ କେଜି ଗଂଜେଇ ଜବତ। ଜଣେ ଗିରଫ
ରେଢ଼ାଖୋଲ : ରେଢ଼ାଖୋଲ ଥାନା ପୁରୁଣାଗଡ଼ ଛକରୁ ଅବକାରୀ ବିଭାଗ ଏକ କାରରୁ ୨୨ କେଜି ଗଂଜେଇ ଜବତକରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି।
ଅବକାରୀ ସୂତ୍ରରୁ ପ୍ରକାଶ ଯେ, ବୌଦ୍ଧ ପଟୁ ରେଢ଼ାଖୋଲ ରାସ୍ତାରେ ଏକ ମାରୁତି ସୁଜୁକି କାରରେ (ଓଡିଓ ୨ ବିଇ ୬୩୧୦) ଗଂଜେଇ ଚାଲାଣ ହେଉଥିବା ଅବକାରୀ…