Browsing Category

ଜିଲ୍ଲା

ପି.ଏମ.ଶ୍ରୀ ବାଲିପଦର ହାଇ ସ୍କୁଲର ୬୯ ତମ ବାର୍ଷିକ ଉତ୍ସବ

ବୁଗୁଡା, ୦୯/୦୨/୨୬ : ଡ. କୁମୁଦ ଚନ୍ଦ୍ର ବେହେରା ) ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ପି.ଏମ.ଶ୍ରୀ ବାଲିପଦର ଉଚ୍ଚ ବିଦ୍ୟାଳୟର ୬୯ ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ୦୭/୦୨/୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର…

“ବସୁଧୈବ କୁଟୁମ୍ବକମ୍” ନିତୀ ଅବଲମ୍ବନ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ

ବୁଗୁଡ଼ା, ୦୯-୦୨-୨୬ : (ଡ. କୁମୁଦ ଚନ୍ଦ୍ର ବେହେରା) ଗଞ୍ଜାମ ଜିଲ୍ଲାର ବାଲିପଦର ଗ୍ରାମର ମା' ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥି ବୃନ୍ଦ ସମଗ୍ର ବସୁଧା ଏକ କୁଟୁମ୍ବ ଭାବେ ମାନସିକ ସ୍ତରରେ ଚିନ୍ତା କରିବା ଆବଶ୍ଯକତା ରହିଛି ବୋଲି ଛାତ୍ରଛାତ୍ରୀ ବୃନ୍ଦକୁ…

କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ରେ ସାମୁହିକ ବିବାହ ଉତ୍ସବ

ବ୍ରହ୍ମପୁର : ବ୍ରହ୍ମପୁର ସହରର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ତାରିଖରେ ସାମୁହିକ ବିବାହ ଉତ୍ସବ ଗୀତା ଭବନ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଆଜି ଷ୍ଟେସନ୍ ରୋଡ ସର୍କିଟ ହାଉସ ଠାରେ ଟ୍ରଷ୍ଟ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ…

୪ର୍ଥ ଜାତୀୟ ଅନୁବାଦକ ସମ୍ମିଳନୀ ଉତ୍ସବମୟ ପରିବେଶରେ ସଫଳତାର ସହିତ ଅନୁଷ୍ଠିତ।

କଟକ : ଭାରତର ସର୍ବବୃହତ୍ ଅନୁବାଦ ସାହିତ୍ୟକେନ୍ଦ୍ରିକ ସମ୍ମିଳନୀ ୪ର୍ଥ ଜାତୀୟ ଅନୁବାଦକ ସମ୍ମିଳନୀ ୩ ଫେବୃଆରୀରେ ଆନନ୍ଦ, ଉତ୍ସାହ ଓ ଦେଶବ୍ୟାପୀ ସଦସ୍ୟଙ୍କ ଅଂଶଗ୍ରହଣ ମଧ୍ୟରେ ସଫଳତାର ସହିତ ସମାପ୍ତ ହୋଇଛି। ଦୁଇ ଦିନିଆ ଏହି ସମ୍ମିଳନୀ ବହୁଭାଷୀୟତା, ଅନୁବାଦ ଅଧ୍ୟୟନ ଓ ସାହିତ୍ୟିକ ସହଯୋଗର…

ଏସିଆନ ସୁଟିଂ ଚାମ୍ପିୟନସିପରେ ଚମକିଲେ କେନ୍ଦୁଝର ଝିଅ

କେନ୍ଦୁଝର : ସାହରପଡା ବ୍ଲକ ଉଦୟପୁର ଗ୍ରାମର କନ୍ୟା “ମାନ୍ୟତା ସିଂହ” ନୂଆଦିଲ୍ଲୀ ଠାରେ ଆୟୋଜିତ ଏସିଆନ୍ ସୁଟିଂ ଚାମ୍ପିୟନସିପ-୨୦୨୬ରେ ଚମକିଛନ୍ତି । ସେ ୧୦ ମିଟର ଏୟାର ରାଇଫଲ ମହିଳା ଜୁନିଅର ଇଭେଣ୍ଟରେ ପ୍ରଥମ ପଦାର୍ପଣରେ ସମୁଦାୟ ୨୪୯. ୭ ପଏଣ୍ଟ ହାସଲ କରି ଦେଶ ପାଇଁ ରୌପ୍ୟ ପଦକ ଅର୍ଜନ…

ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ !

ଗଞ୍ଜାମ: ଗଞ୍ଜାମର ଜୀବନରେଖା ଭାବେ ପରିଚିତ ଋଷିକୂଲ୍ୟା ନଦୀର ଉପର ମୁଣ୍ଡରେ ସୋରଡ଼ା ବ୍ଳକର ପିପଳପଙ୍କା ଠାରେ ଏକ ଜଳଭଣ୍ଡାର ନିର୍ମାଣ କରିବାକୁ ବର୍ତ୍ତମାନର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ନଦୀବନ୍ଧ ଜରିଆରେ ଋଷିକୂଲ୍ୟାର ପାଣିକୁ ଶହେ କି.ମି ଲମ୍ବା ପାଇପ୍ ଲାଇନ୍ ଯୋଗେ ନିଆଯାଇ…

ନାବାଳିକା ଛାତ୍ରୀକୁ ବଳାତ୍କାର ପରେ ହତ୍ୟା !

ରାଉରକେଲା: ରାଉରକେଲା ବିଶ୍ରା ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ସ୍କୁଲ ଗଲା ବାଟରେ ନିଖୋଜ ହୋଇଯାଇଥିବା ଏହି ଛାତ୍ରୀ ଗୁରୁବାର ଅପରାହ୍ନରେ ଗାଁ ପାଖ ଜଙ୍ଗଲରେ ମୁମୂର୍ଷୁ ଅବସ୍ଥାରେ ମିଳିଥିଲେ। ବିଳମ୍ବିତ ରାତିରେ ଡାକ୍ତରଖାନାରେ ତାଙ୍କ…

ବିପୁଳ ପରିମାଣର କଫସିରଫ୍‌ ଜବତ

ସୋନପୁର: ସୋନପୁର ପୁଲିସକୁ ବଡ ସଫଳତା । ବିପୁଳ ପରିମାଣର କଫ ସିରଫ ଜବତ କରିବା ସହ ଘଟଣାରେ ଜଣଙ୍କୁ ଗିରଫ କରିଛି ପୁଲିସ । ପୁଲିସର ଚଢାଉ ବେଳେ ୩ଜଣ ଫେରାର ହୋଇଥିବା ବେଳେ ୨ଟି ଗାଡି ଜବତ ହୋଇଛି । ଆଜି ୨ଟି ଗାଡ଼ିରେ କଫ ସିରଫ ଚାଲାଣ ହେଉଥିବା ବିଶ୍ଵସ୍ଥ ସୂତ୍ରରୁ ଖବର ପାଇଁ ଫିଲ୍ମ…

ବନ୍ଧୁକ ଦେଖାଇ ଗହଣା ଦୋକାନୀଙ୍କଠୁ ଲୁଟ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲାରେ ବନ୍ଧୁକ ଦେଖାଇ ଅଳଙ୍କାର ବ୍ୟବସାୟୀଙ୍କୁ ଲୁଟିଲେ ଦୁର୍ବୃତ୍ତ । ପ୍ରାୟ ଅଧକେଜି ରୁପା ଅଳଙ୍କାର ଲୁଟ କରିଥିବା ସୂଚନା । ଘଟଣା ଅନୁସାରେ ଖୁଣ୍ଟା ଥାନା ଅଧୀନ ଧନାପନା ଗ୍ରାମର ରୂପା ଅଳଙ୍କାର ବ୍ୟବସାୟୀ କମଲ ଲୋଚନ ରଣାଙ୍କ ଠାରୁ ରୁପା ଅଳଙ୍କାର ଲୁଟ ହୋଇଛି ।…

ବାଣପୁରରୁ ମହିଳାଙ୍କ ଠାରୁ ସୁନା ଗହଣା ଲୁଟ୍

ବାଣପୁର: ବାଣପୁର ପୋଲିସକୁ ବଡ ସଫଳତା ମିଳିଛି। ଆନ୍ତଜିଲ୍ଲା ଲୁଟେରାକୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଜଣଙ୍କ ଉପରେ ମହିଳାଙ୍କ ଠାରୁ ସୁନା ଗହଣା ଲୁଟିଥିବା ଅଭିଯୋଗ ହୋଇଥିଲା। ପୋଲିସର ସୂଚନା ଅନୁଯାୟୀ, ବାଣପୁର ବ୍ଲକ ଅନ୍ତର୍ଗତ କୁମାରଙ୍ଗ ଗ୍ରାମର ବିଷ୍ଣପ୍ରିୟା…