Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ବିଧାନସଭା କ୍ଷେତ୍ରସ୍ତରୀୟ ଉନ୍ନୟନ କମିଟି ବୈଠକ
ଗଞ୍ଜାମ ବୁଗୁଡ଼ା ୧୧।୨ (ଡ. କୁମୁଦ ଚନ୍ଦ୍ର ବେହେରା ) ପୋଲସରା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ପୋଲସରା ଓ ବୁଗୁଡ଼ା ବ୍ଲକ ର ଆଗାମୀ ୩ ବର୍ଷ ମଧ୍ୟରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯିବ । ତାହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ୭ ଦିନ ରେ ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନ କୁ ଦିଆଯିବ…
ନିପୁଣ ଓଡ଼ିଶା ମିଶନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମୀକ୍ଷା ଓ ଦିଗଦର୍ଶନ କର୍ମଶାଳା
ଭୁବନେଶ୍ଵର : ରାଜ୍ୟର ପ୍ରାଥମିକ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କର ଭାଷାଗତ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଦକ୍ଷତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ -୧ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ଦିବସୀୟ…
ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ: ଦୁଇ ଗିରଫ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। କନ୍ଧମାଳରୁ ଭୁବନେଶ୍ୱର ଅଭିମୁଖେ ଚୋରା ଚାଲାଣ ହେଉଥିବା 29 କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ନିଧିଆପଲ୍ଲୀ ଛକ ନିକଟରେ ଏସ୍.ଆଇ. ଏଲ୍. ବିଶ୍ୱାଳଙ୍କ ନେତୃତ୍ୱରେ…
ଘାଟି ତଳକୁ ଖସିଲା ବସ୍, ୧୦ ଗୁରୁତର
ହରଭଙ୍ଗା : ଘାଟି ତଳକୁ ଖସିଲା ବସ୍, ୧୦ ଜଣ ଗୁରୁତର। ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଆଡ଼େଣିଗଡ଼ ଫାଣ୍ଡି ନିକଟସ୍ଥ ଝିଲମିଲ ଘାଟିରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ଭାରସାମ୍ୟ ହରାଇ ଘାଟି ତଳକୁ…
ତ୍ରିଦିବସୀୟ ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ , ପ୍ରତିଭାଧାରୀ ପୁରସ୍କୃତ, ଶେଷ ସନ୍ଧ୍ୟାରେ ଝଲସିଲା ସତ୍ଯନାରାୟଣ ସ୍ମୃତି…
ବୁଗୁଡା : ତା ୧୦/୦୨/୨୬ ( ଡ. କୁମୁଦ ଚନ୍ଦ୍ର ବେହେରା): ଐତିହ୍ୟ, ପରମ୍ପରା, କଳା ଓ ସଂସ୍କୃତିର ପର୍ବ "ବୁଦ୍ଧଖୋଲ ମହୋତ୍ସବ" ଉଦଯାପିତ ହୋଇଯାଇଛି। ବୁଦ୍ଧଖୋଲ ଉନ୍ନୟନ ସମିତି ସଭାପତି ତଥା ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପୌରୋହିତ୍ଯରେ…
ପୋଲସରା ବ୍ରିଲିଏଣ୍ଟ ହାଇ ସ୍କୁଲର ତୃତୀୟ ବାର୍ଷିକ ଉତ୍ସବ।
ପୋଲସରା, ୧୦/୨/୨୬ : (ଡ. କୁମୁଦ ଚନ୍ଦ୍ର ବେହେରା ) ଗଞ୍ଜାମ ଜିଲ୍ଲାର ପୋଲସରା ପୌର ପରିଷଦ ଅନ୍ତର୍ଗତ ଦାସରଥୀ ନଗରର ବ୍ରିଲିଏଣ୍ଟ ହାଇ ସ୍କୁଲର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ସଭାପତି ଆଇନଜୀବୀ ବ୍ରଜେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏବଂ ପ୍ରତିଷ୍ଠାତା…
ପୋଲସରା ବ୍ରିଲିଏଣ୍ଟ ହାଇ ସ୍କୁଲର ତୃତୀୟ ବାର୍ଷିକ ଉତ୍ସବ।
ପୋଲସରା, ୧୦/୨/୨୬ : (ଡ. କୁମୁଦ ଚନ୍ଦ୍ର ବେହେରା ) ଗଞ୍ଜାମ ଜିଲ୍ଲାର ପୋଲସରା ପୌର ପରିଷଦ ଅନ୍ତର୍ଗତ ଦାସରଥୀ ନଗରର ବ୍ରିଲିଏଣ୍ଟ ହାଇ ସ୍କୁଲର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ସଭାପତି ଆଇନଜୀବୀ ବ୍ରଜେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏବଂ ପ୍ରତିଷ୍ଠାତା…
ମାଗଣା କର୍କଟ ରୋଗ ନିରୁପଣ ଓ ସ୍ଵାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ
ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କ୍ରାନ୍ତି ଓ କେ ସି ହାଇସ୍କୁଲ ଇଂରାଜୀ ମିଡ଼ିୟମର ମିଳିତ ସହଯୋଗରେ ଗୋଷାଣୀନୂଆଗାଁ ସ୍ଥିତ କେ ସି ହାଇସ୍କୁଲ ଇଂରାଜୀ ମିଡ଼ିୟମ ପରିସରରେ ମାଗଣା କର୍କଟ ନିରୂପଣ ଓ ସ୍ଵାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଟିତ ହୋଇ ଯାଇଛି।…
ସକାଳେ ବିଜେଡ଼ି ଛାଡି ଥିବା ଛାତ୍ରନେତା ସୌମ୍ୟ ପ୍ରକାଶ ସନ୍ଧ୍ୟାରେ ବିଜେପି ରେ ଯୋଗ ଦେଇଛନ୍ତି ।
ଧର୍ମଶାଳା: ସୋମବାର ସକାଳେ ବିଜେଡ଼ି ଛାଡି ଥିବା ଛାତ୍ରନେତା ସୌମ୍ୟ ପ୍ରକାଶ ସନ୍ଧ୍ୟାରେ ବିଜେପି ରେ ଯୋଗ ଦେଇଛନ୍ତି । ସୌମ୍ୟଙ୍କ ସହ ଏକାଧିକ ନେତା ପଦ୍ମ ଧରିଛନ୍ତି ।
ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ପୁଣି ବଡ଼ ଝଟକା । ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ଜଣକ ପରେ ଜଣେ ବିଜେଡ଼ି…
ବୁଗୁଡ଼ା ରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି
ବୁଗୁଡ଼ା - ୯/ ୨/୨୬ (ଡ . କୁମୁଦ ଚନ୍ଦ୍ର ବେହେରା) ବୁଗୁଡ଼ା ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପ ଠାରେ ଆଜି ଗଞ୍ଜାମ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୧୦୪ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ୭୧ ଟି…