Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ମରଣଯନ୍ତା ପାଲଟିଛି ଅସୁରଘାଟି ରାସ୍ତା, ମରାମତି କେବେ ?
ନୁଆଗଡ ୨୪/୭(ମନୋଜ ପାଢ଼ୀ) ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ସଦର ମହକୁମା ନିକଟସ୍ଥ ଅସୁର ଘାଟି ରାସ୍ତା ୧୦ମାସ ପୂର୍ବେ ଲଗାଣ ବର୍ଷାରେ ଫାଟ ଫାଟ ହୋଇ ଧୋଇଯାଇଥିବା ରାସ୍ତା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହି ମରଣଯାନ୍ତା ପାଲଟିଛି। ଖରାପ ରାସ୍ତା କାରଣରୁ ଦୁର୍ଘଟଣାର ଆଶଙ୍କା ଦିନକୁ ଦିନ…
ପ୍ରଭୃଙ୍କ ସୁନ୍ଦର ରୂପ ଦେଖି ଭକ୍ତଗଣ ବିମୋହିତ, ଆନନ୍ଦରେ ଟାଣିଲେ ରଥ
ପୁରୀ: ଆଜି ପବିତ୍ର ବାହୁଡାରେ ପ୍ରଭୃଙ୍କ ସୁନ୍ଦର ରୂପ ଦେଖି ବିମୋହିତ ହୋଇଛନ୍ତି ଭକ୍ତଗଣ। କଳାମଚମଚ ମୁହଁ ସହିତ ରଂଗବେରଗର ଫୁଲରେ ତିଆରି ଟାହିଆ ଭକ୍ତଙ୍କୁ ପାଗଳ କରିଦେଇଛି। ଆଜି ପବିତ୍ର ବାହୁଡାରେ ପ୍ରଭୃ ନିର୍ଦ୍ଧାରିତ ସମୟରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଜି ଅପରାହ୍ନ…
ସ୍ୱର ସଙ୍ଗତିରେ ଝଙ୍କୃତ ହେଲା ବାଲେଶ୍ବର: ‘ତାଳ ଦରବାର’ ଫେଷ୍ଟିଭାଲରେ ଉନ୍ମୋଚିତ ହେଲା ୱେବସାଇଟ ଓ…
ବାଲେଶ୍ବର, ୨୪/୭(କୃଷ୍ଣ କୁମାର ମହାନ୍ତି): ବାଲେଶ୍ବରର ପ୍ରସିଦ୍ଧ ସାଂସ୍କୃତିକ ଅନୁଷ୍ଠାନ ‘ତାଳ ଦରବାର’ର ଚତୁର୍ଥ ବାର୍ଷିକ ଉତ୍ସବ ‘ତାଳ ଦରବାର ଫେଷ୍ଟିଭାଲ-୨୦୨୬’ ଗାନ୍ଧୀ ସ୍ମୃତି ଭବନ ଠାରେ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ସଙ୍ଗୀତ, ସଂସ୍କୃତି ଓ ସର୍ଜନଶୀଳତାର ସମନ୍ୱୟରେ ଆୟୋଜିତ…
ସ୍ୱର ସଙ୍ଗତିରେ ଝଙ୍କୃତ ହେଲା ବାଲେଶ୍ବର: ‘ତାଳ ଦରବାର’ ଫେଷ୍ଟିଭାଲରେ ଉନ୍ମୋଚିତ ହେଲା ୱେବସାଇଟ ଓ…
ବାଲେଶ୍ବର, ୨୪/୭(କୃଷ୍ଣ କୁମାର ମହାନ୍ତି): ବାଲେଶ୍ବରର ପ୍ରସିଦ୍ଧ ସାଂସ୍କୃତିକ ଅନୁଷ୍ଠାନ ‘ତାଳ ଦରବାର’ର ଚତୁର୍ଥ ବାର୍ଷିକ ଉତ୍ସବ ‘ତାଳ ଦରବାର ଫେଷ୍ଟିଭାଲ-୨୦୨୬’ ଗାନ୍ଧୀ ସ୍ମୃତି ଭବନ ଠାରେ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ସଙ୍ଗୀତ, ସଂସ୍କୃତି ଓ ସର୍ଜନଶୀଳତାର ସମନ୍ୱୟରେ ଆୟୋଜିତ…
ଆର୍ଥିକ ସାକ୍ଷରତାରେ ସଶକ୍ତ ହେବେ ଗ୍ରାମୀଣ ମହିଳା: ଚାନ୍ଦିପୁରରେ ଆରମ୍ଭ ହେଲା ଦୁଇ ଦିବସୀୟ ତାଲିମ କାର୍ଯ୍ୟକ୍ରମ
ବାଲେଶ୍ଵର, ୨୪/୭(କୃଷ୍ଣ କୁମାର ମହାନ୍ତି): ଗ୍ରାମୀଣ ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଚାନ୍ଦିପୁର ପାନ୍ଥନିବାସ ପରିସରରେ ଏକ ଦୁଇ ଦିବସୀୟ ଆର୍ଥିକ ସାକ୍ଷରତା ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।
ତାଲିମଦାତା ମାନଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମର…
ଡିଆରଡିଓ ପକ୍ଷରୁ ଦୂରଗାମୀ କ୍ଷେପଣାସ୍ତ୍ର ‘କୁଶ’ର ପ୍ରଥମ ସଫଳ ଉଡ଼ାଣ ପରୀକ୍ଷଣ
ବାଲେଶ୍ୱର, ୨୪ ଜୁଲାଇ (କୃଷ୍ଣ କୁମାର ମହାନ୍ତି): ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ବୁଧବାର ବାଲେଶ୍ବର ଉପକୂଳସ୍ଥିତ ଡକ୍ଟର ଏ.ପି.ଜେ. ଅବଦୁଲ କଲାମ ଦ୍ୱୀପରୁ ସ୍ୱଦେଶୀ ଭାବେ ବିକଶିତ ‘କୁଶ’ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପଣଯୋଗ୍ୟ କ୍ଷେପଣାସ୍ତ୍ର (LRSAM)ର…
ଫକୀର ମୋହନ ବିଶ୍ୱବିଦ୍ୟାଳୟ ସିନେଟ୍ ସଦସ୍ୟ ଭାବେ ମନୋନୀତ ହେଲେ ବସ୍ତା ବିଧାୟିକା ସୁବାସିନୀ ଜେନା
ବାଲେଶ୍ୱର, ୨୪ ଜୁଲାଇ(କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବ୍ୟାସବିହାର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା 'ସିନେଟ୍'ର ସଦସ୍ୟ ଭାବେ ବସ୍ତା ବିଧାୟିକା ସୁବାସିନୀ ଜେନା ମନୋନୀତ ହୋଇଛନ୍ତି। ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ, ୨୦୨୪ ଏବଂ ଓଡ଼ିଶା…
ବାଲେଶ୍ୱରରେ ଉଚ୍ଚ ଶିକ୍ଷା ବିଭାଗ କମିଶନର କଲେ ସମୀକ୍ଷା ବୈଠକ : ଏସଆଇଆର୍ ଓ ଯୋଜନା କାର୍ଯ୍ୟାନ୍ୱୟନରେ ତ୍ୱରିତତା ଉପରେ…
ବାଲେଶ୍ୱର, ୨୩/୦୭(କୃଷ୍ଣ କୁମାର ମହାନ୍ତି): ଜିଲ୍ଲାରେ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ନିର୍ବାଚନ ପ୍ରସ୍ତୁତିକୁ ଆହୁରି ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ…
ଭିଜିଲାନ୍ସ ଜାଲରେ ଫସିଲେ ମହିଳା ଏଆରଆଇ
କେନ୍ଦ୍ରାପଡା : ଭିଜିଲାନ୍ସ ଜାଲରେ ଫସିଲେ ମହିଳା ଏଆରଆଇ। ଲାଞ୍ଚ ନେଇ ଶୁକ୍ରବାର ଭିଜିଲାନ୍ସ ଜାଲରେ ଫସିଛନ୍ତି ଡେରାବିଶ କାଉପଡା ଏଆରଆଇ ସାଇଦର୍ଶିନୀ ଲେଙ୍କା। ମ୍ୟୁଟେସନ୍ ପାଇଁ ସେ ୫୫୦୦ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ଘଟଣାର ତଦନ୍ତ ଜାରି ରହିଛି।
ନବରଙ୍ଗପୁରରେ ଯୁବଛାତ୍ର ମହାସଂଘର ବିଶାଳ ପ୍ରତିବାଦ ସଭାଯାତ୍ରା
ନବରଙ୍ଗପୁର, ୨୩ ଜୁଲାଇ:(ଶେଖର ଖୁରା ) ନବରଙ୍ଗପୁର ଜିଲ୍ଲା ଯୁବଛାତ୍ର ମହାସଂଘ ପକ୍ଷରୁ ଗୁରୁବାର ସକାଳ ୧୧ଟାରେ ଜିଲ୍ଲା ଆବାହକ ରାଜେଶ ଜାନୀଙ୍କ ନେତୃତ୍ୱରେ ଚାଉରିଆଗୁଡ଼ାରୁ ମାଝିଗୁଡ଼ା ପର୍ଯ୍ୟନ୍ତ ଏକ ବିଶାଳ ପ୍ରତିବାଦ ସଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା…