Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ନିର୍ବାଚନୀ ଇତିହାସରେ ପଦ୍ମପୁର: କିଏ କେବେ ଜିତିଲେ
ସମ୍ବଲପୁର ଜିଲ୍ଲା ବରଗଡ଼ ସବ୍ଡିଭିଜନ ଅଧୀନରେ ଥିଲା ପଦ୍ମପୁର ଅଂଚଳ। ବ୍ରିଟିଶ ଶାସନ ସମୟରେ ବୋଡ଼ାସମ୍ବର ଜମିଦାର ରାଜା ଉପାଧି ପାଇଥିଲେ। ଲାଲ ରଣଜିତ ସିଂ ବରିହାଙ୍କ ପିତା ରାଜେନ୍ଦ୍ର ସିଂ ବରିହା ପ୍ରାକ୍ ସ୍ବାଧୀନତା ପ୍ରଥମ ବିଧାନସଭା ୧୯୩୭ରେ କନିକା ରାଜା ନେତୃତ୍ବରେ ପରିଚାଳିତ ୟୁନାଇଟେଡ଼…
ଗୋଶାଳା- ମୁଣ୍ଡୋଘାଟ ରାସ୍ତାରେ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ଯା ସନ୍ଦେହ
ବୁର୍ଲା: ସମ୍ବଲପୁର ଜିଲ୍ଲା ଗୋଶାଳା- ମୁଣ୍ଡୋଘାଟ ରାସ୍ତା ମାଏଁ ଫୁଡ୍ ଡାଏରୀ ପାଖରେ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ଯକ୍ତିଜଣକ ସନ୍ତୋଷ ଖମାରୀ ବୋଲି ଜଣାପଡ଼ିଛି। ପାରିପାର୍ଶ୍ବିକ ସ୍ଥିତିରୁ ହତ୍ଯା ସନ୍ଦେହ କରୁଛି ପୁଲିସ। ସେ ପଡ଼ିଥିବା ସ୍ଥାନରେ ମୁଁହରୁ କିଛି ରକ୍ତ ବାହାରିଥିବା…
ଉପକୂଳ ରାଜପଥ ନକ୍ସା ପରିବର୍ତ୍ତନକୁ ବିରୋଧ: କୁନି ଛାତ୍ରଙ୍କ ଚିଠିକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ମାଛଗାଁ : ଉପକୂଳ ରାଜପଥ ନକ୍ସାକୁ ବିରୋଧ କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଜଣେ କୁନିଛାତ୍ର। ଏହି କୁନିଛାତ୍ରଙ୍କ ଚିଠି ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଭିତ୍ତିରେ ଏହି ରାଜପଥ ସ୍ଥାନାନ୍ତର ହେଲା, ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି…
୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ଯୁବକ ମୃତ
ମାର୍ଶାଘାଇ: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୨ ଯୁବକଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି। ମାର୍ଶାଘାଇ ଥାନା ଅନ୍ତର୍ଗତ ଜୟଚନ୍ଦ୍ରପୁର ଛକ ନିକଟରେ ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣା ଘଟି ୨ ଜଣ ଯୁବକ…
କଳାସଂସ୍କୃତିକୁ ବଞ୍ଚାଇ ରଖିବା ପ୍ରତ୍ୟେକଙ୍କ ଦାୟିତ୍ୱ ହେବା ଉଚିତ
କର୍ଲାମୁଣ୍ଡା : ଗୋଟିଏ ଅଞ୍ଚଳର କଳା, ସଂସ୍କୃତି ସେହି ଅଞ୍ଚଳର ପରିଚୟ। ସଂସ୍କୃତି ବିନା ପରିଚୟର କିଛି ମାନେ ହିଁ ନ ଥାଏ। ତେଣୁ କଳାସଂସ୍କୃତିକୁ ବଞ୍ଚାଇ ରଖିବା ପ୍ରତ୍ୟେକଙ୍କ ଦାୟିତ୍ୱ ହେବା ଉଚିତ ବୋଲି ସ୍ଥାନୀୟ ସାହିତ୍ୟ ଓ ସଂସ୍କୃତି ସଂସଦର ପ୍ରଥମ ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥିମାନେ…
ପ୍ରଦୀପ ପୁରୋହିତ ପଦ୍ମପୁରର ବିଜେପି ପ୍ରାର୍ଥୀ, କେନ୍ଦ୍ରୀୟ ନିର୍ବାଚନ କମିଟିର ବିଧିବଦ୍ଧ ଘୋଷଣା
ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ହେବେ ବିଜେପି ପ୍ରାର୍ଥୀ। ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବିଧିବଦ୍ଧ ଘୋଷଣା କରିଛି। ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ହେବେ ବୋଲି ଆପାତତଃ…
ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ: ୩ ବଖରା ଘର ପୋଡ଼ି ନଷ୍ଟ
ସୋର: ବାଲେଶ୍ବର ଜିଲ୍ଲାର ବ୍ଲକ ତଳନଗର ପଞ୍ଚାୟତ ଅଲ୍ଲୀପୁର ଗ୍ରାମର ମହେଶ୍ୱର ବାରିକଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ପୋଡ଼ି ନଷ୍ଟ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରିବାର ଲୋକେ ଶୋଇଥିଲେ। କିନ୍ତୁ ରାତି ୧ ଘଟିକା ସମୟରେ ସେମାନେ ହଠାତ…
ଶ୍ରୀରାମକୃଷ୍ଣ ସେବାଶ୍ରମର ୪୪ତମ ବାର୍ଷିକୋତ୍ସବ ପାଳିତ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ ପିଚୁକୁଳି ପଞ୍ଚାୟତ ଅନ୍ତର୍ଗତ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମର ୪୪ତମ ବାର୍ଷିକୋତ୍ସବ ସହିତ ବାର୍ଷିକ ଛାତ୍ରବୃତ୍ତି ପ୍ରଦାନ ଉତ୍ସବ ରାସପୂର୍ଣ୍ଣିମା ତିଥିରେ ଆଶ୍ରମର ସଭାପତି ବାସୁଦେବ ମହାପାତ୍ରଙ୍କ ଅନୁଷ୍ଠିତ ହୋଇଯାଇଛି। ଏଥିରେ…
ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ବିୟୋଗ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଅନ୍ତର୍ଗତ ଛୋଟୀ ପଞ୍ଚାୟତସ୍ଥ ରାମଚଣ୍ଡୀ ଶିକ୍ଷା ନିକେତନର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଆକସ୍ମିକ ବିୟୋଗ ହୋଇଯାଇଛି , ତାଙ୍କ ବିଯୁଗରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାର୍ତ୍ତ ପରିବେଶ ସୃଷ୍ଟି ହୋଇଥିବା ବେଳେ…
ବିନିକା ଅଞ୍ଚଳରେ ଚୋରି ଘଟଣା ବୃଦ୍ଧି, ପୁଲିସ ହାତ ଖାଲି; ପ୍ରତିବାଦରେ ରାସ୍ତାରୋକ
ବିନିକା : ବିନିକା ଅଞ୍ଚଳରେ ଚୋରି ଘଟଣା ବଢ଼ୁଥିଲେ ମଧ୍ୟ ପୁଲିସ ଚୋରମାନଙ୍କୁ ଧରିବାରେ ବିଫଳ ହେଉଛି। ଏହାର ପ୍ରତିବାଦରେ ଗୁରୁବାର ସୋନପୁର- ବିନିକା ମୁଖ୍ୟ ରାସ୍ତା ଉର୍ଲ୍ଲେ ଛକଠାରେ ଅଞ୍ଚଳବାସୀ ରାସ୍ତାରୋକ କରିଥିଲେ। ଚରଦା ଶ୍ରୀ ଶ୍ରୀ କପିଳେଶ୍ବର ଟ୍ରଷ୍ଟବୋର୍ଡ଼ କର୍ମକର୍ତ୍ତା,…