Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ସ୍ବାଭିମାନ ଅଞ୍ଚଳର ବିକଳ ଚିତ୍ର: ଗୋଟିଏ ବାରଣ୍ଡାରେ ଶିକ୍ଷାଦାନ-ସ୍ବାସ୍ଥ୍ୟସେବା
ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି। ଯେଉଁଠି ବସି ପିଲାମାନେ ପାଠ ପଢ଼ୁଛନ୍ତି, ଠିକ୍ ସେହି ସ୍ଥାନରେ ରୋଗୀମାନଙ୍କୁ ସ୍ବାସ୍ଥ୍ୟସେବା ବି ଯୋଗାଇ ଦିଆଯାଉଛି। ପ୍ରଶାସନ ଓ ଶିକ୍ଷା ବିଭାଗ ଏସମ୍ପର୍କରେ ଅବଗତ ଥିଲେ ମଧ୍ୟ ଏଥିପ୍ରତି…
ଧାନ ବିକ୍ରି ପ୍ରାପ୍ୟ ନପାଇ ଚାଷୀ ହନ୍ତସନ୍ତ, କ୍ୟାନସର ଚିକିତ୍ସା ପାଇଁ ଅର୍ଥାଭାବ
ଦେଓଗାଁ : ମଣ୍ଡିରେ ଧାନ ବିକି ବର୍ଷେ ପରେ ବି ପ୍ରାପ୍ୟ ପାଉ ନାହାନ୍ତି ଚାଷୀ। ଏବେ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବେଳେ ଅର୍ଥାଭାବ ଯୋଗୁଁ ଉଚ୍ଚତର ଚିକିତ୍ସା ବି ହୋଇ ପାରୁ ନାହିଁ। ଏପରି ଏକ ସଂଗିନ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ରୁ।…
ଅବାଞ୍ଛିତ ଗର୍ଭଧାରଣ, ଅସୁରକ୍ଷିତ ଶିଶୁ: ସରକାରୀ ଯୋଜନା ଦିଶାହୀନ, ଶିଶୁ ବିକ୍ରି ପାଇଁ ବାଟ ଖୋଲା
ବ୍ରହ୍ମପୁର : ଗତ ବର୍ଷକ ଭିତରେ ଏମିତି ୧୦ଟି ଘଟଣା ଘଟିଲା। କେଉଁଠି ଜନ୍ମକଲା ମା’ ଶିଶୁକୁ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ି ଦେଲାଣି, ତ କେଉଁଠି ଶିଶୁ ଚୋରି ବା ନିଖୋଜ ହେବା ପରେ ଅନ୍ୟ ସ୍ଥାନରୁ, ଅଜ୍ଞାତ ବ୍ୟକ୍ତିଙ୍କ ହେପାଜତରୁ ଉଦ୍ଧାର କରାଯାଉଛି। ଅବାଞ୍ଛିତ ଗର୍ଭଧାରଣ ଏହି ସବୁ ସରକାରୀ…
ସୌରଶକ୍ତି ଚାଳିତ ପାନୀୟଜଳ ପ୍ରକଳ୍ପ ଅଚଳ
କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ୍ ନେଲୁଙ୍ଗ ପଞ୍ଚାୟତ ମଥୁରାମଣ୍ଡଳି ଗ୍ରାମରେ ଜଳ ସଂକଟ ଦେଖାଦେଇଛି। ଗ୍ରାମାବସୀଙ୍କ ଅଭିଯୋଗ ଅନୁଯାୟୀ ବର୍ଷତମାମ ଏହି ଗ୍ରାମରେ ପାନୀୟଜଳ ସମସ୍ୟା ରହିଥାଏ। ଏହାର ସ୍ଥାୟୀ ସମାଧାନ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ଫାଇଦା…
ମଉସାକୁ ଶିଳପୁଆରେ ଛେଚି ହତ୍ୟା କଲା ପୁତୁରା
ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନାର ହାତୀଆଡା ଗ୍ରାମରେ ମଉସାକୁ ଶିଳପୁଆରେ ଛେଚି ହତ୍ୟା କରିଛି ପୁତୁରା। ଦୀର୍ଘ ଦିନ ହେଲା ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ପରିବାର ଭିତରେ କଳହ ଲାଗି ରହୁଥିଲା। ଗତକାଲି ମଉସା ଜୁହୁରୁ ମାଝୀ ଗାଁରେ ସାମୁହିକ କାର୍ଯ୍ୟରେ ଯୋଗ ଦେଇ ବିଳମ୍ବିତ…
ପଲିଥିନ୍ ତଳେ ୪ ପ୍ରାଣୀ କୁଟୁମ୍ବ, ଦୁର୍ବିଷହ ହୋଇପଡ଼ିଛି ବୃଦ୍ଧାଙ୍କ ଜୀବନ
ଯଶିପୁର: ଯଶିପୁର-ରରୁଆଁ ରାସ୍ତାକଡ଼ରେ ଭଞ୍ଜକିଆ ବଜାର ଛକ ନିକଟରେ ଜଣେ ବିଧବା ମହିଳା ଅସହାୟ ଭାବେ ବର୍ଷବର୍ଷ ଧରି ଭଙ୍ଗାଦଦରା ଘରେ ଦୁର୍ବିଷହ ଜୀବନ ବିତାଉଛନ୍ତି। ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ନେହୁରା ହୋଇଥିଲେ ହେଁ ଆବାସ ଯୋଜନାରେ ଘରଟିଏ ନ ମିଳିବାରୁ ୪ ପ୍ରାଣୀ…
ପଦ୍ମପୁର ଉପନିର୍ବାଚନ ଲାଗି ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ: ୧୪ରେ ପ୍ରାର୍ଥିପତ୍ର ଦାଖଲ
ଭୁବନେଶ୍ୱର: ପ୍ରଦୀପ ପୁରୋହିତ ପଦ୍ମପୁର ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ହେବେ ବୋଲି ସୁନ୍ଦରଗଡ଼ ବିଧାୟକ ତଥା ବିଜେପି ନେତା କୁସୁମ ଟେଟେ ସୂଚନା ଦେଇଛନ୍ତି। ଏଣେ ୧୪ ତାରିଖରେ ବିଜେପି ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରାଯିବ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି।…
ଗଜବାହାଲରେ ଧାନ ମଣ୍ଡି ଖୋଲିବା ଦାବିରେ ରାସ୍ତାରୋକ
କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଞ୍ଚାୟତରେ ଖରିଫ ଧାନମଣ୍ଡି ଖୋଲିବା ଦାବିରେ ଆଜି ରିଷିଡା -ମ.ରାମପୁର -ବଲାଙ୍ଗୀର ରାସ୍ତାର ଗଜବାହାଲ ଛକଠାରେ ଚାଷୀମାନେ ରାସ୍ତାରୋକ କରିଛନ୍ତି। ଏହାଫଳରେ ଭବାନୀପାଟଣାରୁ ବଲାଙ୍ଗୀରକୁ କୌଣସି ଯାନବାହାନ ଯାଇନପାରି ଅଟକି…
ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପାଇଁ ବଢ଼ୁଛି ସମର୍ଥନ
ସମ୍ବଲପୁର : ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପୁଣି ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଧୀରେ ଧୀରେ ଜନ ସମର୍ଥନ ବଢ଼ୁଥିବା ପରିଲକ୍ଷିତ ହୋଇଛି। ଗୁରୁବାର ଦିନ ସମ୍ବଲପୁର ସହରର ଅନେକ ସଂଗଠନ ସ୍ବତଃସ୍ଫୁର୍ତ୍ତ ଭାବେ ସାମିଲ ହୋଇଛନ୍ତି।…
ଭଦ୍ରକ: ପୌରାଧ୍ୟକ୍ଷା-ନିର୍ବାହୀ ଅଧିକାରୀଙ୍କ ବିବାଦ ତେଜିଲା
ଭଦ୍ରକ : ପୌରାଞ୍ଚଳରେ ଉନ୍ନୟନମୂଳକ କାମକୁ ନେଇ ଭଦ୍ରକ ପୌରାଧ୍ୟକ୍ଷା ଓ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧ ଦିନକୁ ଦିନ ତେଜିବାରେ ଲାଗିଛି। ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତଙ୍କ ଦରମା ବନ୍ଦ ପାଇଁ ଗତକାଲି ପୌରାଧ୍ୟକ୍ଷା ଗୁଲମକି ଦଲୱାଜି ହବିବି…