Browsing Category

ଜିଲ୍ଲା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କୌଳିକ ପଣ୍ଡାଙ୍କ ଖାତାରେ ଲେଖିଲେ ଅନୁଭୂତି: ‘ମହାପ୍ରଭୁ ଆଦିବାସୀଙ୍କ ଦାରୁଦେବତା’

ପୁରୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କୌଳିକ ପଣ୍ଡା ବୈଦ୍ୟନାଥ ମହାପାତ୍ରଙ୍କ ସହ ଯାଇ ସପରିବାର ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଫେରିବା ବେଳେ ରାଷ୍ଟ୍ରପତି କୌଳିକ ପଣ୍ଡାଙ୍କ ଖାତାରେ ନିଜ ଅନୁଭୂତି ଲେଖିଛନ୍ତି। ଯେଉଁଥିରେ ରାଷ୍ଟ୍ରପତିଙ୍କ ସହ ଝିଅ ଇତିଶ୍ରୀ ମୁର୍ମୁ ଓ ଜ୍ବାଇଁ ଗଣେଶ…

ଡକାୟତି ଉଦ୍ୟମ, ୫ ଗିରଫ

ଖୋର୍ଦ୍ଧା: ଆଜି ଭୋର ପ୍ରାୟ ୨ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଓ ଜଟଣୀ ସଂଲଗ୍ନ ଗୋଶାଳା ପଡ଼ିଆ ନିକଟରୁ ୫ଜଣ ଯୁବକଙ୍କୁ ଗିରଫ କରାଯାଇଛି।   ଗିରଫ ହୋଇଥିବା ଯୁବକମାନେ ହେଲେ ଢେଙ୍କାନାଳ ଜିଲ୍ଲା କାରିଆଁର ବିଶ୍ୱନାଥ ମଲ୍ଲିକ ଓରଫ ବିଶୁ (୩୧) ଓ ରାଜୁ ମଲ୍ଲିକ (୪୦), ଖୋର୍ଦ୍ଧା ଗୁଡ଼ୁମ…

ତେଲେଙ୍ଗାନାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ନୂଆପଡ଼ା/ବୋଡ଼େନ/କରଙ୍ଗାମାଲ : ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ସୁନାପୁର ପଞ୍ଚାୟତ କେଶରାଜପୁର ଗାଁର ଜଣେ ଯୁବକ ତେଲେଙ୍ଗାନାକୁ କାମ କରିବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ସେଠାରେ କମ୍ପାନି ମାଲିକ ତାକୁ ହତ୍ୟା କରିଥିବା ଯୁବକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।…

ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାର ଖିଣ୍ଡା ଛକରେ ବସକୁ ପିଟିଲା ଟ୍ରକ୍; ଜଣେ ମୃତ, ୧୦ରୁ ଅଧିକ ଆହତ

ସମ୍ବଲପୁର/ ଝାରସୁଗୁଡ଼ା: ସମ୍ବଲପୁର -ଝାରସୁଗୁଡ଼ା ରାସ୍ତାର ଖିଣ୍ଡା ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ସମ୍ବଲପୁର ଜିଲ୍ଲା ଠେଲକୋଲି ଥାନା ଅନ୍ତର୍ଗତ ଖିଣ୍ଡା ଛକ ନିକଟରେ ଝାରସୁଗୁଡ଼ାରୁ ଆସୁଥିବା ମହାଲକ୍ଷ୍ମୀ ବସକୁ ପଛରୁ ଏକ ଟ୍ରକ୍ ପିଟିବା ଫଳରେ…

ଗଛରେ ପିଟି ହେଲା ବାଇକ୍: ୨ ଗୁରୁତର

ବୈପାରିଗୁଡ଼ା: ବାଇକ୍ ଦୁର୍ଘଟଣାରେ ୨ ଜଣ ଗୁରୁତର ଭାବେ ଆହତ ହୋଇ ବୈପାରିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କୁ ଜୟପୁର ଜିଲ୍ଲା ହସପିଟାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଘଟଣା ଅନୁଯାୟୀ ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ପଞ୍ଚାୟତର କାକଲପଡା…

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା: ସହଯୋଗୀ ଖଗେଶ୍ୱରଙ୍କୁ ଗିରଫ କଲା ଇଡି

ଭୁବନେଶ୍ବର/କେସିଙ୍ଗା/ବାଙ୍କୀ/ଜଳେଶ୍ବର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତାର ତଦନ୍ତକୁ ଜୋରଦାର କରିଛି। ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ଆଜି ଇଡି ଗିରଫ କରିଥିବା ଜଣାଯାଇଛି। ଅର୍ଚ୍ଚନାଙ୍କ ସହ ଖଗେଶ୍ୱରଙ୍କ ଏକାଧିକ…

ଅଧୀକ୍ଷଣ ଯନ୍ତ୍ରୀଙ୍କ ଗସ୍ତ ବିବରଣୀ: ଛୁଟିରେ ଗସ୍ତକୁ ନେଇ ସନ୍ଦେହ ବଢ଼ୁଛି

ଯାଜପୁର : ଚଣ୍ଡିଖୋଲସ୍ଥିତ ଆରଡବ୍ଲୁଏସ୍‌ଏସ୍‌ ଡିଭିଜନରେ ବ୍ୟାପକ ଟେଣ୍ଡର ଫିକ୍ସିଂ ଓ ଗୁପ୍ତଟେଣ୍ଡର କାରବାର ଘଟଣାକୁ ନେଇ ଚର୍ଚ୍ଚା ଲାଗିରହିଛି। ଏପରିସ୍ଥଳେ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀଙ୍କର ଛୁଟିରେ ଗସ୍ତ ବିବରଣୀକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ହସ୍ତଗତ ତଥ୍ୟ ଅନୁସାରେ,…

ଚାଷୀଙ୍କୁ ମିଳୁନି ସବ୍‌ସିଡି ଟଙ୍କା

ଅନୁଗୁଳ : ସବ୍‌ସିଡିରେ ଚାଷୀଙ୍କୁ ଧାନ ବିହନ ଯୋଗାଇଥିଲେ ସରକାର। କିନ୍ତୁ, ସେଥିପାଇଁ ଚାଷୀଙ୍କଠୁ ଆଗୁଆ ନେଇଥିଲେ ପୂରା ଟଙ୍କା। କହିଥିଲେ, ଚାଷୀ ପୂରା ଟଙ୍କା ଆଗୁଆ ପୈଠ କଲାପରେ ତାଙ୍କ ଆକାଉଣ୍ଟ୍‌କୁ ସବ୍‌ସିଡି ଟଙ୍କା ଆସିବ। ଏଥିରେ ଦୁର୍ନୀତି ହେବନାହିଁ। ଚାଷୀ ନାଁରେ ସବ୍‌ସିଡି ଟଙ୍କା…

କାର୍ତ୍ତିକ ସରିଲା: ମହାପ୍ରସାଦ ଶୋଷଣ କମିଲାନି

ପୁରୀ : ପବିତ୍ର କାର୍ତ୍ତିକ ମାସ ସରିବାକୁ ବସିଲା, କିନ୍ତୁ ମହାପ୍ରସାଦ ଦର ନିୟନ୍ତ୍ରଣ ହୋଇପାରିଲା ନାହିଁ। ଯେଉଁଥିପାଇଁ ପ୍ରତିଦିନ ଭକ୍ତମାନେ ମହାପ୍ରସାଦ କିଣି ଶୋଷଣ ଶିକାର ହେଉଛନ୍ତି। କିଛି ଦଲାଲ ଏଭଳି ଶୋଷଣର ମାର୍ଗ ପ୍ରଶସ୍ତ କରି ଚାଲିଛନ୍ତି। ଆନନ୍ଦବଜାରରୁ ମହାପ୍ରସାଦ କିଣିଆଣି…

ଧାମନଗର ଉପନିର୍ବାଚନ

ଭଦ୍ରକ: ଧାମନଗର ଉପନିର୍ବାଚନର ଦ୍ବିତୀୟ ରାଉଣ୍ଡର ଗଣତିରେ ବି ବିଜେପି ପ୍ରାର୍ଥୀ ଆଗୁଆ ଥିବାର ସୂଚନା ରହିଛି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୬୧୦ରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ବିଜେପିର ସୂର୍ଯ୍ୟବଂଶୀ ସୂରଜ ଦ୍ଵିତୀୟ ରାଉଣ୍ଡ ସୁଦ୍ଧା ୧୩୭୯ ଖଣ୍ଡ ଭୋଟରେ ଆଗୁଆ ଥିବା ଜଣାଯାଇଛି।…