Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ଆବାସ କାର୍ଯ୍ୟାଦେଶ ଦେଇ ଦିବ୍ୟାଙ୍ଗଙ୍କୁ ଠକିଦେଲା ପ୍ରଶାସନ; ଅଗ୍ରିମ ପାଇଁ ଲାଞ୍ଚ ଦାବି ଅଭିଯୋଗ, ଜିଲ୍ଲାପାଳଙ୍କୁ…
ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ରେ ସରକାରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହେଉଛି। ତଳତଳିଆ କର୍ମଚାରୀମାନେ ପ୍ରକୃତ ହିତାଧିକାରୀଙ୍କୁ ଆବାସ ପାଇଁ ଲାଞ୍ଚ ମାଗୁଛନ୍ତି। ଆଉ ଲାଞ୍ଚ ଦେଇ ନପାରିଲେ କାର୍ଯ୍ୟାଦେଶକୁ ରଦ୍ଦ କରିଦେଉଛନ୍ତି। ଚାନ୍ଦପୁର ପଞ୍ଚାୟତ ଡଭାର…
ବନ୍ଦ କାରଖାନାରେ ରେଲୱେ ସାଇଡିଂକୁ ଭଡ଼ା; ମେସ୍କୋ କର୍ମଚାରୀ, ଶ୍ରମିକଙ୍କ ଅସନ୍ତୋଷ ବଢ଼ୁଛି
ଯାଜପୁର : କେନ୍ଦୁଝର ରୋଇଡ଼ା ଖଣିରୁ ବେଆଇନ୍ ଭାବେ ମାତ୍ରାଧିକ ଖନନ ପାଇଁ ପ୍ରାୟ ୯୫୦ କୋଟି ଟଙ୍କା ଜରିମାନା ନଦେବାରୁ ମୋସ୍କୋ କମ୍ପାନି ଚାଲିବା ପାଇଁ ଅନୁମତି (ସିଟିଓ) ମିଳିଲାନାହିଁ। ମାତ୍ର, କମ୍ପାନିର ବେଆଇନ୍ କାରବାର ପାଇଁ ଶହଶହ ପରିବାର ଏବେ ହିନସ୍ତା ହେଉଛନ୍ତି। କଳିଙ୍ଗନଗରସ୍ଥିତ…
ସଫଳ ତୈଳ-ତାଳଚାଷୀ କୁଳମଣି: ଟାଙ୍ଗରା ଜମିରୁ ରୋଜଗାର ମାସକୁ ୫୦ ହଜାର
ନୀଳଗିରି (ଦିଲ୍ଲୀପ ସ୍ବାଇଁ): ବୟସ କେବଳ ଏକ ସଂଖ୍ୟା। ଚାକିରି ପଛରେ ନ ଗୋଡ଼ାଇ ଆତ୍ମନିର୍ଭରଶୀଳ ହୋଇ ହେବ। ମୋଟା ଅଙ୍କର ଅର୍ଥ ରୋଜଗାର କରିହେବ। ଏ ଦୁଇଟି କଥାକୁ ପ୍ରମାଣିତ କରିଛନ୍ତି ୮୨ ବର୍ଷ ବୟସର କୁଳମଣୀ ନାୟକ। ସେ ହୋଇଯାଇଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ। ଜୀବନର ଅପରାହ୍ନରେ…
ସାତକୋଶିଆରେ ଏମିତି ପର୍ଯ୍ୟଟନ: ଆଣ୍ଠେଇଛି ଗୃହ ଆତିଥ୍ୟ, ସଫାରି
ଅନୁଗୁଳ : ବଡ଼ ଯୋଜନା କରିଥିଲେ ସରକାର। ସାତକୋଶିଆରେ ପର୍ଯ୍ୟଟକଙ୍କୁ ଗାଁ ଲୋକଙ୍କ ଦ୍ବାରା ଗୃହ ଆତିଥ୍ୟ ଦିଆଯିବ। କେବଳ ଆତିଥ୍ୟ ନୁହେଁ, ପର୍ଯ୍ୟଟକଙ୍କୁ ସାତକୋଶିଆରେ ସଫାରିରେ ବୁଲାଇବାକୁ ବି ସ୍ବପ୍ନ ଦେଖାଇଥିଲେ। ହେଲେ ସବୁ ସ୍ବପ୍ନ କିନ୍ତୁ ଆରମ୍ଭରୁ ଝୁଣ୍ଟିଛି। ଗୃହ ଆତିଥ୍ୟ ଯୋଜନା…
ମୂର୍ତ୍ତି ବିସର୍ଜନ ବେଳେ ବାଣ ବିସ୍ଫୋରଣ ଘଟଣା: ଚିକିତ୍ସା ଅବସ୍ଥାରେ ଜଣେ ମୃତ, ମୃତକଙ୍କ ସଂଖ୍ୟା ୨କୁ ବୃଦ୍ଧି
କଟକ: କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ବାଲିଆ ବଜାରରେ ଗତ ୨୪ ତାରିଖ ରାତିରେ କାର୍ତ୍ତିକେଶ୍ବର ମୂର୍ତ୍ତି ଭସାଣି ସମୟରେ ଗୁରୁତର ଜଣେ ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ୨୩ ବର୍ଷିୟ ପିଣ୍ଟୁ ଖାନ୍। ସେ ୮୦ ଭାଗ ପୋଡି ହୋଇ ବର୍ଣ୍ଣ ଆଇସିୟୁରେ…
ଘରେ ଶୋଇଥିବା ବେଳେ ଲଗାଇ ଦେଲେ ନିଆଁ: ଦମ୍ପତି ଗୁରୁତର
ଉଦଳା: ଯୁବକ ଘଟାଇଲେ ନାରକୀୟ କାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡ଼ୋଶୀଙ୍କ ଘରେ ନିଆଁ ଲଗାଇଦେଲେ ଯୁବକ। ଘରେ ଶୋଇଥିବା ବେଳେ ନିଆଁ ଲାଗିବା ଫଳରେ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି ସ୍ୱାମୀ ଏବଂ ସ୍ତ୍ରୀ। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ନୂଆସାହି ଗ୍ରାମରେ।
ସୂଚନା…
୧୨ ଦାଦନ ଶ୍ରମିକ ଉଦ୍ଧାର, ଜଣେ ସର୍ଦାର ଗିରଫ
ପାଟଣାଗଡ଼: ପାଟଣାଗଡ଼ ଓ ବେଲପଡା ଅଞ୍ଚଳରୁ ଅନ୍ୟତ୍ର ଦାଦନ ଶ୍ରମିକ ଭାବେ ଖଟିଯିବାକୁ ଥିବା ବେଳେ ପୁଲିସ ଦ୍ବାରା ୧୨ ଦାଦନ ଶ୍ରମିକ ଉଦ୍ଧାର ଓ ଜଣେ ସର୍ଦାର ଗିରଫ ହୋଇଥିବା ଜଣାପଡିଛି।
କାମଧନ୍ଦା ନ ପାଇ ଅନ୍ୟତ୍ର ଦାଦନ ଶ୍ରମିକ ହୋଇଯିବା ସମୟରେ ପାଟଣାଗଡ଼ ବସଷ୍ଟାଣ୍ଡରେ ଥିବା ସମୟରେ ସନ୍ଦେହ…
ଆଖଣ୍ଡଳମଣି ପୀଠରେ ସେବାୟତଙ୍କୁ ଛୁରାମାଡ଼
ଚାନ୍ଦବାଲି: ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜଣେ ସେବାୟତଙ୍କୁ ଛୁରାମାଡ଼ ହୋଇଥିବା ଜଣାଯାଇଛି। ଏହି ଘଟଣାରେ ଜଣେ ସେବାୟତ ଗୁରୁତର ଆହତ ହୋଇଥିବା ବେଳେ ଛୁରାମାଡ଼ କରିଥିବା ସେବାୟତ ଜଣଙ୍କୁ ଥାନାରେ ଅଟକ ରଖିଛି ପୁଲିସ।
ସୂଚନା ଅନୁଯାୟୀ, ଜଣେ ସେବାୟତ ମନ୍ଦିରରେ ଦୀର୍ଘଦିନ…
ଏସ୍ଏମସିରେ ସୁରକ୍ଷା ବ୍ୟବସ୍ଥା ବିପନ୍ନ: ତରଳ ଲୁହା ପଡ଼ି ପୁଣି ଜଣେ ଶ୍ରମିକ ଅର୍ଦ୍ଧଦଗ୍ଧ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅଧୀନ ହିର୍ମା ଗ୍ରାମରେ ଥିବା ଏସ୍ଏମ୍ସି ଷ୍ଟିଲ ଓ ପାୱାର କାରଖାନାରେ ଗତ ବିଳମ୍ବିତ ରାତିରେ ତରଳ ଲୁହା ପଡ଼ି ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ଚିକିତ୍ସାରେ ବିଳମ୍ବ ଯୋଗୁଁ କାରଖାନା ପରିସରରେ ଶ୍ରମିକମାନଙ୍କ ମଧ୍ୟରେ ଉତ୍ତେଜନା…
ବାଇକ- ସ୍କୁଟି ଧକ୍କା: ଶିକ୍ଷୟିତ୍ରୀ ଏବଂ ମହିଳା କିରାଣି ମୃତ
ଘୁ. ଉଦୟଗିରି: ଆଜି ସ୍ଥାନୀୟ ଅଞ୍ଚଳରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ସକାଳୁ ସକାଳୁ ଲିଙ୍ଗାଗଡ ପଟୁ ଆସୁଥିବା ଜଣେ ବାଇକ (ଓଡି ୧୨ସି ୨୫୯୭) ଚାଳକ ଜଣେ ଶିକ୍ଷୟତ୍ରୀ ଓ ଜଣେ ମହିଳା କିରାଣି ସ୍କୁଟି(ଓଡି ୧୨ସି ୧୭୨୭)ରେ ସ୍କୁଲକୁ ଯାଉଥିବା ବେଳେ ସାମ୍ନା ପଟୁ ଜୋରରେ ଧକ୍କା ଦେଇଥିଲେ।…