Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ଯୁବତୀଙ୍କୁ ଦୁଷ୍କର୍ମ ପରେ ଫଟୋ ଭାଇରାଲ୍!
କଟକ : କଟକରେ ରହୁଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। କେତେକ ଅନ୍ତରଙ୍ଗ ଫଟୋକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରାଯାଇଛି।
ସୂଚନା ଅନୁଯାୟୀ, ଖୋର୍ଧା ଜିଲ୍ଲା ଟାଙ୍ଗୀର ସଂପୃକ୍ତ ଯୁବକ ଢେଙ୍କାନାଳ ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ଗଲା ୪ ବର୍ଷ ହେଲା…
କାଳିଆପାଣି ତାରିଣୀ ବଜାର ହତ୍ୟାକାଣ୍ଡ: ଅଭିଯୁକ୍ତର ଟ୍ରକ୍ ଓ ଘର ଜାଳିଦେଲେ
କାଳିଆପାଣି : ଯାଜପୁର ଜିଲ୍ଲା କାଳିଆପାଣି ତାରିଣୀ ବଜାରରେ ଗତକାଲି ରାତି ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ବୁଧବାର ଦିନ ଦିନତମାମ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା। ବୁଧବାର ସକାଳୁ ଅଭିଯୁକ୍ତର ୧୪ ଚକିଆ ଟ୍ରକ୍(ଓଡି-୦୪ଇ-୦୦୧୮)କୁ ଉତ୍ତ୍ୟକ୍ତ ଲୋକେ ପୋଡ଼ି ଦେଇଥିଲେ। ସେହିପରି…
ଛତୁ ତରକାରୀ ଖାଇ ଗୋଟିଏ ପରିବାର ୭ ଜଣ ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି
ଉମରକୋଟ: ଶ୍ରାବଣରେ ଛତୁକୁ ଶୁଖାଇକି ରଖି ଖାଇଥିବା ଗୋଟିଏ ପରିବାର ୭ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉମରକୋଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଅଭାବନୀୟ ଘଟଣା ଘଟିଛ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନ ଅନ୍ତର୍ଗତ ଆଦିବାସୀ ପୂର୍ଲା ଗ୍ରାମରେ।
ପୁର୍ଲା…
ମୋବାଇଲ୍ ଲୁଟେରାକୁ ଧରିଲା କଟକ ଜିଆରପି ଥାନା ପୁଲିସ, ୧୬ଟି ଫୋନ୍ ଜବତ
କଟକ: ଚଳନ୍ତା ଟ୍ରେନରେ ସେଲ୍ଫି କ୍ରେଜ। ଏହାର ସୁଯୋଗ ନେଉଛନ୍ତି ଲୁଟେରା। ୧୬ ଟି ମୋବାଇଲ ସହ ଜଣେ ଅଭିଯୁକ୍ତକୁ ଗିରଫ କରିିଛି କଟକ ଜିଆରପି ଥାନା ପୁଲିସ। ଜାଣିବାକୁ ମିଳିଛି ଯେ ଗ୍ୟାଙ୍ଗ ମୁଖ୍ୟ ବିନୋଦ ବେହେରାଙ୍କୁ ପୁଲିସ୍ ଗିରଫ କରିଛି।
ଖାନନଗର ରେଳ ଓଭର ବ୍ରିଜ ଓ ଯୋବ୍ରା ଓଭର…
କୁଲତା ସମାଜର ଧର୍ମଶାଳା ପାଇଁ ପୁରୀରେ ୧ ଏକର ଜାଗା ଓ ୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : କୁଲତା ସମାଜର ଲୋକମାନଙ୍କ ସୁବିଧା ପାଇଁ ପୁରୀରେ ଏକ ଧର୍ମଶାଳା ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଏକର ଜମି ମଞ୍ଜୁର କରିଛନ୍ତି। ପୁରୀର ସୁନାମୁହିଁ ମଉଜାରେ ଏହି ଜମି ଦିଆଯିବ। ଏହା ସହିତ ପ୍ରସ୍ତାବିତ ଧର୍ମଶାଳା ପାଇଁ ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ମଧ୍ୟ…
ହାଇକୋର୍ଟ ବେଞ୍ଚ ଆନ୍ଦୋଳନ: ଅଫିସ୍ ଅଦାଲତ ଅଚଳ, ଫେରିଗଲେ ଜଜ୍
ସମ୍ବଲପୁର: ମା’ ମାଟିର ହକ୍ ପାଇଁ ଅଞ୍ଚଳବାସୀ ଚଳାଇଥିବା ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମ୍ବଲପୁରରେ ଥମିବାର ନାଁ ଧରୁନି। ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶକୁ ବି ମାନିଲେନି ଓକିଲ ସଂଘ। ସୁପ୍ରିମକୋର୍ଟଙ୍କ ଚେତାବନୀ ସତ୍ତ୍ବେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଆଜି ମଧ୍ୟ ପଶ୍ଚିମ ଓଡ଼ିଶାରେ…
ସାମାନ୍ୟ ବଚସାକୁ ନେଇ ଆକ୍ରମଣ; ଆଇସିୟୁରେ ଜୀବନ ସହ ଲଢୁଛନ୍ତି ଛାତ୍ର
ବାଲିପାଟଣା: ବାଲିପାଟଣା ଥାନା ଅଧୀନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ ନେଇ ଜଣେ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ର ଜଣକ ଆକ୍ରମଣର ଶିକାର ହୋଇ ଗୁରୁତର ହେବା ପରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଏବେ ଆଇସିୟୁରେ ରଖାଯାଇ…
ଭିଜିଲାନ୍ସ ଜାଲରେ ବଡଚଣା ଏ.ବି.ଓ
ଜୈନିକ ଶିକ୍ଷକଙ୍କୁ ବଦଳି କରାଇଦେବା ପାଇଁ ଲାଞ୍ଚ ନେଉଥିବା ସମୟରେ ବଡଚଣା ବ୍ଲକର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅମୀୟ ଦାସ ଭିଜିଲାନ୍ସ ହାତରେ ଧରା ପଡ଼ିଛି । ଏହି ରାକେଟରେ ସାମିଲ ଥିବା ସନ୍ଦେହରେ ବିଇଓ ଅଫିସର ଅନ୍ୟ ଦୁଇଜଣ କିରାଣୀଙ୍କୁ ଭିଜିଲାନ୍ସ ଅଟକ ରଖି ତଦନ୍ତ କରୁଛି
ଅନ୍ୟପଟେ…
ଜଳେଶ୍ବରରେ ରିଲିଫ୍ କେଳେଙ୍କାରୀ: ବନ୍ୟାପୀଡ଼ିତଙ୍କ ଟଙ୍କା ଖାଇଗଲେ!
ଜଳେଶ୍ବର: ଅଗଷ୍ଟ ମାସ ସୁବର୍ଣ୍ଣରେଖାରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ଏହି ବନ୍ୟା ରିଲିଫ୍ ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ଆଜି ଜଳେଶ୍ବର ବ୍ଲକ୍ ପରିସରରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିରରେ ଏଡିଏମ୍ ନିଲୁ ମହାପାତ୍ରଙ୍କ ନିକଟରେ ପାଇକସିଦା ପଞ୍ଚାୟତର…
ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍: ଜଣଙ୍କର ମୃତ୍ୟୁ, ୫ ଆହତ
ନୟାଗଡ଼: ନୟାଗଡ଼ ଜିଲ୍ଲାର ଇଟାମାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଠିଆ ହୋଇଥିବା ଏକ ଟ୍ରକକୁ ପଛରୁ ଯାତ୍ରବାହୀ ବସ୍ ପିଟିଥିଲା। ଏହାଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ୫ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଭବାନୀପାଟଣାରୁ ଭୁବନେଶ୍ବର ଅଭିମୁଖେ…