ଭିଜିଲାନ୍ସ ଜାଲରେ ବଡଚଣା ଏ.ବି.ଓ

ଜୈନିକ ଶିକ୍ଷକଙ୍କୁ ବଦଳି କରାଇଦେବା ପାଇଁ ଲାଞ୍ଚ ନେଉଥିବା ସମୟରେ ବଡଚଣା ବ୍ଲକର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅମୀୟ ଦାସ ଭିଜିଲାନ୍ସ ହାତରେ ଧରା ପଡ଼ିଛି । ଏହି ରାକେଟରେ ସାମିଲ ଥିବା ସନ୍ଦେହରେ ବିଇଓ ଅଫିସର ଅନ୍ୟ ଦୁଇଜଣ କିରାଣୀଙ୍କୁ ଭିଜିଲାନ୍ସ ଅଟକ ରଖି ତଦନ୍ତ କରୁଛି
ଅନ୍ୟପଟେ ଭିଜିଲାନ୍ସର ଅନ୍ୟଏକ ତଦନ୍ତକାରୀ ଦଳ ଗିରଫ ଏବିଓ ପୈତୃକ ଘର କଡେଇ ସ୍ଥିତ ବାସଭବନରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

Comments are closed.