Sign in
Sign in
Recover your password.
A password will be e-mailed to you.
Browsing Category
କେନ୍ଦ୍ରାପଡା
ବର୍ଷା ରେ ଧସେଇ ଯାଇଥିବା ସ୍ଥାନ ବୁଲି ଦେଖିଲେ ବିଧାୟକ ରାଜନଗର ।
କେନ୍ଦ୍ରାପଡା : ଅତି ପ୍ରବଳ ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜନଗର ଭିତରକନିକା ମୁଖ୍ୟ ରାସ୍ତାର ଭିତରଗଡ ଓ କଣ୍ଡିରା ମଧ୍ୟସ୍ଥଳୀ କଲର୍ଭଟର ଧସେଇ ଯାଇଥିବା ସ୍ଥାନକୁ ମାନ୍ୟବର ବିଧାୟକ , ରାଜନଗର ଓ ସ୍ଥାନୀୟ ନେତୃବୃନ୍ଦଙ୍କ ସହ ପରିଦର୍ଶନ କରିବା ସହିତ ବିଭାଗ୍ୟ ଅଧିକାରୀ ଙ୍କ ସହିତ ଆଲୋଚନା…
କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ସ୍ଥିତି ଅପରିବର୍ତ୍ତିତ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲାରେ ପ୍ରବାହିତ ମହାନଦୀର ଶାଖା ଲୁଣା, କରାଣ୍ଡିଆ, ପାଇକା ଓ ଚିତ୍ରୋପିଳା ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉଦ୍ଧ୍ୱର୍ରେ ପ୍ରବାହିତ ହେବା ଫଳରେ ନଦୀଘେର ମଧ୍ୟରେ ଥିବା ଗ୍ରାମ ଗୁଡ଼ିକରେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଅନ୍ୟପକ୍ଷରେ ୧୭ଟି…
କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହେବା ଆଶଙ୍କା
ମହାନଦୀ ଆସିଥିବା ପ୍ରବଳ ବନ୍ୟା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବାହିତ ପାଇକା, ଚିତ୍ରୋପିଳା, କରାଣ୍ଡିଆ, ଲୁଣା ଓ ବିରୁପା ନଦୀ ବିପଦ ସଙ୍କେତ ଊଦ୍ଧ୍ୱର୍ରେ ପ୍ରବାହିତ ହେଉଛି । ନଦୀ ଘେର ଭିତରେ ଥିବା ଗାଁଗୁଡ଼ିକରେ ବନ୍ୟା ଜଳ ପ୍ଳାବିତ ହେବା ସହ ଲୋକଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଛି…
କେନ୍ଦ୍ରାପଡା ଟାଉନରେ କଂଗ୍ରେସ ତରଫରୁ ମହଙ୍ଗାଇପେ ଚର୍ଚ୍ଚା
କେନ୍ଦ୍ରାପଡ଼ା : ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦେଶ ତଥା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସମଗ୍ର ରାଜ୍ୟରେ ଅଗଷ୍ଟ ୧୭ ରୁ ୨୩ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ମହଙ୍ଗାଇପେ ଚର୍ଚ୍ଚା କାର୍ଯ୍ୟକ୍ରମର କେନ୍ଦ୍ରାପଡା ନଗର କଂଗ୍ରେସ ଆଜି ସାମିଲ ହୋଇଛି । ନଗର…
ବିଜେପିର ରାଜ୍ୟସ୍ତରୀୟ ପ୍ରତିନିଧି ମଣ୍ଡଳୀଙ୍କ ବନ୍ୟା ଅଞ୍ଚଳ ପରିଦର୍ଶନ
କେନ୍ଦ୍ରପଡ଼ା(୧୮/୮): କେନ୍ଦ୍ରପଡ଼ା ବିଜେପିର ରାଜ୍ୟସ୍ତରୀୟ ପ୍ରତିନିଧି ମଣ୍ଡଳୀ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ କେନ୍ଦ୍ରପଡ଼ାରେ ପହଞ୍ଚି ପାଟକୁରା ଓ ମହାକାଳପଡ଼ାର ବିଭିନ୍ନ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପିଡ଼ିତଙ୍କୁ ଭେଟିବା ସହ ସମସ୍ୟା ବିଷୟରେ ଆଲୋଚନା…
ବହୁ ଚର୍ଚ୍ଚିତ ସିଙ୍ଗିରି ସରପଞ୍ଚ ଚିତ୍ରସେନ ଦାସ ହତ୍ୟା ମାମଲା, ୮ ଜଣଙ୍କୁ ଆଜୀବନ କାରାଦଣ୍ଡ
କେନ୍ଦ୍ରାପଡା: ଆଳି ବ୍ଲକ ଅନ୍ତର୍ଗତ ସିଙ୍ଗିରି ପଞ୍ଚାୟତର ପୂର୍ବତନ ସରପଞ୍ଚ ଚିତ୍ରସେନ ଦାସ ହତ୍ୟାକାଣ୍ଡ ମାମଲାର ବିଚାର କରି କେନ୍ଦ୍ରାପଡା ଜିଲ୍ଲା ଗୋପାଳ ବେହେରା ୮ ଜଣ ଆସାମୀଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଲେଖାଁଏ ଆର୍ଥିକ ରେ ଦଣ୍ଡିତ କରିଛନ୍ତି , ଜୋରିମାନା ଅନାଦେୟ ଅଧିକ ୧ ବର୍ଷ…
ରାଜନଗରରେ ମାନ୍ୟବର ମନ୍ତ୍ରୀ ରୋହିତ ପୁଜାରି
ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ରାଜନଗର ରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅନୁଦାନରୁ ଅଧ୍ୟାପକ ବିଶ୍ରାମ ଗୃହର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ମାନ୍ୟବର ମନ୍ତ୍ରୀ ଇଂ ରୋହିତ ପୂଜାରୀ ଙ୍କ କରକମଳରେ ସମ୍ପାଦିତ, ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ କନିକା ରାଜା ଶିବେନ୍ଦ୍ର…
ବ୍ଲକସ୍ତରୀୟ ଯାଦବ ଜନଗଣନା କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାଜିଲ୍ଲା ଯାଦବ ମହାସଭାର ନିଷ୍ପତ୍ତି କ୍ରମେ ଆଜି ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଞ୍ଚାୟତର ମଙ୍ଗରାଜପୁର ଠାରେ ବ୍ଲକସ୍ତରୀୟ ଯାଦବ ଜନଗଣନା କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା l ଏଥିରେ ବ୍ଲକ ସଭାପତି ଅଧ୍ୟାପକ ଗୋଲକ ଚନ୍ଦ୍ର ମହାଭୋଇ ଆୟୋଜିତ ସଭାରେ…