Sign in
Sign in
Recover your password.
A password will be e-mailed to you.
Browsing Category
କେନ୍ଦ୍ରାପଡା
ନିଖୋଜ କଲେଜ ଛାତ୍ରଙ୍କ ମୃତ ଦେହ ଉଦ୍ଧାର
ପଟ୍ଟାମୁଣ୍ଡାଇ : ଗତ ଦୁଇ ଦିନ ତଳୁ ନିଖୋଜ ଥିବା ଛାତ୍ରଙ୍କ ମୃତ୍ୟୁଦେହ ଶନିବାର ସକାଳେ ବ୍ରାହ୍ମନୀ ନଦୀ ନିମପୁର-ଶ୍ରୀରାମପୁର ପଠାରୁ ଉଦ୍ଧାର ହୋଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକ ହେଉଛନ୍ତି ମହାକାଳପଡା ଥାନା ଶଙ୍ଖପଦା…
ବରିଷ୍ଠ କଂଗ୍ରେସ ନେତା ଗୋପାଳ କୃଷ୍ଣ ଜେନା ଙ୍କ ଦେହାନ୍ତ l
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ବରିଷ୍ଠ ନେତାଙ୍କ ଅକାଳ ବିୟୋଗ ହୋଇ ଯାଇଛି । ସେ କିଛିଦିନ ହେବ କିଡ଼ନୀ ରୋଗ ରେ
ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲେ , ତାଙ୍କ ମୃତ୍ୟୁର ଖବର ପାଇ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀଯୁକ୍ତ ଶଶୀଭୂଷଣ , ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ,…
ଦିଲ୍ଲୀରେ ଦୁର୍ଘଟଣାଗ୍ରସ୍ତ ଦୁଇ ଭାଇଙ୍କୁ ବରୀ ବିଧାୟିକାଙ୍କ ସହାୟତା
ବରୀ: ତ୍ୟାଗ, ତପସ୍ୟା ଓ ସେବାର ଅନ୍ୟନାମ ହେଉଛି ରାଜନୀତି, ବିଧାୟିକା ତାହା କାର୍ଯ୍ୟରେ କରି ଦେଖାଇଛନ୍ତି, ମଣିଷ ପଣିଆର ନିଚ୍ଛକ ଉଦାହରଣ ସୃଷ୍ଟି କରିଛନ୍ତି । କଳାମାଟିଆ ପଞ୍ଚାୟତ କାଇପଡ଼ା ଗ୍ରାମର ଜୁଲୁ ଜେନା(୩୫), ମୁନା ଜେନା(୨୭) ଦିଲ୍ଲୀରେ ରହି କାମ କରନ୍ତି । ନିଜ ବଡ଼ବାପାଙ୍କ…
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଦ୍ୱାରା ଉପକୃତ ହୋଇ ଧନ୍ୟବାଦ ଜଣେଇଲେ ଅଟୋ ଚାଳକ
କେନ୍ଦ୍ରାପଡା : ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଡ଼ିଆବରାଇ ଗ୍ରାମପଂଚାୟତ ର କାମିନୀ କାନ୍ତ ସ୍ୱାଇଁ (ଅଟୋ ଚାଳକ )୧୦ ଦିନ ପୁର୍ବ ରୁ କୀଡୀନି ରୋଗରେ ଆକ୍ରାନ୍ତ ଥିଲେ ଏହି ଦୁଖଃଦ ସମୟରେ ସହଯୋଗର ହାତବଢ଼ାଇ ଥିଲେ ମାନ୍ୟବର ବିଧାୟିକାଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସଞ୍ଜୟ ଅଗରୱାଲା,…
କୁମ୍ଭୀର କବଳରୁ ରକ୍ଷା ପାଇଲେ ଯୁବକ
ପଟ୍ଟାମୁଣ୍ଡାଇ: କୁମ୍ଭୀର କବଳରୁ ରକ୍ଷା ପାଇଲେ ଯୁବକ। ଏହି ଘଟଣା ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନିମପୁର ଶାସନ ପଞ୍ଚାୟତର ଅରାଜି ବାବୁରୁ ଗାଁର ବାହାନା ଭୂୟାଁ ନଦୀକୂଳରେ ଶୌଚ ହେବା ସମୟରେ ଏକ କୁମ୍ଭୀର…
ଜଳଯୋଗାଣର ବିଚିତ୍ର ସ୍ଥିତି, କାମରେ ଲାଗୁନି ଟାଙ୍କି, ପାଣିରେ ପଡ଼ୁଛି ଟଙ୍କା
ମାର୍ଶାଘାଇ: ମାର୍ଶାଘାଇରେ ପାନୀୟ ଜଳ ଯୋଗାଣର ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି। ବ୍ଲକ୍ର ବିଭିନ୍ନ ସ୍ଥାନରେ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ କରାଯାଇଛି। ହେଲେ, ଏହି ଟାଙ୍କି କାମରେ ଲାଗି ପାରୁନି। ଟାଙ୍କିକୁ ପାଣି ଉଠୁନି। ଜମପଡା ପାନୀୟଜଳ ପ୍ରକଳ୍ପ ସହିତ ବନ୍ଧକଟା (ଜରିଆବରେଇ)…
ଅନାମବନ୍ଧୁ ଧଳଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ସଭା ଓ ରକ୍ତଦାନ ଶିବିର ଅନୁଷ୍ଠିତ ।
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତଃ ଅନାମବନ୍ଧୁ ଧଳଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଶ୍ରଦ୍ଧାଞ୍ଜଳୀ ପ୍ୟାଲେସ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନାମବନ୍ଧୁ ଧଳ ସ୍ମୃତି ତରଫରୁ ଆୟୋଜିତ ଏହି ସ୍ମୃତି ସଭାରେ ବରିଷ୍ଠ ନେତା ଭଜ କୃଷ୍ଣ ରାଉତ ସଭାପତିତ୍ୱ…
ସ୍କୁଲ ଆସିଲେନି ଶିକ୍ଷକ, ବାହାରେ ବୁଲିଲେ ଛାତ୍ରଛାତ୍ରୀ
ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ କୁହୁଡ଼ି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୩୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ିଥାନ୍ତି। ହେଲେ ଚଉଦ ଦିନ ହେବ ସ୍ଥାୟୀ ଶିକ୍ଷୟିତ୍ରୀ ଜଣେ ଛୁଟିରେ ଯିବା ଫଳରେ ଏହି ସ୍କୁଲକୁ ଆଜି ଜଣେ ଶିକ୍ଷକ ତ କାଲି ଆଉଜଣେ ଶିକ୍ଷକ ବଦଳି କରି…
ଅବ୍ୟବସ୍ଥାରେ ରଙ୍କାଳ ରଘୁନାଥପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ! ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କର୍ତ୍ତୃପକ୍ଷଙ୍କ…
କେନ୍ଦ୍ରାପଡ଼ା : ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାର୍ଶାଘାଇ ବ୍ଲକର ରଙ୍କାଳ - ରଘୁନାଥପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ଭିତରେ ଚାଲିଥିବାରୁ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ପୂର୍ବତନ ସଭାପତି ତେଜେଶ୍ୱର ପରିଡ଼ା ଗତ ଶନିବାର 10th September 2022…
ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ, ସାମିଲ୍ ହେଲେ ୩ ଟିମ୍
ରାଜନଗର: ବିଶ୍ବପ୍ରସିଦ୍ଧ ଭିତରକନିକା ଏବେ ଦେଶୀୟ ପକ୍ଷୀଙ୍କ କାକଳିରେ ଫାଟି ପଡୁଛି। ଦେଶରେ ମୌସୁମୀ ବାୟୁ ସକ୍ରିୟ ହେବା ପରଠାରୁ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଭିଡ଼ ଜମିଛି। ଭିତରକନିକାର ମଠଆଡିଆ, ଦୁର୍ଗାପ୍ରସାଦଡିଆ ଓ ଲକ୍ଷ୍ମୀପ୍ରସାଦଡିଆରେ ଦେଶୀୟ ପକ୍ଷୀ ଭିଡ ଜମାଇବା ସହ ବସା କରି…