Browsing Category

ଗଜପତି

ସଂଯୁକ୍ତ କିଶାନ୍ ମୋର୍ଚ୍ଚା ଗଜପତି ଶାଖା ପକ୍ଷରୁ ବିକ୍ଷୋଭ ଓ ଜେଲଭରୋ ଆନ୍ଦୋଳନ ।

ଗଜପତି,୧୦.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦରମହକୁମା କଲେଜ ଛକ ନିକଟରେ ଜନତାଙ୍କ ମୌଳିକ ଅଧିକାର ଉପରେ ସରକାରଙ୍କର ଆକ୍ରମଣକୁ ତୀବ୍ର ବିରୋଧ କରି ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ଗଜପତି ଜିଲ୍ଲା ଶାଖା ପକ୍ଷରୁ ଦଣ୍ଡପାଣି ରଇତଙ୍କ ନେତୃତ୍ବରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଘର ତାଲା ଭାଙ୍ଗି ଲୁଟି ନେଲେ ୫.୫ ଲକ୍ଷ ଟଙ୍କା ଓ ୭ ଭରି ସୁନା ଗହଣା ।

ଗଜପତି,୧୦.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦରମହକୁମା ସଞ୍ଜୟଗାନ୍ଧୀ କଲୋନୀରେ ଘରେ କେହି ନଥିବାର ସୁଯୋଗ ନେଇ ଘରର ତାଲା ଭାଙ୍ଗି ବଡ଼ ଧରଣର ଲୁଟ୍ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଘର ମାଲିକ ଏସ୍. ସନ୍ତୋଷିନୀ ତାଙ୍କ ସମ୍ପର୍କୀୟଙ୍କ ଦେହ ଖରାପ ଥିବାରୁ ସପରିବାର ଭୁବନେଶ୍ୱର…

ପାରଳାଖେମୁଣ୍ଡି ରେଳଷ୍ଟେସନରେ ଅଘଟଣ: ରାଜ୍ୟରାଣୀ ଏକ୍ସପ୍ରେସରୁ ଖସି ଯୁବକ ଗୁରୁତର ।

ଗଜପତି,୧୦.୮(ମନୋଜ ପାଢ଼ୀ)-: ପାରଳାଖେମୁଣ୍ଡି ରେଳଷ୍ଟେସନଠାରେ ଆଜି ଏକ ଦୁଃଖଦ ରେଳ ଦୁର୍ଘଟଣା ଘଟିଯାଇଛି। ରାଉରକେଲାଠାରୁ ଗୁଣପୁର ଅଭିମୁଖେ ଯାଉଥିବା ରାଜ୍ୟରାଣୀ ଏକ୍ସପ୍ରେସରୁ ଜଣେ ଯୁବକ ଖସି ପଡ଼ି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଗଜପତି ଜିଲ୍ଲା ରାୟଗଡ…

ଗୁମ୍ମା ରେଡାଲ ଗ୍ରାମରେ ୨ ମାସ ହେଲା ଠପ୍ ମୋବାଇଲ୍ ନେଟୱର୍କ, ଯୋଗାଯୋଗରୁ ବିଚ୍ଛିନ୍ନ ଗ୍ରାମବାସୀ।

ଗଜପତି,୧୦.୮(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ପଞ୍ଚାୟତର ରେଡାଲ ଗ୍ରାମରେ ଦୀର୍ଘ ଦୁଇ ମାସ ହେଲା ମୋବାଇଲ୍ ନେଟୱର୍କ ସେବା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇପଡ଼ିଛି। ଫଳରେ ଶହ ଶହ ଗ୍ରାମବାସୀ ଯୋଗାଯୋଗ ବ୍ୟବସ୍ଥାରୁ ବିଚ୍ଛିନ୍ନ ହୋଇ ନିତିଦିନ ବିଭିନ୍ନ ସମସ୍ୟାର…

ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ୧୧ କିଲୋଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ।

ଗଜପତି,10.8(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ପୋଲିସ ପକ୍ଷରୁ ଏସ୍‌.ଆଇ. ଶ୍ରୀ ପ୍ରଫୁଲ୍ଲ ଜଗରଙ୍ଗାଙ୍କ ନେତୃତ୍ୱରେ ନିୟମିତ ପେଟ୍ରୋଲିଂ ଚାଲିଥିବା ସମୟରେ ସକାଳ ପ୍ରାୟ ୬ ଘଣ୍ଟା ସମୟରେ ବାଟଗୌଡ଼ ସାହି ଛକ ନିକଟରେ ଜଣେ ବ୍ୟକ୍ତି ସନ୍ଦିଗ୍ଧ ଅବସ୍ଥାରେ…

ମୋହନା ବ୍ଲକରେ ଜୁନିଅର ରେଡକ୍ରସର ପ୍ରାଥମିକ ଚିକିତ୍ସା ଓ ନିଶା ନିବାରଣ ତାଲିମି ଶିବିର ।

ମୋହନା,10.8(ମନୋଜ ପାଢ଼ୀ)-:ଭାରତୀୟ ରେଡ଼କ୍ରସର ଓଡ଼ିଶା ରାଜ୍ୟଶାଖା ଓ ଗଜପତି ଜିଲ୍ଲାର ଜୁନିଅର ରେଡକ୍ରସର ମିଳିତ ଆନୁକୂଲ୍ୟରେ ମୋହନା ବ୍ଲକର ବିଭିନ୍ନ ବିଦ୍ୟାଳୟରେ “ଅସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ” ସ୍ଲୋଗାନକୁ ଆଧାର କରି ଏକ ପ୍ରାଥମିକ ଚିକିତ୍ସା ଓ ନିଶା ନିବାରଣ ତାଲିମି ଶିବିର…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ।

ନୁଆଗଡ,୧୦.୮(ମନୋଜପାଢୀ):-ଗଜପତି ଜିଲ୍ଲା ଅନ୍ତର୍ଗତ ନୂଆଗଡ଼ ବ୍ଳକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଗ୍ରାମମୁଖୀ ପ୍ରଶାସନ ସହିତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ ଶ୍ରୀ…

ଯୁବ କମଳକାନ୍ତକୁ କଳା ଓ ସଂସ୍କୃତି ସଂଘର ଉପସଭାପତି ଦାୟିତ୍ବ ମିଳିଲା ।

ଆର,ଉଦୟଗିରି(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର କଳା ଓ ସଂସ୍କୃତି ସଂଘର ଉପସଭାପତି ଭାବେ ଯୁବ କମଳାକାନ୍ତ ମାଳବିଷୋୟୀ ସର୍ବସମ୍ମତି କ୍ରମେ ଚୟନ କରାଗଲା । ସ୍ଥାନୀୟ ବ୍ଲକର ୧୭ଟି ପଞ୍ଚାୟତର ଲୋକକଳା ସଂଘର ନେଇ ଗଠିତ । ଏହି ବ୍ଳକସ୍ତରୀୟ ସଂଘରେ ବିଡିଓ ସଭାପତି ରହିଥିବା ବେଳେ…

ତୈଲିକ କେନ୍ଦ୍ରିୟ ପରିଷଦରେ ଶ୍ରୀ ଦଣ୍ଡାସି ସାହୁଙ୍କୁ ଦ୍ବିତୀୟ ଥର ପାଇଁ ସଭାପତି ଦାୟିତ୍ବ ପ୍ରଦାନ ।

ମୋହନା,୯.୮(ମନୋଜ ପାଢ଼ୀ):ଆଜି ଦୌଲିଆପଡା ସ୍ଥିତ ସମାଜ କୋଠ ଘର ଠାରେ ଚିକିଟି -ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ର ସମସ୍ତ ଗ୍ରାମ୍ୟ ଓ ଆଞ୍ଚଳିକ ପରିଷଦ ର ସଭାପତି,ସମ୍ପାଦକ ଓ କୋଷାଧକ୍ଷ ଙ୍କ ସହଯୋଗ ରେ କେନ୍ଦ୍ରୀୟ ପରିଷଦ ର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁ ଙ୍କ ଅଧକ୍ଷତା…

ନିୟତି ମାନସିକ ଅନଗ୍ରସର ବିଦ୍ୟାଳୟରେ ବନମହୋତ୍ସଵ ।

ଗଜପତି,୮.୮ (ମନୋଜ ପାଢ଼ୀ): ସ୍ଥାନୀୟ ନିୟତି ମାନସିକ ଅନଗ୍ରସର ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଗତି ମହିଳା ସଂଗଠନ ଓ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ଼କ୍ରସ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ…