Sign in
Sign in
Recover your password.
A password will be e-mailed to you.
Browsing Category
ଗଜପତି
ପୁରୀରେ ହତ୍ୟାକାଣ୍ଡର ଶିକାର ହୋଇଥିବା ମହିଳାଙ୍କର ପରିଚୟ ମିଳିଲା।
ଗଜପତି,୩.୯(ମନୋଜ ପାଢ଼ୀ) :-ପୁରୀ ସହରର କୁମ୍ଭାରପଡ଼ା ଥାନା ଅଞ୍ଚଳରେ ମାଆକୁ ହତ୍ୟା କରି ରୋଷେଇ ଘରର ସ୍ଥାବ ତଳେ ପୋତି ଦେଇଥିବା ମୃତ ମହିଳାଙ୍କର ପରିଚୟ ମିଳିଥିବା ନେଇ ପୁରୀ ଆରକ୍ଷୀ ଅଧିକ୍ଷକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ଘଟଣାରୁ ଜଣାପଡିଛି ଯେ ମୃତକ ଜଣକ ହେଉଛନ୍ତି…
୨୦୦ ବର୍ଷ ପୁରାତନ ଶ୍ରୀ ରସିକ ରାଜ ମନ୍ଦିରର ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦେଲେ ବିଧାୟକ।
ଗଜପତି,୩.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ୱାର୍ଡ ନମ୍ବର-୩ରେ ଅବସ୍ଥିତ ଦୁଇ ଶତାବ୍ଦୀରୁ ଊର୍ଦ୍ଧ୍ୱ ପୁରାତନ ତଥା ଐତିହାସିକ ଗୁରୁତ୍ବ ବହନ କରୁଥିବା ଶ୍ରୀ ଶ୍ରୀ ଶ୍ରୀ ରସିକରାଜ ମହାପ୍ରଭୁ ମନ୍ଦିରର ପୁନରୁଦ୍ଧାର ନିମନ୍ତେ ପାରଳା ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ…
ଦୁର୍ଗମ ଲବାରସିଂରୁ ଭାରତ ସରକାରର ବରିଷ୍ଠ ବୈଜ୍ଞାନିକ-ଏଫ୍; ଗଜପତି ପାଇଁ ଗର୍ବ ଆଣିଲେ ଡ଼ଃ ସତ୍ୟବାନ ବିଶୋୟୀ ରତ୍ନ ।
ମୋହନା,୨.୯(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଦୁର୍ଗମ ଆଦିବାସୀ ଅଞ୍ଚଳ ଲବାରସିଂ ଗ୍ରାମର ଏକ ସାଧାରଣ ମାଟି ଘରୁ ଆରମ୍ଭ ହୋଇଥିବା ଜଣେ ଶିଶୁର ସ୍ୱପ୍ନ ଆଜି ଭାରତ ସରକାରର ବରିଷ୍ଠ ବୈଜ୍ଞାନିକ-ଏଫ୍ ପଦବୀରେ ପହଞ୍ଚିଛି। ସେହି କୃତୀ ସନ୍ତାନ ହେଲେ ଡ଼ଃ ସତ୍ୟବାନ ବିଶୋୟୀ…
ମହେନ୍ଦ୍ରଗିରିର ପ୍ରାକୃତିକ ଜଙ୍ଗଲ ଓ ଝରଣାର ଅବକ୍ଷୟ ପାଇଁ ଚିନ୍ତା ପ୍ରକଟ କଲେ ପରିବେଶବିତ୍ ।
ଗଜପତି,୩.୯(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲାର ଐତିହାସିକ ଓ ପରିବେଶୀୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମହେନ୍ଦ୍ରଗିରି ପର୍ବତ ପୂର୍ବରୁ ଯେଉଁଠି ଔଷଧୀୟ ବୃକ୍ଷଲତାରେ ପରିପୂର୍ଣ୍ଣ ଥିଲା ବର୍ତ୍ତମାନ ସେଠାରେ କାଜୁ ଚାଷ ଭଳି ବ୍ୟବସାୟିକ କାର୍ଯ୍ୟରେ ବ୍ୟବହାର ହେଉଥିବା ଥିବା ନେଇ ଅଭିଯୋଗ ହୋଇଛି।…
ବେଆଇନ ବାଲିଚାଲାଣ ମାମଲାରେ ଟ୍ରାକ୍ଟର ଜବତ, 51 ହଜାର ଟଙ୍କା ଜରିମାନା ଆଦାୟ ।
ନୁଆଗଡ,୨.୯(ମନୋଜ ପାଢ଼ୀ): ଗଜପତି ଜିଲ୍ଲାର ନୂଆଗଡ ଅଞ୍ଚଳରୁ ଏକ ଟ୍ରାକ୍ଟର ଯୋଗେ ରାୟଗଡା ବ୍ଲକ ଅଞ୍ଚଳର ଏକ ଗ୍ରାମକୁ ବେଆଇନ ବାଲିଚାଲାଣ ହେଉଥିବା ବେଳେ ଖଣି ବିଭାଗ ଦ୍ୱାରା ଗତକାଲି ଜବତ କରାଯାଇ 51 ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଗତକାଲି…
ପେଷା ଆଗରେ ହାର ମାନିଛି ବୟସ, 75 ବର୍ଷ ପରିଣତ ବୟସରେ ମଧ୍ୟ ଅନ୍ତେବାସୀଙ୍କୁ କରୁଛନ୍ତି ଶିକ୍ଷାଦାନ ।
ଗଜପତି,୨.୯(ମନୋଜ ପାଢ଼ୀ): ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ତଥା ଅବସରପ୍ରାପ୍ତ 75 ବର୍ଷରୁ ଉର୍ଦ୍ଧ ପରିଣତ ବୟସର ଶିକ୍ଷକ ବିନୋଦ ଚନ୍ଦ୍ର ଜେନାଙ୍କ ଠାରେ ବୟସ ହାର ମାନିଛି. ବର୍ତ୍ତମାନ ସେ ନବଜୀବନ ଅନାଥାଶ୍ରମରେ ରହୁଥିବା ଛାତ୍ରୀ ମାନଂକୁ ମାଗଣାରେ ଗଣିତ ଓ ବିଜ୍ଞାନ ଶିକ୍ଷାଦାନ କରିଛନ୍ତି।…
ଶିକ୍ଷାଦାନରେ ବାଧକ ସାଜିନାହିଁ ବାର୍ଦ୍ଧକ୍ୟ, ଅନାଥାଶ୍ରମର ଛାତ୍ରୀଙ୍କୁ ମାଗଣାରେ ପଢ଼ାଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ ।
ଗଜପତି,୨.୯(ମନୋଜ ପାଢ଼ୀ) :- ବୟସ ବଢ଼ିଛି, କିନ୍ତୁ ଶିକ୍ଷାଦାନର ଆଗ୍ରହ କମିନାହିଁ। ନିଜର ଜ୍ଞାନକୁ ଛାତ୍ରୀମାନଙ୍କ ମଧ୍ୟରେ ବାଣ୍ଟିବାର ଅଦମ୍ୟ ଇଚ୍ଛାଶକ୍ତି ତାଙ୍କୁ ଆଜି ବି ଶିକ୍ଷାଦାନ କ୍ଷେତ୍ରରେ ସକ୍ରିୟ ରଖିଛି। ଏଭଳି ଜଣେ ଶିକ୍ଷାପ୍ରେମୀ ହେଉଛନ୍ତି ପାରଳାଖେମୁଣ୍ଡିର ଅବସରପ୍ରାପ୍ତ ତଥା…
ସ୍ୱତନ୍ତ୍ର ସଘନ ସଂଶୋଧନ ପର୍ଯ୍ୟବେକ୍ଷକଙ୍କ ଗଜପତି ଜିଲ୍ଲା ଗସ୍ତ ।
ଗଜପତି(ମନୋଜ ପାଢ଼ୀ) :-ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିବା ପାଇଁ ଇଡକୋର ପରିଚାଳନା ନିର୍ଦ୍ଦେଶକ ତଥା ଗଜପତି ଜିଲ୍ଲା ସ୍ଵତନ୍ତ୍ର ସଘନ ସଂଶୋଧନ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଡି.ପ୍ରଶାନ୍ତ କୁମାର…
ଗୁମ୍ମା ବ୍ଲକର ଦଶମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ।
ଗଜପତି (ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ଅନ୍ତର୍ଗତ ଗୁମ୍ମା ବ୍ଲକର ଦଶମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦୁଲାରାମ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ ପାଣିଗ୍ରାହୀ, ପାରଳାଖେମୁଣ୍ଡି…
ଶିଶୁ ଚାଲାଣ ଉଦ୍ୟମକୁ ପଣ୍ଡ କଲା ପ୍ରଶାସନ।
The administration cracked down on the child trafficking enterprise.