Sign in
Sign in
Recover your password.
A password will be e-mailed to you.
Browsing Category
କଟକ
କଟକ ପୌର ନିଗମର ଷଷ୍ଠ କାଉନସିଲ ବୈଠକରେ କଳା ପତାକା ପ୍ରଦର୍ଶନ
କଟକ: କଟକ ପୌର ନିଗମର ଷଷ୍ଠ କାଉନସିଲ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ବିରୋଧୀ ଓ ଶାସକ କର୍ପୋରେଟରଙ୍କ ମଧ୍ୟରେ ଜୋରଦାର ହୋହଲ୍ଲା, ଧାରଣା, କଥା କଟାକଟି ଦେଖିବାକୁ ମିଳିଥିଲା। ବିଜୁ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ ୪ଟି ପ୍ରସଙ୍ଗକୁ ନେଇ…
ସତ୍ୟ ନାରାୟଣ ବିଦ୍ୟାଳୟ ପରିସରରେ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କ ସବୁଜ ମିଶନ ସେବା ।
କଟକ : କଟକ ସଦର ବ୍ଲକ ୪୨ ମୌଜା,ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ଶ୍ରୀରାମ ରେ ଅବସ୍ଥିତ ସତ୍ୟ ନାରାୟଣ ବିଦ୍ୟାଳୟ ପରିସରରେ ପବିତ୍ର ଇନ୍ଦୁ ପୂର୍ଣ୍ଣିମା ଓ ଭାଗବତ ଜନ୍ମ ଅବସରରେ ଏକ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କ ଉଦ୍ୟମ ଓ…
ଜୁକେସନ୍ ରେ ପିଏଚ୍.ଡି
କଟକ, ତା.୦୯/୦୯: ଶ୍ରୀମତୀ ପ୍ରବୀଣା ପ୍ରିୟଦର୍ଶିନୀ ବେହେରା, ଭୁବନେଶ୍ୱରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଏଜୁକେଶନ ବିଭାଗୀୟ ମୁଖ୍ୟ ପ୍ରଫେସର ଡ଼ଃ ଲଷ୍ମୀଧର ବେହେରାଙ୍କ ତତ୍ତ୍ୱାବଧାନରେ "TEACHING EFFICIENCY, ACCOUNTABILITY AND LEADERSHIP ROLE OF SECONDARY SCHOOL…
ଓଡ଼ିଶା ନାରୀସଂଘର ପରିବେଶ ପରାମର୍ଶ କେନ୍ଦ୍ର ପକ୍ଷରୁ ପ୍ରତିଯୋଗୀତା
ମହିଳା ଏବଂ ଶିଶୁମାନଙ୍କର ବିକାଶ ଘଟିଲେ ହିଁ ସମାଜ, ରାଜ୍ୟ ତଥା ଦେଶର ବିକାଶ ସମ୍ଭବ ହେବ । ଏହି ଉକ୍ତିକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଓଡ଼ିଶା ନାରୀସେବା ସଂଘର ପରିବାର ପରାମର୍ଶ କେନ୍ଦ୍ର ପକ୍ଷରୁ ମହିଳା ଏବଂ ଶିଶୁମାନଙ୍କ…
ଏସ୍ସିବିରେ ବିଚିତ୍ର ସ୍ଥିତି
କଟକ: କଟକ ବଡ଼ ମେଡିକାଲ ୱାର୍ଡ ଭିତରେ ଏକ୍ସରେ ବେପାର କରୁଛନ୍ତି ଘରୋଇ ସଂସ୍ଥା। ଘରୋଇ ଡାଇଗ୍ନୋଷ୍ଟିକ୍ ସେଣ୍ଟରର କର୍ମଚାରୀ ପୋର୍ଟେବୁଲ ଏକ୍ସରେ ଧରି ୱାର୍ଡରେ ବୁଲୁଛନ୍ତି। ୨ଶହ ଟଙ୍କା ନେଇ ଏକ୍ସରେ କରିବା ସହିତ ରୋଗୀଙ୍କୁ ଆଣି ୱାର୍ଡରେ ରିପୋର୍ଟ ବି ଦେଉଛନ୍ତି। ଏଥିପାଇଁ କେଉଁ…
ବିଦ୍ୟୁତ କାଟକୁ ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ।
ଆଠଗଡ଼: ଆଠଗଡ ବ୍ଲକ ନଦୀକୂଳ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ଲୋ ଭୋଲଟେଜକୁ ନେଇ ଉପଭୋକ୍ତାଙ୍କ ମଧ୍ୟ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଜି ନଦୀକୂଳ କଖଡି ଅଞ୍ଚଳର ଶ୍ରୀରାମ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଆଠଗଡ ଉପଜିଲ୍ଲାପାଳ ଓ ଟାଟା ପାୱାରର ଏକ୍ୟୁଜିଟିଭ ଇଂଞ୍ଜିନିୟରଙ୍କୁ ଏକ…
କଟକରେ ଉଦଘାଟିତ ହେଲା ଆଉ ଏକ ନୂତନ ଥାନା।
କଟକ : ୦୭।୦୯ : କଟକରେ ଉଦଘାଟିତ ହେଲା ଆଉ ଏକ ନୂତନ ଥାନା। କଟକ ସହରାଞ୍ଚଳ ପୋଲିସର ସିଆରଆରଆଇ ଥାନାକୁ ଉଦ୍ଘାଟନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ। ଏହାକୁ ମିଶାଇ କଟକ ସହରରେ ମୋଟ ୨୨ଟି ଥାନା କାର୍ଯ୍ୟ କରୁଛି। ତେବେ ଏହି ଥାନା ହେବା ଫଳରେ ବହୁ ସଂଖ୍ୟାରେ ଲୋକଙ୍କ…
କଟକ ମହିଳା ମୋର୍ଚ୍ଚା ପକ୍ଷରୁ ମହିଳା ଓ ଶିଶୁ ସୁରକ୍ଷା ନେଇ ଏକ ପଥପ୍ରାନ୍ତ ସଭା
କଟକ: କଟକ ନଗର ସ୍ଥାନୀୟ ନୟାସଡ଼କ ଛକରେ ମହିଳା ଓ ଶିଶୁ ସୁରକ୍ଷା ନେଇ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ସଭାନେତ୍ରୀ ପ୍ରବୀଣା ମହାପାତ୍ରଙ୍କ ନେତୃତ୍ୱରେ ଏନ୍ସିଆରବି ରିପୋର୍ଟ ଅନୁସାରେ ଓଡ଼ିଶାରେ ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ ଅଛି । ଓଡ଼ିଶାରେ ଅପହରଣ, ବଳାତ୍କାର ପ୍ରତିବର୍ଷ…
୧୧ରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବ ଶିକ୍ଷକ ସଂଘ ।
କଟକ: ସରକାର ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ଯୋଜନାର ଡିଣ୍ଡିମ ପିଟୁଥିବାବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରତି ଅହେତୁକ ଅବହେଳା ସତେ ଯେମିତି ଧର୍ମକୁ ଆଖିଠାର ବୋଲି ପ୍ରାରମ୍ଭିକ ନିଯୁକ୍ତ ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ବର୍ଷ ବର୍ଷ ଧରି ସେମାନଙ୍କ ସମସ୍ୟା ସମ୍ପର୍କରେ…
କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଦୁର୍ଗାପୂଜା ଓ ଭସାଣି ଉତ୍ସବ ନିମନ୍ତେ ପ୍ରସ୍ତୁତି, ଆଲୋଚନା ସଭା
କଟକ : ୨୮/୮ ଆଜି କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଦୁର୍ଗାପୂଜା ଓ ଭସାଣି ଉତ୍ସବ ନିମନ୍ତେ ପ୍ରସ୍ତୁତି ସଭା ବିଡାନାସୀ ଦୁର୍ଗାପୂଜା କମିଟିର ସହଯୋଗରେ ସ୍ଥାନୀୟ ବିଡାନାସୀସ୍ଥିତ ଶ୍ରୀ ଶ୍ରୀ ଚହଟେଶ୍ବର ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାକୁ କଟକ ମହାନଗର ଶାନ୍ତି କମିଟି…