Browsing Category

କଟକ

ଓଡ଼ିଶା ନାରୀସଂଘ ପକ୍ଷରୁ ବନ୍ୟାବିପନ୍ନଙ୍କୁ ସହାୟତା

କଟକ : ବନ୍ୟା ବାତ୍ୟା ଓଡ଼ିଶାର ଚିର ସହଚର । ଗତ କିଛି ଦିନର ଲଘୁଚାପ ଜନୀତ ବର୍ଷା ଓଡ଼ିଶା ତଥା କଟକ ସହରର ବହୁ ଅଞ୍ଚଳକୁ ଜଳମଗ୍ନ କରିଛି । ସହରବାସୀ ଅନେକ ଅସୁବିଧା ଦୁର୍ଦ୍ଦଶା ଅନୁଭବ କରିଛନ୍ତି । ଏହି ଅଭାବ ଅସୁବିଧା ସହରର ତଳି ଅଞ୍ଚଳ ତଥା ନଦୀକୂଳରେ ରହୁଥିବା ବସ୍ତିବାସିନ୍ଦା ପ୍ରତି ଦାଉ…

ଡିଜିଟାଲ ଫାଇଭର ତରଫରୁ ଚୌଦ୍ୱାରର ୪ଟି ୱାର୍ଡ଼ରେ ୮୮ଟି ଖୁଣ୍ଟ ଲଗାଯିବ ।

କଟକ  :  ଇଣ୍ଟରନେଟ ସେବା ପ୍ରଦାନକାରୀ ସଂସ୍ଥା ଡିଜିଟାଲ ଫାଇଭର ତରଫରୁ ପୌରପାଳିକାକୁ ହାତକରି ଚୌଦ୍ୱାର ସହରାଞ୍ଚଳରେ ବାର୍ଷିକ ମାତ୍ର ୫ଶହ ଟଙ୍କା ଭଡ଼ାରେ କେବୁଲ ଓ ଖୁଣ୍ଟ ପକାଇବା ପାଇଁ ପୌରପାଳିକା ଠାରୁ ଏନ୍ଓସି ସାର୍ଟିଫିକେଟ ହାସଲ କରିଥିବା ନେଇ ଚାଲିଥିବା ଅପପ୍ରଚାରକୁ ଚୌଦ୍ୱାର…

ବିନା ଟିକଟରେ ରେଳଯାତ୍ରା ବହୁ ଯାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି ।

କଟକ: (ବିବି ନିୟୁଜ ବ୍ୟୁରୋ)  ବିନା ଟିକଟରେ ରେଳଯାତ୍ରା ବୃଦ୍ଧି ପାଇଉଥିବାବେଳେ ଏବେ ବହୁ ଯାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଆଜି କଟକ ଆରପିଏଫ(ରେଳବାଇ ସୁରକ୍ଷା ବଳ) ପକ୍ଷରୁ ଜୋରଦାର ଯାଞ୍ଚ କରାଯାଇଥିଲା । କଟକ ରେଳଷ୍ଟେସନ ଦେଇ ଚଳାଚଳ କରୁଥିବା ବିଭିନ୍ନ ଟ୍ରେନ ଓ…

ଆରତୀ କାରଖାନା ବିରୋଧରେ ମନମୁଖି କାର୍ଯ୍ୟକଳାପ ନେଇ ସାମ୍ବାଦିକ ସମ୍ମିଳନୀ

କଟକ : ଆଠଗଡ଼ ଘଣ୍ଟିଖାଲ ଠାରେ ଗଢିଉଠିଥିବା ଆରତୀ କାରଖାନା ବିରୋଧରେ ମନମୁଖି କାର୍ଯ୍ୟକଳାପ ନେଇ ଆଠଗଡ଼ର ରଥଗଡ଼ା ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କଖଡିର ଗଗନ କୁମାର ବାରିକ କିଛି କହିବାରୁ ତାଙ୍କୁ…

ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ମାଲଗୋଦାମରେ ଯୋଗାଣ ବିଭାଗର ଚଢ଼ାଉ

କଟକ (ବିବି ନିୟୁଜ ବ୍ୟୁରୋ): ସମ୍ପ୍ରତି ରାଜ୍ୟରେ ବଜାର ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯୋଗାଣ ବିଭାଗର ଚଢ଼ାଉ ଆରମ୍ଭ ହୋଇଛି । ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ଓ ସଚିବଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲ୍ଲା ଯୋଗାଣ ସ୍କ୍ୱାର୍ଡ଼ ଆଜି କଟକର ବିଭିନ୍ନ ସ୍ଥାନରେ…

ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ ଲିଗ୍‌ କ୍ରିକେଟ ମ୍ୟାଚ ଖେଳାଯିବ।

କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ ଲିଗ୍‌ କ୍ରିକେଟ ମ୍ୟାଚ ଖେଳାଯିବ। ଆସନ୍ତା ସେପ୍ଟେମ୍ବର ମାସରେ ଟୁର୍ଣ୍ଣାମେଣ୍ଟର ୩ଟି ମ୍ୟାଚ ଖେଳାଯିବ। ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ସଂପାଦକ ସଂଜୟ ବେ‌ହେରା ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ବାରବାଟୀ…

୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ଓ ଏସ୍‌ଏ-୧ ଫର୍ମ ପୂରଣ ଅବଧି ।

କଟକ : ବନ୍ୟା ଯୋଗୁଁ ଆଜିଠାରୁ ଆଉ ୮ ଦିନ ପାଇଁ ବଢ଼ି ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ଓ ଏସ୍‌ଏ-୧ ଫର୍ମ ପୂରଣ ଅବଧି । ଲକ୍ଷାଧିକ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପଞ୍ଜିକରଣ ଓ ଫର୍ମପୂରଣରୁ ହେଲେ ବଞ୍ଚିତ । ଏଣିକି ବୋର୍ଡ ସ୍ୱୀକୃତିପ୍ରାପ୍ତ…

ସାଲେପୁର ବି ଫର୍ମା ପଞ୍ଚମ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ।

କଟକ : ସାଲେପୁର ବି ଫର୍ମା ପଞ୍ଚମ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କର କଲେଜ କ୍ଳାସରୁମରେ ତାଳପକାଇ ଆନ୍ଦୋଳନ। ବିପିୟୁଟି ଦ୍ୱାରା ପରିଚାଳିତ ଏହି ଶ୍ରେଣୀର ଫାର୍ମାକୁଲୋଜି ବିଷୟରେ ପାଖାପାଖି ୭୦ ପ୍ରତିଶତ ସିଲାବସ ବାହାରୁ ପ୍ରଶ୍ନ ଆସିଥିଲା। ସେ ସମୟରେ ସେମାନେ ଏନେଇ କଲେଜ କତ୍ତୃପକ୍ଷଙ୍କ…

ବନ୍ୟାଜଳ ଛାଡ଼ିବାର ସପ୍ତାହକ ପରେ ଶକ୍ତିପୀଠରେ ପୂଜାପାଇଲେ ମା ଭଟ୍ଟାରିକା

ବଡ଼ମ୍ବା :  ମହାନଦୀର ଚଳିତ ବନ୍ୟାରେ ଗୋଟିଏ ସପ୍ତାହ ଧରି ବନ୍ୟାଜଳରେ ବୁଡ଼ିରହିଲା ମା ଭଟ୍ଟାରିକାଙ୍କ ଶକ୍ତିପୀଠ । ବଡ଼ମ୍ବାର ଆରଧ୍ୟା ଦେବୀ କେବେ ପୀଠରେ ପୁଣି ପୂଜାପାଇବେ ସେ ନେଇ ଉତ୍କଣ୍ଠାର ସହିତ ଭକ୍ତ ଏବଂ ସ୍ଥାନୀୟ ଜନସାଧାରଣ ଅପେକ୍ଷା କରିଥିଲେ। ତେବେ ରବିବାର ଅପରାହ୍ନରେ ମନ୍ଦିରରୁ…

ବନ୍ୟା ପରବର୍ତ୍ତି ପଦକ୍ଷେପ ନେଇ ବିଧାୟକଙ୍କ ସମୀକ୍ଷା ।

ବଡ଼ମ୍ବା :  ମହାନଦୀର ଚଳିତ ବନ୍ୟାରେ ପ୍ରଭାବିତ ବଡ଼ମ୍ବାର ବ୍ଲକର ସ୍ଥିତି ଓ ପରବର୍ତ୍ତି ପଦକ୍ଷେପ ଉପରେ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ରବିବାର ଏକ ସ୍ୱତନ୍ତ୍ର ବୈଠକରେ ବିଶଦ ଭାବେ ଆଲୋଚନା କରିଛନ୍ତି । ବ୍ଲକ ସମ୍ମିଳନୀ କକ୍ଷରେ ପ୍ରମୁଖ ଗଣମାଧ୍ୟମକୁ ଅନ୍ଧକାରରେ ରଖି ଅନୁଷ୍ଠିତ ଉକ୍ତ…