Browsing Category

କଟକ

ଓଡ଼ିଆ ବାପ୍‌ଟିଷ୍ଟ ଚର୍ଚ୍ଚର ୪କୋଟିର ହିସାବକୁ ନେଇ ବିବାଦ

କଟକ: ମିସନରୋଡ୍‌ସ୍ଥିତ କଟକ ଓଡ଼ିଆ ବାପଟିଷ୍ଟ ମଣ୍ଡଳୀର କୋଷାଧ୍ୟକ୍ଷ ୧୦ ବର୍ଷ ଧରି ଚର୍ଚ୍ଚର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ହିସାବ ବର୍ହିଭୂତ ରଖିଥିବା ଅଭିଯୋଗ ହୋଇଛି। ମଣ୍ଡଳୀର ସମସ୍ତ ଆୟ-ବ୍ୟୟ ହିସାବର ବାର୍ଷିକ ଆଭ୍ୟନ୍ତରୀଣ ଅଡିଟ୍‌ କରିବାର ନିୟମ ଥିବାବେଳେ କୋଷାଧ୍ୟକ୍ଷଙ୍କ…

ବିବାଦରେ ବାଲିଯାତ୍ରା ତଳପଡ଼ିଆ ଟେଣ୍ଡର୍‌: ୩୪ ଏକର ପାଇଁ ଅନୁମତି, ଶହେ ଏକର ପାଇଁ ଡକାଯାଇଛି ଟେଣ୍ଡର୍‌

କଟକ: ମହାନଦୀ ପଠା ପୋତାଯିବା ଘଟଣାକୁ ବିରୋଧ କରି ଦାୟର ମାମଲାର ପ୍ରକାଶିତ ରାୟରେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ବାଲିଯାତ୍ରା ଆୟୋଜନ ପ୍ରସଂଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମାତ୍ର ୩୪ଏକର ପରିମିତ ବାଲିଯାତ୍ରା ପଡିଆର ସଂପ୍ରସାରଣ ହୋଇପାରିବ ନାହିଁ ବୋଲି ରାୟରେ…

ନକଲି ଔଷଧ ଵ୍ୟଵସାୟ ଘଟଣା: ତିନି ଦିନ ରିମାଣ୍ଡରେ ଦୁଇ ଅଭିଯୁକ୍ତ

କଟକ: ନକଲି ଔଷଧ ଉତ୍ପାଦନ ସମ୍ପର୍କରେ ଆଜି ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିହାର ପୁଲିସ ସହାୟତାରେ ଗତକାଲି ଗୟାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛୁ। ଦୁଇ ଅଭିଯୁକ୍ତ ହେଲେ ଆଲୋକ ମିଶ୍ରା ଓ ହରିଶ କୁମାର।୪୨୦ ଓ ୩୩୬ ଦଫାରେ ଗିରଫ…

ଏଣିକି କ୍ୟାମେରା ନଜରରେ ରହିବ ଚୌଦ୍ୱାର ଅଞ୍ଚଳ

ଚୌଦ୍ୱାର: ଆଜି କଟକ କମିଶନରେଟ ପୁଲିସ ପକ୍ଷରୁ ଚୌଦ୍ୱାର ଥାନା ପରିସରରେ ଚୌଦ୍ୱାର ଅଞ୍ଚଳକୁ ଜଗିବା ପାଇଁ ସିସିଟିଭି କ୍ୟାମେରାର ଉଦ୍ଘାଟନୀ କର୍ଯ୍ୟକର୍ମ ଅନୁଷ୍ଠିତ ହୋଯାଇଛି । ଇମ୍ଫାର ସାମାଜିକ ଓ ଦାୟିତ୍ୱବୋଧ ଶାଖା, ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ଓ କଟକ କମିଶରେଟ୍ ପୁଲିସ୍ ସହଭାଗିତାରେ…

ଦୁବାଇରେ ଭାରତ ମସଲାକୁ ମିଳିଲା ଜାଗରଣ ଆଚିଭର ଆୱାର୍ଡ

କଟକ: ମସଲା ଜଗତରେ ମାନ ଏବଂ ଗୁଣବତ୍ତାକୁ ଅକ୍ଷୁର୍ଣ୍ଣ ରଖି କ୍ଷୁଦ୍ର ମସଲା ଉତ୍ପାଦକାରୀ ସଂସ୍ଥା ଭାବେ ବିଶ୍ୱରେ ପହଞ୍ଚି ପାରିଥିବା ‘ଭାରତ ମସଲା’କୁ ଦୁବାଇରେ ସମ୍ମାନିତ ହୋଇଛି । ପୂର୍ବ ଭାରତରେ କ୍ରାଓଜୋନିକ ପଦ୍ଧତିରେ ମସଲା ଉତ୍ପାଦନ କରି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଭାରତ…

ମେୟର୍‌ଙ୍କ କ୍ବାର୍ଟର୍ସ ପାଇଁ ଗଡ଼ଖାଇକୁ ପୋତି ରାସ୍ତା କରିଦେଲେ

କଟକ: ମେୟରଙ୍କ କ୍ବାର୍ଟର୍ସ ପାଇଁ ସବୁ ନିୟମ, ଆଇନକାନୁନକୁ ମୋଡ଼ି ମକ୍‌ଚି ଫିଙ୍ଗି ଦେଲ! ଐତିହାସିକ ବାରବାଟୀ ଦୁର୍ଗ ଚାରିପଟେ ରହିଥିବା ଗଡ଼ଖାଇକୁ ପୋତି ରାସ୍ତା କରାଯିବା ଭଳି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ସାମନାକୁ ଆସିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି…

ନକଲି ଔଷଧ ଯୋଗାଉଥିବା ବିହାରର ୨ ବ୍ୟବସାୟୀ ଚିହ୍ନଟ: ତଦନ୍ତ ଜାରି

କଟକ: ନକଲି ଔଷଧ କାରବାର ମାମଲାରେ ବିହାର ଯାଇଥିବା କଟକ କମିସନରେଟ ପୋଲିସ ଟିମକୁ ସଫଳତା। ଚିହ୍ନଟ ହେଲେ ନକଲି ଔଷଧ ଯୋଗେଇ ଥିବା ବିହାରର ଦୁଇ ବ୍ୟବସାୟୀ। ଏନେଇ ଆଜି ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର। ଉତ୍ପାଦନ କେଉଁଠାରେ ହୋଇଥଲା ତାର ଯାଞ୍ଚ କରୁଛି କମିସନରେଟ ପୁଲିସ। ଡିସିପି…

ଡାକ୍ତର ଦୀନବନ୍ଧୁ ମହାରଣାଙ୍କୁ ଜାତୀୟ ବିଶ୍ୱକର୍ମା ସମ୍ମାନ

କଟକ: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ନିକଟ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱକର୍ମ।। ସମିତି ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱକର୍ମା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆୟୁର୍ବେଦ ଚିକିତ୍ସା, ସ୍ୱାସ୍ଥ୍ୟ ସାହିତ୍ୟ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ…

ବାରବାଟୀରେ ଲିଜେଣ୍ଡ ଲିଗ୍ କ୍ରିକେଟ୍‌: ଦର୍ଶକଙ୍କ ପାଇଁ ୩୪ ହଜାର ଟିକେଟ ରହିଛି

କଟକ: ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ୨୬ ତାରିଖରୁ ଲିଜେଣ୍ଡ ଲିଗ କ୍ରିକେଟ ଅନୁଷ୍ଠିତ ହେବାକୁ ଯାଉଛି । କ୍ରିକେଟରୁ ଅବସର ନେଇଥିବା ତଥା ପ୍ରତିଷ୍ଠିତ ଖେଳାଳିଙ୍କୁ ନେଇ ଏହି କ୍ରିକେଟ ଲିଗର ୩ ଟି ମ୍ୟାଚ କଟକରେ ଅନୁଷ୍ଠିତ ହେବ । ଆସନ୍ତା ୨୬, ୨୭ ଓ ୨୯ ତାରିଖରେ ମ୍ୟାଚ ଖେଳାଯିବ ବୋଲି ଓସିଏ…

ସାଇବର ଠକାମିର ଶିକାର ହେଲେ ଯୁବତୀ: ବିବାହର ପ୍ରତିଶ୍ରୁତି ଦେଇ ୮ ଲକ୍ଷ ଟଙ୍କା ଲୁଟିନେଲେ ଠକ

କଟକ: ସାଇବର ଠକାମିର ଶିକାର ହେଲେ କଟକର ଜଣେ ଯୁବତୀ। ବିବାହର ପ୍ରତିଶ୍ରୁତି ଦେଇ ୮ ଲକ୍ଷ ଟଙ୍କା ଲୁଟିନେଲା ସାଇବର ଲୁଟେରା। ଏମିତି ଏକ ଘଟଣା ଘଟିଛି କଟକ ବିଡାନାସୀ ଅଞ୍ଚଳର ଜଣେ ଯୁବତୀଙ୍କ କ୍ଷେତ୍ରରେ। ଗତ କିଛି ମାସ ହେବ ଯୁବତୀ ଜଣକ ସ୍କଟ ଲ୍ୟାଣ୍ଡ ର ଜଣେ ଯୁବକ ଅହମଦ ଦାନିଏଲଙ୍କ ସହ…