Browsing Category

ବାଲେଶ୍ୱର

ପାଗଳା କୁକୁର କାମୁଡ଼ାରେ ୩୦ରୁ ଅଧିକ ଲୋକ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ସହର ସୁନହଟ ଅଂଚଳ ୧, ୪ ଓ ୧୧ ନମ୍ବର ୱାର୍ଡରେ ପାଗଳା କୁକୁର ଆକ୍ରମଣ କରି ୩୦ରୁ ଅଧିକ ଲୋକଙ୍କୁ ଗୁରୁତର ଆହତ କରିଛି। ସମସ୍ତେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ରହେମଦ ଖାନ, ଶେଖ ଅମାନୁଲ୍ଲ, କମରୁଲ ବିବି, ଶେଖ କାଦର, ଗୋପାଳ ଚନ୍ଦ୍ର ସେଠୀ, ଶେଖ…

ମାଛ ବୋଝେଇ ପିକଅପ ଦୁର୍ଘଟଣାଗ୍ରସ୍ତ: ଚାଳକ ମୃତ, ଦୁଇ ଗୁରୁତର

ଜଳେଶ୍ଵର: ବାଲେଶ୍ବର ଜିଲ୍ଲାର ଜଳେଶ୍ଵର-ଚନ୍ଦନେଶ୍ବର ୫୭ ନମ୍ବର ରାଜ୍ୟ ରାଜପଥର ବାଣିଦା ଛକ ନିକଟରେ ଗତକାଲି ମଧ୍ୟରାତ୍ରିରେ ବାହାବଳପୁରରୁ ଦୀଘାକୁ ଯାଉଥିବା ଏକ ମାଛ ବୋଝେଇ ପିକଅପ ଦୁର୍ଘଟଣାଗ୍ରସ୍ତ ହେବାରୁ ପିକଅପ ଚାଳକର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି।…

ଜଳେଶ୍ବରରେ ରିଲିଫ୍‌ କେଳେଙ୍କାରୀ: ବନ୍ୟାପୀଡ଼ିତଙ୍କ ଟଙ୍କା ଖାଇଗଲେ!

ଜଳେଶ୍ବର: ଅଗଷ୍ଟ ମାସ ସୁବର୍ଣ୍ଣରେଖାରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ଏହି ବନ୍ୟା ରିଲିଫ୍‌ ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ଆଜି ଜଳେଶ୍ବର ବ୍ଲକ୍‌ ପରିସରରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିରରେ ଏଡିଏମ୍ ନିଲୁ ମହାପାତ୍ରଙ୍କ ନିକଟରେ ପାଇକସିଦା ପଞ୍ଚାୟତର…

ସଫଳ ତୈଳ-ତାଳଚାଷୀ କୁଳମଣି: ଟାଙ୍ଗରା ଜମିରୁ ରୋଜଗାର ମାସକୁ ୫୦ ହଜାର

ନୀଳଗିରି (ଦିଲ୍ଲୀପ ସ୍ବାଇଁ): ବୟସ କେବଳ ଏକ ସଂଖ୍ୟା। ଚାକିରି ପଛରେ ନ ଗୋଡ଼ାଇ ଆତ୍ମନିର୍ଭରଶୀଳ ହୋଇ ହେବ। ମୋଟା ଅଙ୍କର ଅର୍ଥ ରୋଜଗାର କରିହେବ। ଏ ଦୁଇଟି କଥାକୁ ପ୍ରମାଣିତ କରିଛନ୍ତି ୮୨ ବର୍ଷ ବୟସର କୁଳମଣୀ ନାୟକ। ସେ ହୋଇଯାଇଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ। ଜୀବନର ଅପରାହ୍ନରେ…

ଗୋପୀନାଥପୁର ଷ୍ଟେସନ୍‌ କାର୍ଯ୍ୟ ତଦାରଖ କଲେ ଡିଆର୍‌ଏମ୍‌

ନୀଳଗିରି: ଦକ୍ଷିଣ-ପୂର୍ବ ଖଡ଼ଗପୁର ରେଳ ଡିଭିଜନ୍‌ର ଡିଆର୍‌ଏମ୍‌ ଏମ୍‌ଏସ୍‌ ହାସମୀ ଗତକାଲି ବାଲେଶ୍ବର ଗସ୍ତରେ ଆସିଥିଲେ। ଏହି କ୍ରମରେ ସେ ନୀଳଗିରି ଗୋପୀନାଥପୁରଠାରେ ନିର୍ମାଣ ହେଉଥିବା ନୂତନ ରେଳଷ୍ଟେସନ୍‌ କାର୍ଯ୍ୟ ତଦାରଖ କରିଛନ୍ତି। ତାଙ୍କ ସହ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର…

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ନେହୁରା ହେଉଛି ୯ ବର୍ଷର ପୁଅ

ସୋର: ଘରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ। ଯାହାଙ୍କ ଝାଳବୁହା ଟଙ୍କାରେ ଘର ଚଳୁଥିଲା, ସେ ଆରପାରିକୁ ଚାଲିଗଲେ। ଫଳରେ ଦୁଇପୁଅ ଓ ପତ୍ନୀ ବେସାହାରା ହୋଇ ଯାଇଛନ୍ତି। ପାଖରେ ଟଙ୍କାଟିଏ ନଥିବାରୁ ଦୁନିଆ କ’ଣ ବୁଝି ନଥିବା ନାବାଳକ ବଡ଼ପୁଅ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଘର ଘର ବୁଲି ସାହାଯ୍ୟ…

୩୦ ହଜାର ଟଙ୍କାରେ ବିକ୍ରି ହେଲା ମାଛ

ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ସୀମାନ୍ତବର୍ତ୍ତୀ ଦୀଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରରେ ଏକ ବିରଳ ପ୍ରଜାତିର ମାଛକୁ ୩୦ ହଜାର ଟଙ୍କାରେ କୋଲକାତାର ଏକ ଔଷଧ କମ୍ପାନି କିଣିଥିବା ଜଣାପଡ଼ିଛି। ମାଛଟିର ଓଜନ ୫ କ୍ବିଣ୍ଟାଲ୍‌ରୁ ଅଧିକ ହୋଇଥିବା ବେଳେ ଲମ୍ବ ୧୨ ଫୁଟ୍। ଏହାକୁ…

ହତ୍ୟା ଉଦ୍ୟମ ମାମଲାରେ ୫ ବର୍ଷ ସଶ୍ରମ କାରାଦଣ୍ଡ

ଜଳେଶ୍ୱର: ଜଳେଶ୍ୱର ସହକାରୀ ଦୌରାଜଜ୍ ସୁଶିଲ କୁମାର ସାହୁଙ୍କ ଅଦାଲତ ଏକ ହତ୍ୟା ଉଦ୍ୟମ ମାମଲାରେ ରାୟ ଶୁଣାଇଛନ୍ତି। ଜଳେଶ୍ୱର ବ୍ଲକ୍‌ ତଥା ରାଇବଣିଆ ଥାନା ରାଜନଗର ପାଟଣା ଗ୍ରାମର ଅରବିନ୍ଦ ନାୟକ (୪୬)ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ସେହିପରି ୧୦ ହଜାର…

ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋସବ ସୁରଭି କାର୍ଯ୍ୟକ୍ରମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ମାଖନପୁର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ୧୬ଟି ବିଦ୍ୟାଳୟ ସାମିଲ ହୋଇଥିଲେ । ବିଦ୍ୟାଳୟରେ ଅଧ୍ୟୟନ କରୁଥିବା…

ଶତାଧିକ କଇଁଛ ଉଦ୍ଧାର : ଜଣେ ଗିରଫ

ଭୋଗରାଇ: ୧୬/୧୦, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଜଳସୋହରିଆ ଗ୍ରାମର ଜଣେ କଇଁଛ ବେପାରୀଙ୍କ ଘରେ ବନବିଭାଗ ଚଢ଼ାଉ କରି ଶହେରୁ ଉର୍ଦ୍ଧ୍ବ କଇଁଛ ଉଦ୍ଧାର  କରିଛି। ଏଥିସ ସହିତ  ଜଣକୁ ଗିରଫ କରିଛି ବନବିଭାଗ । ଗିରଫ ବ୍ୟକ୍ତି ଜଣକ ହେଲେ ସେହି ଗ୍ରାମର ଗୌରାଙ୍ଗ ମଣ୍ଡଳ। ଜଳେଶ୍ୱର…