Browsing Category

ବାଲେଶ୍ୱର

ସାହିତ୍ୟରେ ନୂଆ ସ୍ପନ୍ଦନ ନେଇ ଆତ୍ମପ୍ରକାଶ କଲା ନୂଆ ତ୍ରିଭାଷୀ ପତ୍ରିକା ‘ବାକୃତି’

ବାଲେଶ୍ୱର, ୧୮/୦୮ (କୃଷ୍ଣ କୁମାର ମହାନ୍ତି): ସମକାଳୀନ ସାହିତ୍ୟ ଜଗତରେ ଏକ ନୂଆ ସାହିତ୍ୟିକ ସ୍ପନ୍ଦନ ନେଇ ଭୁବନେଶ୍ୱରରୁ ପ୍ରକାଶ ପାଇଛି ନୂଆ ତ୍ରିଭାଷୀ ସାହିତ୍ୟ ପତ୍ରିକା 'ବାକୃତି' ବା ‘VAKKRITI’। ନୂଆ ପ୍ରତିଭା, ନୂଆ ଅଭିବ୍ୟକ୍ତି ଓ ନୂଆ ସାହିତ୍ୟିକ ସ୍ୱରକୁ ଏକ ନୂତନ ମଞ୍ଚ ଦେବାର…

ବାଲେଶ୍ୱର ପାଇଁ ରେଡ୍ ଆଲର୍ଟ: ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା

ବାଲେଶ୍ୱର, ୧୬ ଅଗଷ୍ଟ (କୃଷ୍ଣ କୁମାର ମହାନ୍ତି): ଭାରତୀୟ ପାଣିପାଗ ବିଭାଗ (IMD) ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଚ୍ଛିନ୍ନ ଭାବେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ପ୍ରକାଶ କରିବା…

ନିଆରା ଢଙ୍ଗରେ ବିଜେଡିର ସ୍ୱାଧୀନତା ଦିବସ ପାଳନ : ବୃଦ୍ଧାଶ୍ରମରେ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବାଣ୍ଟିଲା ବାଲେଶ୍ୱର…

ବାଲେଶ୍ୱର, ୧୭/୮(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ଚଳିତ ବର୍ଷର ସ୍ୱାଧୀନତା ଦିବସ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି। ଦେଶପ୍ରେମ ସହ ସେବାର ଭାବନାକୁ ଯୋଡ଼ି ଦଳର କର୍ମକର୍ତ୍ତାମାନେ ସହର ନିକଟସ୍ଥ ‘ଅମୃତଧାରା’ ଓ ‘କପିଳମୁନି’ ବୃଦ୍ଧାଶ୍ରମ…

ଗୋପବନ୍ଧୁଙ୍କ ଦେଶପ୍ରେମ ଓ ସେବାର ପଟାନ୍ତର ନାହିଁ : ଜୟନଗର ଅନନ୍ତ କେଶରୀ ବିଦ୍ୟାଳୟରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି…

ବାଲେଶ୍ୱର, ୧୬/୦୮(କୃଷ୍ଣ କୁମାର ମହାନ୍ତି): ୮୦ତମ ସ୍ୱାଧୀନତା ଦିବସ ଅବସରରେ ଭଦ୍ରକ ଜିଲା ଧାମନଗର ବ୍ଲକ କୁଳିଆଗଡ଼ିଆସ୍ଥିତ ଜୟନଗର ଅନନ୍ତ କେଶରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି। ‘ସମାଜ’ ରିଲିଫ…

ସ୍ୱାଧୀନତା ଦିବସ ଉପଲକ୍ଷେ ଜମ୍ବେଶ୍ୱରପୁର ଯୁବ ସଂଗଠନର ବୃକ୍ଷରୋପଣ ଓ ପତାକା ଉତ୍ତୋଳନ 

ବାଲେଶ୍ୱର, ୧୬/୦୮(କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟି ପଞ୍ଚାୟତର ଜମ୍ବେଶ୍ୱରପୁର ଗ୍ରାମର ଯୁବ ସଂଗଠନ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଦେଶପ୍ରେମ ଓ ସାମାଜିକ ଦାୟିତ୍ୱର ଭାବନା ସହିତ ପାଳିତ ହୋଇଯାଇଛି। ସ୍ୱାଧୀନତାର ଅମର ସ୍ମୃତିକୁ ସ୍ମରଣ କରିବା ସହ ପରିବେଶ ସୁରକ୍ଷାର…

ଚାନ୍ଦିପୁର ରେଞ୍ଜ୍ ସ୍କୁଲରେ ପାଳିତ ହେଲା ୮୦ତମ ସ୍ବାଧୀନତା ଦିବସ

ବାଲେଶ୍ବର,୧୬/୦୮(କୃଷ୍ଣ କୁମାର ମହାନ୍ତି): ଗତକାଲି ଚାନ୍ଦିପୁରସ୍ଥିତ ରେଞ୍ଜ ସ୍କୁଲ ପରିସରରେ ୮୦ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ପିଏକ୍ସଇ, ଚାନ୍ଦିପୁରର ସହକାରୀ ନିର୍ଦ୍ଦେଶକ ବୈଜ୍ଞାନିକ ଡ. ଏଚ୍.ଏସ୍ ପଣ୍ଡା ସ୍କୁଲ ପରିସରରେ ପହଞ୍ଚି ପତାକା ଉତ୍ତୋଳନ କରିଥିଲେ। ବୈଜ୍ଞାନିକ ଡ.…

ବାଲେଶ୍ୱରରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ

ବାଲେଶ୍ୱର, ୧୫/୦୮(କୃଷ୍ଣ କୁମାର ମହାନ୍ତି): ଦେଶପ୍ରେମ, ଦେଶାତ୍ମବୋଧ ଓ ଉତ୍ସବମୁଖର ପରିବେଶ ମଧ୍ୟରେ ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଗରିମାମୟ ଭାବେ ପାଳିତ ହୋଇଯାଇଛି। ଶନିବାର ସକାଳ ୯ଟା ୧୫ ମିନିଟରେ ବାଲେଶ୍ୱର ପୋଲିସ ପ୍ୟାରେଡ୍ ପଡ଼ିଆରେ ଆୟୋଜିତ ମୁଖ୍ୟ ସମାରୋହରେ…

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି; ସମୁଦ୍ରକୁ ନଯିବାକୁ ବାଲେଶ୍ଵର ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ବାଲେଶ୍ୱର, ଅଗଷ୍ଟ ୧୬ (କୃଷ୍ଣ କୁମାର ମହାନ୍ତି): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଉପରି ବାୟୁ ଚକ୍ରବାତୀୟ ପରିସଞ୍ଚରଣର ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଜିଲ୍ଲା ପାଣିପାଗ…

ଜଳକାରେ ଚଳିତ ବର୍ଷର ଦ୍ୱିତୀୟ ବନ୍ୟା : ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ବିଧାୟିକା ସୁବାସିନୀ ଜେନା 

ବାଲେଶ୍ୱର, ୧୪/୦୮(କୃଷ୍ଣ କୁମାର ମହାନ୍ତି): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇ ବସ୍ତା ବ୍ଲକରେ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାଦ୍ୱାରା ବ୍ଲକର ପ୍ରାୟ ୧୦ ରୁ ୧୨ଟି ପଞ୍ଚାୟତର ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହେବା ସହ…

କଳାହାଣ୍ଡିର ସାରସ୍ୱତ ପୁରୋଧା ରମେଶ ଜେନାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସାହିତ୍ୟିକ ଓ ବୁଦ୍ଧିଜୀବୀ

ବାଲେଶ୍ୱର, ଅଗଷ୍ଟ ୧୪ (କୃଷ୍ଣ କୁମାର ମହାନ୍ତି): କଳାହାଣ୍ଡିର ବିଶିଷ୍ଟ ସାହିତ୍ୟିକ, ସମାଜସେବୀ ତଥା ଚେତାବନୀ ସାହିତ୍ୟ ସଂସଦର ଉପସଭାପତି ସ୍ୱର୍ଗତ ରମେଶ କୁମାର ଜେନାଙ୍କ ସ୍ମୃତିରେ କେସିଙ୍ଗାସ୍ଥିତ ଋଷି ସାହା ସଂସ୍କୃତି ଭବନ ଠାରେ ଏକ ଭାବଗମ୍ଭୀର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ…