Browsing Category

ବାଲେଶ୍ୱର

ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ଆୟୋଜିତ ହେଲା ଆନ୍ତର୍ଜାତିକ ଯୁବ ଦିବସ 

ବାଲେଶ୍ଵର,୧୩/୮(କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ସ୍ଥାନୀୟ ସ୍ରଷ୍ଟା ନାଟ୍ୟାଳୟ ସଭାଗୃହରେ ଆନ୍ତର୍ଜାତିକ ଯୁବ ଦିବସ ପାଳିତ ହୋଇଯାଇଛି। ଏଥିରେ ପୌରୋହିତ୍ୟ କରି ଅନୁଷ୍ଠାନର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ଯୁବସମାଜ ଉଦ୍ଦେଶ୍ୟରେ କହିଲେ ଯେ କଠିନ…

କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ନୀଳଗିରି ଓ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟର ଉନ୍ନତୀକରଣ ପାଇଁ ୩.୧୦ କୋଟି ଟଙ୍କାର…

ବାଲେଶ୍ୱର, ୧୨ ଅଗଷ୍ଟ (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟସଭା ସାଂସଦ ତଥା କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାଂସଦ ସ୍ଥାନୀୟ କ୍ଷେତ୍ର…

ରକ୍ତଦାନର ରକ୍ତିମ ବିପ୍ଳବର ନାୟକ : ସିମନ କୁମାର ଦାସ ମହାପାତ୍ର

ବାଲେଶ୍ୱର :କୃଷ୍ଣ କୁମାର ମହାନ୍ତି :ମାନବ ସେବା ହିଁ ଈଶ୍ୱର ସେବା। ଏହି ମହାନ ଆଦର୍ଶକୁ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରି ନିଜକୁ ସମାଜସେବାରେ ସମର୍ପିତ କରିଛନ୍ତି ବାଲେଶ୍ୱରର ଯୁବ ସମାଜସେବୀ ସିମନ କୁମାର ଦାସ ମହାପାତ୍ର। ରକ୍ତଦାନ ଆନ୍ଦୋଳନରୁ ଆରମ୍ଭ କରି ରୋଗୀ ସେବା, ବିପର୍ଯ୍ୟୟ…

ବାଲେଶ୍ଵରରେ ଅନୁଷ୍ଠିତ ହେଲା ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ କର୍ମଶାଳା

ବାଲେଶ୍ଵର, ୧୧/୮(କୃଷ୍ଣ କୁମାର ମହାନ୍ତି): 'ବେଟି ବଚାଓ ବେଟି ପଢ଼ାଓ' ଯୋଜନା ସମ୍ପର୍କିତ ଜିଲ୍ଲାସ୍ତରୀୟ ଏକ ଦିବସୀୟ ଦକ୍ଷତା ବିକାଶ କର୍ମଶାଳା ଜିଲ୍ଲାପାଳଙ୍କ ଅଡିଟୋରିୟମ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି କର୍ମଶାଳାରେ ସମ୍ମାନିତ…

ସ୍ଵଦେଶ ସଂଗ୍ରାମ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ଵରରେ ସ୍ୱାଧୀନତା ଦିବସରେ ଅନୁଷ୍ଠିତ ହେବ ‘ବନ୍ଦେ ମାତରମ୍’ କାର୍ଯ୍ୟକ୍ରମ 

ବାଲେଶ୍ୱର, ୧୧ ଅଗଷ୍ଟ(କୃଷ୍ଣ କୁମାର ମହାନ୍ତି): ସ୍ୱାଧୀନତା ଦିବସ ଅବସରରେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ବାଲେଶ୍ୱରରେ ସ୍ୱଦେଶ ସଂଗ୍ରାମ ଫାଉଣ୍ଡେସନ୍ ପକ୍ଷରୁ ‘ବନ୍ଦେ ମାତରମ୍’ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଦେଶପ୍ରେମ, ଜାତୀୟ ଏକତା ଓ ସ୍ୱାଧୀନତା ସଂଗ୍ରାମର ଗୌରବମୟ ଇତିହାସକୁ ନେଇ…

ସହଦେବଖୁଣ୍ଟା ବସଷ୍ଟାଣ୍ଡ ମାର୍କେଟ କମ୍ପ୍ଲେକ୍ସର ୪୬ ଦୋକାନ ଘର ଆବଣ୍ଟନ ହେଲା

ବାଲେଶ୍ୱର, ୧୧ ଅଗଷ୍ଟ (କୃଷ୍ଣ କୁମାର ମହାନ୍ତି): ସହରର ସହଦେବଖୁଣ୍ଟା ବସଷ୍ଟାଣ୍ଡର ନବକଳେବର କାର୍ଯ୍ୟ ସମୟରେ ପ୍ରଭାବିତ ହୋଇଥିବା କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ନିର୍ମିତ ସହଦେବଖୁଣ୍ଟା ମାର୍କେଟ କମ୍ପ୍ଲେକ୍ସର ୪୬ଟି ଦୋକାନ ଘର ଆଜି ଆବଣ୍ଟନ କରାଯାଇଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ…

‘ହର ଘର ତିରଙ୍ଗା’ ଓ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’କୁ ନେଇ ବାଲେଶ୍ଵରରେ ଆରମ୍ଭ ହେଲା…

ବାଲେଶ୍ୱର, ୧୧/୮(କୃଷ୍ଣ କୁମାର ମହାନ୍ତି): “ହର ଘର ତିରଙ୍ଗା–୨୦୨୬” ଏବଂ “ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍‌ର ୧୫୦ତମ ବର୍ଷପୂର୍ତ୍ତି ଅଭିଯାନ” ଅବସରରେ ବାଲେଶ୍ୱର ଆର୍ଟ ଆଣ୍ଡ କ୍ରାଫ୍ଟ ମହାବିଦ୍ୟାଳୟ ପରିସରରେ “ହର ଘର ତିରଙ୍ଗା–୨୦୨୬” ଏବଂ “ବିଭାଜନ ବିଭୀଷିକା ସ୍ମୃତି ଦିବସ” ବିଷୟବସ୍ତୁକୁ…

ଓଡ଼ିଆ ଗବେଷକ ସନ୍ତୋଷ କୁମାର ନାୟକଙ୍କୁ ଚନ୍ଦ୍ର କୁମାର ମହାନ୍ତିଙ୍କ କବିତା ଉପରେ ଗବେଷଣା ପାଇଁ ପାଇଲେ ଆନ୍ତର୍ଜାତିକ…

ବାଲେଶ୍ୱର, ଅଗଷ୍ଟ ୧୧ (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଗବେଷକ ଓ ଅଧ୍ୟାପକ ସନ୍ତୋଷ କୁମାର ନାୟକ ବିଶିଷ୍ଟ କବି ସ୍ୱର୍ଗତ ଚନ୍ଦ୍ର କୁମାର ମହାନ୍ତିଙ୍କ ଓଡ଼ିଆ କବିତା ଉପରେ ତାଙ୍କର ଗବେଷଣା କାର୍ଯ୍ୟ ପାଇଁ ଆନ୍ତର୍ଜାତିକ ସ୍ତରରେ ସମ୍ମାନିତ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ତାଙ୍କର…

ଉତ୍କଳର ଦ୍ୱିତୀୟ ଶତାବ୍ଦୀର ରୋଡ୍‌ମ୍ୟାପ୍ ଉନ୍ମୋଚିତ : ପ୍ରକାଶ ପାଇଲା ‘ହ୍ୱାଇଟ୍ ପେପର୍ ୨୦୨୬’

ଭୁବନେଶ୍ୱର, ୧୦/୮ (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତ୍ତା ଆକଳନ ପ୍ରକୋଷ୍ଠ ପକ୍ଷରୁ ଆୟୋଜିତ 'ରିରାଇଟିଂ ଉତ୍କଳ: ସ୍କ୍ରିପ୍ଟିଂ ଏ ନ୍ୟୁ ଗ୍ରାମାର୍ ଫର୍ ଦି ୟୁନିଭରସିଟି' ଶୀର୍ଷକ ଏକ ଦିବସୀୟ କର୍ମଶାଳାରେ ‘ହ୍ୱାଇଟ୍ ପେପର୍ ୨୦୨୬’ ଆନୁଷ୍ଠାନିକ ଭାବେ…

‘ଟାଇମ୍‍ପାସ’ ପ୍ରକାଶନ ସଂସ୍ଥା ପକ୍ଷରୁ ଆୟୋଜିତ ବହିବର୍ଷା କାର୍ଯ୍ୟକ୍ରମରେ  ଲୋକାର୍ପିତ ହେଲା ତେରଟି…

ଭୁବନେଶ୍ୱର ୧୦/୮(କୃଷ୍ଣ କୁମାର ମହାନ୍ତି): 'ଟାଇମପାସ' ପ୍ରକାଶନ ସଂସ୍ଥା ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ପଞ୍ଚମ ‘ବହିବର୍ଷା’ରେ ଲୋକାର୍ପିତ ହୋଇଯାଇଛି ତେରଟି ନୂତନ ପୁସ୍ତକ। ବର୍ଷଣମୁଖର ସଂଧ୍ୟାରେ ଅନୁଷ୍ଠିତ ଏହି ମାରାଥନ୍‍ ପୁସ୍ତକ ଲୋକାର୍ପଣ ଉତ୍ସବକୁ…