Sign in
Sign in
Recover your password.
A password will be e-mailed to you.
Browsing Category
ବାଲେଶ୍ୱର
ବାଲେଶ୍ବରରେ ପାଳିତ ହେଲା ପ୍ରଶାନ୍ତ ଦାସଙ୍କ ‘ଜରି ଗୋଟାଇବା ଝିଅ’ର ୨୮ତମ ଜନ୍ମଦିନ
ବାଲେଶ୍ଵର, ୩/୪:(କୃଷ୍ଣ କୁମାର ମହାନ୍ତି) ବିଶ୍ଵର ଦୁଃଖୀ ଓ ନିଷ୍ପେସିତ ସାଧାରଣ ମଣିଷଙ୍କୁ ସମର୍ପିତ ପ୍ରଶାନ୍ତ ଦାସଙ୍କ କବିତା ପୁସ୍ତକ ‘ଜରି ଗୋଟାଇବା ଝିଅ'ର ୨୮ତମ ଜନ୍ମୋତ୍ସବ ଏକ କବିତାମୟ ପରିବେଶରେ ‘ଶ୍ରୀ’ ଶିକ୍ଷା କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ବିଭିନ୍ନ ଭାଷାରେ ଅନୁବାଦିତ…
ଜିଲ୍ଲା ପ୍ରଶାସନ ପାଳନ କଲା ‘ଓଡ଼ିଆ ପକ୍ଷ’ର ଦ୍ଵିତୀୟ ଦିନ : ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ପରିଧାନ କଲେ…
ବାଲେଶ୍ୱର, ୨/୪(କୃଷ୍ଣ କୁମାର ମହାନ୍ତି): 'ଓଡ଼ିଆ ପକ୍ଷ'ର ଦ୍ଵିତୀୟ ଦିନକୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଅତି ଉତ୍ସାହର ସହିତ ପାଳନ କରାଯାଇଛି।
ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏପ୍ରିଲ ୨ ଓ ୩ ତାରିଖ 'ଓଡ଼ିଆ ପକ୍ଷ'କୁ…
ବାୟୁ ସେନା ସଂଗଠନର ବାଲେଶ୍ୱର ଜିଲ୍ଲା ଶାଖା ତରଫରୁ ପାଳିତ ହେଲା ଉତ୍କଳ ଦିବସ
ବାଲେଶ୍ୱର, ୨/୪(କୃଷ୍ଣ କୁମାର ମହାନ୍ତି): ବାୟୁସେନା ସଂଗଠନର ବାଲେଶ୍ୱର ଜିଲ୍ଲା ଶାଖା ତରଫରୁ ଗତକାଲି ଉତ୍କଳ ଦିବସ ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇ ଯାଇଛି।
ଏହି ଉତ୍ସବରେ ସଂଘର ସଭାପତି ଶିବଦାସ କୁଣ୍ଡୁ ପୌରୋହିତ୍ୟ କରିଥିଲେ। ମଞ୍ଚାସୀନ ସଦସ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ…
ତ୍କଳ ଦିବସ ଅବସରରେ ଏୟାର ଫୋର୍ସ ଏସୋସିଏସନ୍ ଓଡିଶା ପକ୍ଷରୁ ଆୟୋଜିତ ହେଲା ରକ୍ତଦାନ ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର
ବାଲେଶ୍ବର, ୨/୪(କୃଷ୍ଣ କୁମାର ମହାନ୍ତି): ଉତ୍କଳ ଦିବସ ଅବସରରେ ଏୟାର ଫୋର୍ସ ଏସୋସିଏସନ୍ (AFA) ଓଡିଶା ପକ୍ଷରୁ ଏକ ରକ୍ତଦାନ ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର ସଫଳତାର ସହିତ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମଟି ଭୁବନେଶ୍ୱରର ଗୌତମ ନଗରସ୍ଥିତ ଗ୍ରାଣ୍ଡ୍ ଗ୍ୟାଲାକ୍ସି ମଣ୍ଡପରେ…
ଲଙ୍ଗଳେଶ୍ୱର ପୀଠର ସାମଗ୍ରିକ ବିକାଶ ପାଇଁ ୨୫ କୋଟିର ଅନୁଦାନ ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଲେ ବସ୍ତା…
ବାଲେଶ୍ୱର, ୧/୪ (କୃଷ୍ଣ କୁମାର ମହାନ୍ତି): ବସ୍ତା ନିର୍ବାଚନ ମଣ୍ଡଳୀର ପ୍ରସିଦ୍ଧ ଶୈବପୀଠ ବାବା ଲଙ୍ଗଳେଶ୍ୱର ମନ୍ଦିରର ସମନ୍ୱିତ ବିକାଶ ତଥା ଏହାକୁ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ବସ୍ତା ବିଧାୟିକା ସୁବାସିନୀ…
ବାଲେଶ୍ବର ଜିଲ୍ଲା ବିଦ୍ୟାଳୟ ପାଠାଗାର ବହିକିଣାରେ ବ୍ୟାପକ ଦୁର୍ନୀତି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ…
ବାଲେଶ୍ବର, ୧/୪(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାର ବିଦ୍ୟାଳୟ ଲାଇବ୍ରେରିଗୁଡିକର ବହିକିଣାରେ ବ୍ୟାପକ ଦୁର୍ନୀତି ତଥା ଅନିୟମିତତା ସମ୍ପର୍କରେ ଅଭିଯୋଗ କରାଯିବା ସହିତ ଏକ ଦାବିପତ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଜିଲ୍ଲାର ପ୍ରାଥମିକ ଠାରୁ ଉଚ୍ଚ…
ବସ୍ତାରେ ଏକ ସରକାରୀ ମହିଳା ପଲିଟେକନିକ୍ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଲେ ବସ୍ତା ବିଧାୟିକା…
ବାଲେଶ୍ୱର - ୩୧/୦୩(କୃଷ୍ଣ କୁମାର ମହାନ୍ତି) : ବାଲେଶ୍ୱର ଜିଲ୍ଲାର ବସ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ସରକାରୀ ମହିଳା ପଲିଟେକନିକ୍ ପ୍ରତିଷ୍ଠା କରିବା ପାଇଁ ବସ୍ତା ବିଧାୟିକା ସୁବାସିନୀ ଜେନା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ୍ କରି ଦାବି ଜଣାଇଛନ୍ତି।
ପ୍ରକାଶଥାଉ…
‘ଭାଷା ବିକାଶ ଆନ୍ଦୋଳନ’ ପକ୍ଷରୁ ଉନ୍ମୋଚିତ ହେଲା ନିବାରଣ ଜେନାଙ୍କ ଉପନ୍ୟାସ
ବାଲେଶ୍ଵର,୩୦/୩(କୃଷ୍ଣ କୁମାର ମହାନ୍ତି): ଅଙ୍ଗେ ନିଭାଇବା କଥା ଓ ଦେଖିଲା ଚାହିଁଲା କଥା ଭାବରେ ନିଜ ଗପ ଓ ଉପନ୍ୟାସକୁ ଦୁଇ ଭାଗରେ ବିଭକ୍ତ କରି ଓଡ଼ିଆ ସାହିତ୍ୟକୁ କଥା ରଚନାରେ ରୁଦ୍ଧିମନ୍ତ କରିଥିବା ନିବାରଣ ଜେନା ନିରବଚ୍ଛିନ୍ନ ଭାବରେ କଥା ସାହିତ ନୃତ୍ୟ ରଚନା କରି ତାଙ୍କର ଲେଖନୀକୁ…
ପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ‘ପଖାଳ’କୁ ଜିଆଇ ମାନ୍ୟତା ପାଇଁ ଦାବି ଉଠାଇଲେ ବାଲେଶ୍ଵର ବାୟୁସେନା ସଂଗଠନ
ବାଲେଶ୍ୱର,୩୦/୩(କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ପାରମ୍ପରିକ ଖାଦ୍ୟ ତଥା ପ୍ରଭୁ ଜଗନ୍ନାଥଙ୍କ ପ୍ରିୟ 'ପଖାଳ'କୁ ଜିଆଇ ମାନ୍ୟତା ପାଇଁ ବାଲେଶ୍ଵରରୁ ଉଠିଲା ଦାବି। ପୂର୍ବରୁ କଟକବାସୀ ଏବଂ ପରେ ଶ୍ରୀକ୍ଷେତ୍ର ପୁରୀରୁ ପଖାଳକୁ ଜିଆଇ ଟ୍ୟାଗ୍ ପାଇଁ ଦାବି ଉଠିଥିବା ବେଳେ ଏବେ ବାଲେଶ୍ଵରରୁ…
ମୁନ କମ୍ୟୁନିକେସନ ପକ୍ଷରୁ ଅନୁଷ୍ଠିତ ହେଲା ବର୍ଷା ଜଳ ସଂଚୟ ସଚେତନତା କାର୍ଯ୍ୟକ୍ରମ
ବାଲେଶ୍ୱର,୨୯/୩(କୃଷ୍ଣ କୁମାର ମହାନ୍ତି): ବର୍ଷାଜଳ ସଂଚୟ ସଚେତନତା କାର୍ଯ୍ୟକ୍ରମ ସାମାଜିକ ସଂଗଠନ ମୁନ କମ୍ୟୁନିକେସନ ପକ୍ଷରୁ ରଣସାହି ୟୁନିଅନ ସରକାରୀ ଉଚ୍ଚ ଇଂରାଜୀ ପରିସରରେ ଅନୁଷ୍ଠିତ ହୋଇଅଛି l
'ମୁନ୍'ର ସମ୍ପାଦକ ଶ୍ରୀ ଅବନୀ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି…