Sign in
Sign in
Recover your password.
A password will be e-mailed to you.
Browsing Category
ବାଲେଶ୍ୱର
ବାଲେଶ୍ୱରର ପତ୍ରିପାଳ ଗାଁରେ ବିରଳ ପକ୍ଷୀ ଉଦ୍ଧାର
ବାଲେଶ୍ୱର, ୮ ଏପ୍ରିଲ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକ ଅନ୍ତର୍ଗତ ପତ୍ରିପାଳ ଗ୍ରାମରୁ ଏକ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର ହୋଇଥିବା ସୂଚନା ମିଳିଛି।
ପ୍ରାଥମିକ ଅନୁମାନ ଅନୁସାରେ ଏହି ପକ୍ଷୀଟି ବିରଳ ‘ହାଡ଼ଗିଳା’ (Greater Adjutant) ପ୍ରଜାତିର ହୋଇପାରେ।…
ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ଆୟୋଜିତ ହେଲା ବିଶ୍ୱ ସ୍ୱାସ୍ଥ୍ୟ ଦିବସ
ବାଲେଶ୍ୱର, ୮/୦୪(କୃଷ୍ଣ କୁମାର ମହାନ୍ତି): ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ(ଓବିବିଏ) ପକ୍ଷରୁ ଏକ ସ୍ୱାସ୍ଥ୍ୟ ଓ ସାହିତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ପୌରୋହିତ୍ୟରେ ସ୍ରଷ୍ଟା ନାଟ୍ୟାଳୟ ପରିସରରେ…
ଦିବଂଗତ କବି ଅଖିଳ ନାୟକଙ୍କ ସ୍ମୃତିରେ ବାଲେଶ୍ୱରରେ ପ୍ରଥମ ଥର ପାଇଁ ପାଳିତ ହେଲା ଅଖିଳ ଜନ ସାହିତ୍ୟ ଉତ୍ସବ-୨୦୨୬
ବାଲେଶ୍ୱର, ୮/୪(କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ଷ୍ଟେସନ କ୍ଲବ୍ ଠାରେ 'ଅଖିଳ ସାମାଜିକ ସାଂସ୍କୃତିକ ଟ୍ରଷ୍ଟ' ଏବଂ 'ମୂଳନିବାସୀ ସାହିତ୍ୟ ଆଖଡା'ର ମିଳିତ ସହଯୋଗରେ ପ୍ରଥମଥର ପାଇଁ ବାଲେଶ୍ଵରରେ ଅଖିଳ ଜନ ସାହିତ୍ୟ ଉତ୍ସବ ସଂପ୍ରତି ଅନୁଷ୍ଠିତ ହୋଇଯାଇଛି।
ଏହି ଉତ୍ସବକୁ ଉଦଘାଟନ…
‘ମୁଁ କୁଳଡିହା କହୁଛି’ର ପ୍ରଥମ ଅଧିବେଶନ ଅନୁଷ୍ଠିତ: କୁଳଡିହା ପାଇଁ ସଚେତନତା ସୃଷ୍ଟିରେ ଏକାଠି ହେଲେ କବି, ଲେଖକ ଓ…
ବାଲେଶ୍ୱର, ୬/୪(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାର କୁଳଡିହାର ପ୍ରାକୃତିକ ସମ୍ପଦ ଓ ପରିବେଶ ସୁରକ୍ଷା ପାଇଁ ଗଠିତ ସାଂସ୍କୃତିକ ସଚେତନଧର୍ମୀ ମଞ୍ଚ ‘ମୁଁ କୁଳଡିହା କହୁଛି’ର ପ୍ରଥମ ଅଧିବେଶନ ସ୍ଥାନୀୟ ସିଆଡ଼ିମାଳର କୁମ୍ଭକ୍ଷେତ୍ର ପରିସରରେ ଆୟୋଜିତ ହୋଇଯାଇଛି। ଏଥିରେ…
‘ଅଭିଳାଷା’ ପକ୍ଷରୁ ଉନ୍ମୋଚିତ ହେଲା ସଂଗ୍ରାମ କେଶରୀ ସେନାପତିଙ୍କ ଇଂରାଜୀ ଉପନ୍ୟାସ ‘ଦି ଇଅର୍ ସି…
ବାଲେଶ୍ୱର, ୬/୫ (କୃଷ୍ଣ କୁମାର ମହାନ୍ତି): ଗତକାଲି ଆଜିମାବାଦ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ ସେନାପତିଙ୍କ ଇଂରାଜୀ ଉପନ୍ୟାସ 'ଦି ଇଅର୍ ସି ଡିସାପିଅର୍ଡ୍' ଉନ୍ମୋଚିତ ହୋଇଯାଇଛି ।
ମିଶନ୍ ସକ୍ସେସ୍ ଠାରେ ଆୟୋଜିତ 'ଅଭିଳାଷା ଓପନ୍ ମାଇକ୍' କାର୍ଯ୍ୟକ୍ରମରେ ଅତିଥି…
ସଫଳତାର ସହିତ ଅନୁଷ୍ଠିତ ହେଲା ଐତିହ୍ୟ ପଦଯାତ୍ରା : ଭାଗ ନେଲେ ୨୫ ଐତିହ୍ୟ ପଦଯାତ୍ରୀ
ବାଲେଶ୍ଵର, ୬/୪ (କୃଷ୍ଣ କୁମାର ମହାନ୍ତି): ଜଗତସିଂହପୁର ଐତିହ୍ୟ ପଦଯାତ୍ରାର ୧୪ତମ ସଂସ୍କରଣ ଗତକାଲି ରବିବାର ଦିନ ସଫଳତାର ସହିତ ଅନୁଷ୍ଠିତ ହୋଇଛି।
ଏହି ଅବସରରେ ଐତିହ୍ୟାନୁରାଗୀମାନେ ବନମାଳୀପୁର ଓଉଶୁଣି ପୀଠର ବାରଭୂଜା ଚାମୁଣ୍ଡା, ପଣସପଡ଼ାର ଭଗବତୀ ମନ୍ଦିର ଓ ନାସିକର…
ବାଲେଶ୍ୱରରେ ପାଳିତ ହେଲା ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଉତ୍ସବ
ବାଲେଶ୍ୱର,୪/୪(କୃଷ୍ଣ କୁମାର ମହାନ୍ତି): ଆଜି ପୂର୍ବାହ୍ନ ୯.୩୦ ଘଟିକା ସମୟରେ ଶକୁନ୍ତଳା ସରକାରୀ ଉଚ୍ଚ ବିଦ୍ୟାଳୟ, ସୁନହଟ ପରିସରରେ 'ଓଡ଼ିଆ ପକ୍ଷ' ପାଳନ ଅବସରରେ ବାଲେଶ୍ୱର ଜିଲ୍ଳା ପ୍ରଶାସନ ଦ୍ବାରା ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଉତ୍ସବ ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ…
ଫକୀରମୋହନ କଲେଜରେ ରାଜ୍ୟସ୍ତରୀୟ ପ୍ରାଣୀବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ
ବାଲେଶ୍ୱର, ୪/୪(କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ପ୍ରାଣୀବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ପ୍ରଫେସର ଡକ୍ଟର ସୁଶୀଲ କୁମାର ଦତ୍ତ…
ବାଲେଶ୍ୱର ଜିଲ୍ଲାପାଳ ପ୍ରଦାନ କଲେ ୨୦୨୭ ଜନଗଣନା ପାଇଁ ସ୍ୱୟଂକ୍ରିୟ ଗଣନା ପୋର୍ଟାଲ ବ୍ୟବହାର ସମ୍ବନ୍ଧୀୟ ସୂଚନା
ବାଲେଶ୍ୱର,୩/୪(କୃଷ୍ଣ କୁମାର ମହାନ୍ତି): ଜନଗଣନା ୨୦୨୭ ପାଇଁ ପ୍ରସ୍ତୁତି ସମ୍ପର୍କରେ ବାଲେଶ୍ୱର ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ଜନଗଣନା ଅଧିକାରୀ ସମସ୍ତ ଜିଲ୍ଲାବାସୀଙ୍କୁ ସ୍ୱୟଂକ୍ରିୟ ଗଣନା (Self Enumeration) ପୋର୍ଟାଲରେ ନିଜର ସଠିକ ତଥ୍ୟ ପ୍ରଦାନ କରିବା ପାଇଁ ଆଜି ନିବେଦନ…
ପାଳିତ ହେଲା ସାମାଜିକ ଅନୁଷ୍ଠାନ ‘ଆମ ସ୍ଵର’ର ଦ୍ଵିତୀୟ ସ୍ଵନକ୍ଷତ୍ର ଦିବସ
ବାଲେଶ୍ବର , ୩/୪(କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ରେମୁଣା ପରିଧି ଭବନରେ ସାମାଜିକ ଅନୁଷ୍ଠାନ 'ଆମ ସ୍ଵର'ର ଦ୍ଵିତୀୟ ସ୍ଵନକ୍ଷତ୍ର ଦିବସ ପାଳିତ ହେଇ ଯାଇଛି।
ଏହି ଅବସରରେ 'ଆଜିର ଏହି ପରିଵର୍ତ୍ତିତ ସମାଜକୁ ଆଖି ଆଗରେ ରଖି ପିତା ମାତାଙ୍କ ମତକୁ ଅଗ୍ରାଧିକାର ଦେବେ ନା ନିଜେ ଵାଛିଵା ଉଚିତ…