Browsing Category

ବାଲେଶ୍ୱର

ବିଷୁବ ସଂକ୍ରାନ୍ତି ଅବସରରେ ‘ଅଭିନବ ୪୨ ମୌଜା’ ପକ୍ଷରୁ ଅନୁଷ୍ଠିତ ହେଲା ଓଡ଼ିଆ ନବବର୍ଷ ପାଳନ ଓ ପଣା…

 ବାଲେଶ୍ୱର, ୧୬/୪(କୃଷ୍ଣ କୁମାର ମହାନ୍ତି): ପବିତ୍ର ମହା ବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ‘ଅଭିନବ ୪୨ ମୌଜା’ ପକ୍ଷରୁ ବେଣ୍ଟକାର ଅଞ୍ଚଳରେ ପଣା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗ୍ରୀଷ୍ମ ତାପର ତୀବ୍ରତାକୁ ଦୃଷ୍ଟିରେ ରଖି ସଂଗଠନ ପକ୍ଷରୁ ସାଧାରଣ ଲୋକ ଓ…

ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲେଶ୍ଵର ଠାରେ ଅନୁଷ୍ଠିତ ହେଲା ‘ନାରୀ ଶକ୍ତି ବନ୍ଦନ’ ସଚେତନତା ଶୋଭାଯାତ୍ରା

ବାଲେଶ୍ୱର, ୧୫/୦୪(କୃଷ୍ଣ କୁମାର ମହାନ୍ତି): ଆଜି ବାଲେଶ୍ୱର ପ୍ରଶାସନ ପକ୍ଷରୁ 'ନାରୀ ଶକ୍ତି ବନ୍ଦନ' ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି ।ଆଗାମୀ ଦିନରେ ଖୁବ୍ ଶୀଘ୍ର  ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ ସଂସଦରେ ପାରିତ ହେବ। ଏହା ଦ୍ବାରା ନାରୀ ମାନେ ସାଧାରଣ ନିର୍ବାଚନରେ ୩୩%…

ଏକ ଐତିହାସିକ ସାହିତ୍ୟ ସନ୍ଧ୍ୟାରେ ଉନ୍ମୋଚିତ ହେଲା ଜଗନ୍ନାଥ ପାଣିଙ୍କ ଉପନ୍ୟାସ ‘ପଲ୍ସ ଅଫ୍ ଦି ଆର୍ଥ’ ଓ ‘ବାତାୟନ’…

ବାଲେଶ୍ୱର, ୧୫/୪ (କୃଷ୍ଣ କୁମାର ମହାନ୍ତି): ଏକ ଭାବଗମ୍ଭୀର ସାହିତ୍ୟ ପରିବେଶ ଭିତରେ ଜଗନ୍ନାଥ ପାଣିଙ୍କ ବହୁ ପ୍ରତୀକ୍ଷିତ ଉପନ୍ୟାସ ‘ପଲ୍ସ ଅଫ୍ ଦି ଆର୍ଥ’ ଇତିମଧ୍ୟରେ ଭୁବନେଶ୍ୱରସ୍ଥିତ ହୋଟେଲ ମେଫେୟାର୍ ଠାରେ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରଟି ଲେଖକଙ୍କ ୬୦ତମ…

ସରିଲା ଚନ୍ଦନେଶ୍ୱର ଚଡ଼କ ମେଳା : ଆଜି ଶ୍ରୀଜିଉଙ୍କ ନିକଟରେ ଲାଗି ହେବ ପଣା ଭୋଗ

ବାଲେଶ୍ୱର : ବାଲେଶ୍ୱର ଜିଲା ସୀମାନ୍ତରେ ଥିବା ଭୋଗରାଇ ବ୍ଲକ, ହୁଗୁଳି ଗାଁରେ ବିରାଜିତ ଶ୍ରୀଚନ୍ଦନେଶ୍ୱର ମହାଦେବଙ୍କ ଦୀର୍ଘ ୧୧ ଦିନ ଧରି ପାଳିତ ହୋଇଥିବା ବିଶ୍ୱ ପ୍ରସିଦ୍ଧ ଚଡ଼କ ମେଳାର ସୋମବାର ଥିଲା ପ୍ରଥମ ଅର୍ଘ୍ୟ। ଏହାକୁ ପ୍ରଥମ ଅର୍ଘ୍ୟ କୁହାଯାଉଥିଲେ ବି ଏହା ହେଉଛି ମେଳାର ଅନ୍ତିମ…

‘ଓଡ଼ିଆ ପକ୍ଷ – ୨୦୨୬’ ପାଳନ ଅବସରରେ ବାଲେଶ୍ଵରରେ ଅନୁଷ୍ଠିତ ହେଲା ଜିଲ୍ଲାସ୍ତରୀୟ ‘ବନ୍ଦନୀୟ…

ବାଲେଶ୍ଵର, ୧୨/୪(କୃଷ୍ଣ କୁମାର ମହାନ୍ତି): ଆଜି 'ଓଡ଼ିଆ ପକ୍ଷ'ର ଦ୍ଵାଦଶ ଦିନରେ ଓଡ଼ିଶାର ସଂସ୍କୃତି ଓ ସାହିତ୍ୟର ଗୌରବମୟ ଐତିହ୍ୟକୁ ସମ୍ମାନ ଜଣାଇ ରାଜ୍ୟର ବରପୁତ୍ରଙ୍କ ଅବଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ବାଲେଶ୍ଵର ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ଵରର ମିଳିତ…

ରେକର୍ଡ ଭାଙ୍ଗିଲା ଚଡ଼କ ପର୍ବ, ଲକ୍ଷେ ଟପିଗଲା ଭକ୍ତଙ୍କ ସଂଖ୍ୟା

ବାଲେଶ୍ବର :  ଶୋରିଷ ବୁଣିଲା ପରି ଏ ଦୃଶ୍ୟ । ବାବାଙ୍କ ଦୁଆରେ ଲକ୍ଷ ଲକ୍ଷ ଭକ୍ତ । ସବୁ ବର୍ଷକୁ ଟପିଗଲା ଚଳିତ ବର୍ଷ ଚନ୍ଦନେଶ୍ୱର ଚଡକ ପର୍ବର ଏ ଭିଡ଼ । ଇଏ  ବାଲେଶ୍ବର ଜିଲ୍ଲା ଭୋଗରାଇ ଚନ୍ଦନେଶ୍ବର ମନ୍ଦିରର ଦୃଶ୍ୟ । ଚଡ଼କ ପର୍ବ ଆରମ୍ଭ ଠାରୁ ଏଠି ଭକ୍ତଙ୍କ ସଂଖ୍ୟା କେବେ ୧ ଲକ୍ଷ…

ବାଲେଶ୍ୱରରେ ପ୍ରଥମଥର ପାଇଁ ଆୟୋଜିତ ହେବ ଆଧୁନିକ ବାସ୍ତୁ କର୍ମଶାଳା

ବାଲେଶ୍ୱର, ୧୧ ଏପ୍ରିଲ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ବାସୀଙ୍କ ପାଇଁ ଏକ ନୂତନ ପଦକ୍ଷେପ ଭାବେ ସହରରେ ପ୍ରଥମଥର ପାଇଁ ଆଧୁନିକ ବାସ୍ତୁ କର୍ମଶାଳା ଆୟୋଜିତ ହେବାକୁ ଯାଉଛି। ଏହାର ଅଂଶ ଭାବେ ଆସନ୍ତା ଏପ୍ରିଲ ୧୮ ତାରିଖ ସକାଳ ୧୧ଟାରେ ଏକ ମାଗଣା ଡେମୋ କ୍ଲାସ୍ ଆୟୋଜିତ ହେବ।…

ଅନୁଷ୍ଠିତ ହେଲା ସମଲେଶ୍ବରୀ ବର୍ଦ୍ଧନ ସ୍ମାରକୀ ବକ୍ତୃତା ସମାରୋହ  

ବାଲେଶ୍ବର, ୧୦ା୪(କୃଷ୍ଣ କୁମାର ମହାନ୍ତି): ନିଜ ଭିତରେ 'ମୁଁ'କୁ ଆବିଷ୍କାର କରିବା ହେଉଛି ଅସ୍ମିତା। ଉତ୍ତରପିଢ଼ି ସ୍ବାର୍ଥ, ପଦଲେହନ ନୀତି ତ୍ୟାଗ କରି ନିଜକୁ ଭଲ ପାଇଲେ ଜାତିର ବିକାଶ ଓ ସୁସ୍ଥ ସମାଜ ଗଠନ ହୋଇପାରିବ। କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ…

ଫକୀରମୋହନ ଗୋଲେଇ ସାହିତ୍ୟ ଖଟି ପକ୍ଷରୁ ଆୟୋଜିତ ହେଲା ସଦାନନ୍ଦ ତ୍ରିପାଠୀଙ୍କ ସ୍ମୃତି ଚର୍ଚ୍ଚା

ବାଲେଶ୍ୱର, ୧୦/୦୪ :(କୃଷ୍ଣ କୁମାର ମହାନ୍ତି) ଓଡ଼ିଶାର ବହୁ ଚର୍ଚ୍ଚିତ ଗାଳ୍ପିକ ଓ ଏକାଡେମୀ ପୁରସ୍କାର ପ୍ରାପ୍ତ କଥାକାର ସଦାନନ୍ଦ ତ୍ରିପାଠୀଙ୍କ ବିୟୋଗରେ ବାଲେଶ୍ୱରର ଏଡିଏମ୍ ଛକ ନିକଟସ୍ଥ 'ଶ୍ରୀକକ୍ଷ'ରେ ଫକୀରମୋହନ ଗୋଲେଇ ସାହିତ୍ୟ ଖଟି ତରଫରୁ ଏକ ଶୋକସଭା କବି ଉତ୍ପଳ ମହାନ୍ତିଙ୍କ…

କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟରେ ସ୍ବାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର ଅନୁଷ୍ଠିତ 

ବାଲେଶ୍ୱର,୮ା୪(କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ପକ୍ଷ ପାଳନ ଅବସରରେ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟରେ ଓଡ଼ିଆ ଗଳ୍ପ, କବିତା, ପ୍ରବନ୍ଧ ପ୍ରତିଯୋଗିତା, ସଫେଇ କାର୍ଯ୍ୟକ୍ରମ ଓ ପାରମ୍ପରିକ ପୋଷକ ପରିଧାନ, ସ୍ବାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର ଭଳି ବିବିଧ କାର୍ଯ୍ୟକ୍ରମ…