Sign in
Sign in
Recover your password.
A password will be e-mailed to you.
Browsing Category
ବାଲେଶ୍ୱର
ବାଲେଶ୍ୱରରେ ତାତିର ତାଣ୍ଡବ: ଜନଜୀବନ ଅସ୍ତବ୍ୟସ୍ତ, ରାସ୍ତାଘାଟ ଜନଶୂନ୍ୟ
ବାଲେଶ୍ୱର, ୨୪/୫(କୃଷ୍ଣ କୁମାର ମହାନ୍ତି): ଆଜି ବାଲେଶ୍ୱର ସହରରେ ପ୍ରଚଣ୍ଡ ଖରା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି। ସକାଳ ୯ଟାରୁ ହିଁ ସୂର୍ଯ୍ୟଙ୍କ ପ୍ରଖର ତାପ ଯୋଗୁଁ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ଆଜି ସହରର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ରେକର୍ଡ…
ଚାନ୍ଦିପୁର ରେଞ୍ଜରେ ଅଲିଭ ରିଡ଼ଲେ କଇଁଛଙ୍କ ରେକର୍ଡ ସଂଖ୍ୟକ ପ୍ରଜନନ: ୧୩୦ ବସାରୁ ୯,୭୬୫ ଛୁଆ ସମୁଦ୍ରକୁ ଫେରିଲେ,…
ବାଲେଶ୍ୱର, ୨୪/୫(କୃଷ୍ଣ କୁମାର ମହାନ୍ତି): ‘ବିଶ୍ୱ କଇଁଛ ଦିବସ’ ଅବସରରେ ଚାନ୍ଦିପୁର ୱାଇଲ୍ଡଲାଇଫ୍ ରେଞ୍ଜ ପକ୍ଷରୁ ୨୦୨୬ ମସିହାର ଅଲିଭ ରିଡ଼ଲେ କଇଁଛ ପ୍ରଜନନ ରିପୋର୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ରେଞ୍ଜ ଅଧୀନରେ ଥିବା ୬ଟି କ୍ୟାମ୍ପ ବା ବିଟ୍ ରେ ମୋଟ ୧୩୦ ଟି ବସାରୁ ସଫଳ ପ୍ରଜନନ…
କୁଆଡ଼େ ଗଲେ ୪ ନାବାଳିକା? ସେବା ସଦନରୁ ନିଖୋଜ, ମିଳୁନି ଖୋଜଖବର
ବାଲେଶ୍ୱର : କୁଆଡ଼େ ଗଲେ ନାବାଳିକା? ସେବା ସଦନରୁ ୪ ଜଣ ନାବାଳିକା ନିଖୋଜ। ଏଭଳି କିଛି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି ବାଲେଶ୍ୱର ମାରିଲାକ ସେବା ସଦନରୁ। ବାଲେଶ୍ବର ରେମୁଣାରେ ଥିବା ଏହି ସେବାସଦନ ବାଳାଶ୍ରମରେ ଗତ କାଲିଠୁ ୪ ଜଣ ନାବାଳିକା ନିଖୋଜ ଅଛନ୍ତି। ଦୁଇ ଜଣ ବସ୍ତା ଅଞ୍ଚଳର , ଜଣେ…
ସିବିଏସସିର ତୃତୀୟ ଭାଷା ଉଚ୍ଛେଦ ନିଷ୍ପତ୍ତିକୁ ତୀବ୍ର ବିରୋଧ: ମାତୃଭାଷା ପ୍ରତି ଚକ୍ରାନ୍ତ ବୋଲି କହିଲେ ଶିକ୍ଷାବିତ୍…
ବାଲେଶ୍ଵର, ୨୩/୫(କୃଷ୍ଣ କୁମାର ମହାନ୍ତି): ସେବାନିବୃତ୍ତ ଶିକ୍ଷାବିତ୍ ତଥା ବିଶିଷ୍ଟ ଲେଖକ ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ଯେ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ଆଗାମୀ ୨୦୨୬-୨୭ ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ…
ବାଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୁକ୍ତଦୁଇ ପରୀକ୍ଷାରେ ପାଇଲେ ଅଭୂତପୂର୍ବ ସଫଳତା
ବାଲେଶ୍ୱର, ୨୩/୫(କୃଷ୍ଣ କୁମାର ମହାନ୍ତି): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷାରେ ଶୋଭାରାମପୁରସ୍ଥିତ ବାଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। କଳା, ବିଜ୍ଞାନ ଓ ବାଣିଜ୍ୟ ତିନୋଟି ବିଭାଗରେ…
ପଞ୍ଜାବର ଚିତ୍କାରା ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହେବ ଜଉକଣ୍ଢେଇ ଓ ଜଉଚିତ୍ରର ୫ ଦିନିଆ ପ୍ରଶିକ୍ଷଣ ଶିବିର
ବାଲେଶ୍ୱର, ୨୩/୫(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରର ପାରମ୍ପରିକ ଲୋକକଳା ଜଉକଣ୍ଢେଇ ଓ ଜଉଚିତ୍ରର ଖ୍ୟାତି ଏବେ ରାଜ୍ୟ ଗଣ୍ଡି ଡେଇଁ ଦେଶର ଅନ୍ୟ ରାଜ୍ୟରେ ବଢ଼ିବାରେ ଲାଗିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଆଦୃତ ହେଉଥିବା ଏହି କଳା ଏବେ ପଞ୍ଜାବରେ…
ମୁନ୍ କମ୍ୟୁନିକେସନ ପକ୍ଷରୁ ପାଳିତ ହେଲା ଆନ୍ତର୍ଜାତିକ ଜୈବ ବିବିଧତା ଦିବସ: ଅନୁଷ୍ଠିତ ହେଲା ମହିଳା ସାଇକେଲ ରାଲି ଓ…
ବାଲେଶ୍ୱର, ୨୨/୫(କୃଷ୍ଣ କୁମାର ମହାନ୍ତି): ସାମାଜିକ ସଂଗଠନ 'ମୁନ କମ୍ୟୁନିକେସନ' ତରଫରୁ ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।
ସଂଗଠନର ସମ୍ପାଦକ ଅବନୀ କୁମାର ଜେନାଙ୍କ ନେତୃତ୍ୱରେ ଏକ ମହିଳା ସାଇକେଲ ରାଲି ରଣସାହି, ଗୁଡ଼ୁ ଓ ହିଡିଗାଁ ଗ୍ରାମ ପଞ୍ଚାୟତ…
ଚଳିତ ମାସ ୨୪ ତାରିଖରେ ‘ନିହାରିକା ମେଧା ସମ୍ମାନ–୨୦୨୬’ ସମାରୋହ
ବାଲେଶ୍ୱର, ୨୦/୫(କୃଷ୍ଣ କୁମାର ମହାନ୍ତି): ନିହାରିକା ମେଧା ସମ୍ମାନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଟେଲ ଫାଣ୍ଟାସି ଠାରେ ସଭାପତି ମୁରଲୀଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିହାରିକା ଫାଉଣ୍ଡେସନର ଅଧ୍ଯକ୍ଷ ରିତିକ୍ ଜୀ ଓ ସାଧାରଣ ସମ୍ପାଦକ ଦେବଦତ୍ତ…
ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦ୍ବେଗ
ଭୁବନେଶ୍ବର : ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିଛନ୍ତି। ନବୀନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ, ଅରାଜକତାର ଭୟଙ୍କର ଚିତ୍ର ଓଡ଼ିଶା ଦେଖୁଛି। ଶାସନ ନୁହେଁ, ଏଠି ଲାଗୁଛି ଗୁଣ୍ଡାରାଜ୍ ଚାଲିଛି। ବ୍ରହ୍ମପୁରର…
ସଂସ୍କୃତି ଏକାଡେମୀ ଦ୍ୱାରା ‘ତାଳ ତରଙ୍ଗ’ ଉତ୍ସବ ଆୟୋଜିତ
ନୂଆଦିଲ୍ଲୀ ତା୧୯.୦୫. ରିଖ ; ଦିଲ୍ଲୀର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସଂସ୍କୃତି ନୃତ୍ୟ ଏବଂ ସଂଗୀତ ଏକାଡେମୀ ଦ୍ୱାରା 'ତାଳ ତରଙ୍ଗ' ଶୀର୍ଷକ ଏକାଦଶ ତମ ବାର୍ଷିକ ନୃତ୍ୟ ଉତ୍ସବ ନିକଟରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଉତ୍ସବ ସ୍ଥଳ ନୂଆଦିଲ୍ଲୀର ଲାଜପତ ନଗର ସ୍ଥିତ ଲାଜପତ ଭବନ…