Sign in
Sign in
Recover your password.
A password will be e-mailed to you.
Browsing Category
ବାଲେଶ୍ୱର
ବାଲେଶ୍ୱର ଜିଲ୍ଲାପାଳ ପତାକା ପ୍ରଦର୍ଶନ କରି ଶୁଭାରମ୍ଭ କଲେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ସଚେତନତା ରଥ
ବାଲେଶ୍ୱର, ୩ ଜୁନ:(କୃଷ୍ଣ କୁମାର ମହାନ୍ତି) ଜନସାଧାରଣଙ୍କ ମଧ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଓ ଆବଶ୍ୟକ ସୂଚନା ପହଞ୍ଚାଇବା ଉଦ୍ଦେଶ୍ୟରେ ବୁଧବାର ପୂର୍ବାହ୍ନ ୯.୩୦ ଘଟିକାରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସ୍ୱତନ୍ତ୍ର…
କନହେଇ ଲାଲ ଦାସ ସ୍ମୃତି ସଂସଦ ପକ୍ଷରୁ ବାଲେଶ୍ଵରରେ ପାଳିତ ହେବ ଜୟନ୍ତୀ ଉତ୍ସବ: ଗାଳ୍ପିକ ରଞ୍ଜନ ପ୍ରଧାନ ପାଇବେ କନହେଇ…
ବାଲେଶ୍ଵର,୨/୬ (କୃଷ୍ଣ କୁମାର ମହାନ୍ତି): ପ୍ରତିବର୍ଷ ପରି ଚଳିତ ବର୍ଷ କନହେଇଲାଲ ଦାସ ସ୍ମୃତି ସଂସଦ ପକ୍ଷରୁ ଜୁନ୍ ୨୭ ତାରିଖ ଦିନ ବାଲେଶ୍ୱର ସହର ସ୍ଥିତ ଆତିଥ୍ୟ ଭବନରେ ଅନୁଷ୍ଠିତ ହେବ କନହେଇ ଜୟନ୍ତୀ ଉତ୍ସବ ସମାରୋହ। ଏ ସମ୍ପର୍କରେ ଆଜି ସନ୍ଧ୍ୟାରେ ସ୍ଥାନୀୟ 'ସଙ୍କେତ' ପରିସରରେ ଏକ…
ବାଲେଶ୍ଵର: ରାତ୍ରିକାଳୀନ ଚଢ଼ାଉରେ ୧୯ଟି ଗାଡ଼ି ଓ ୪୦ କିଲୋଗ୍ରାମ ବିସ୍ଫୋରକ ଜବତ
ବାଲେଶ୍ୱର, ୩୧/୫(କୃଷ୍ଣ କୁମାର ମହାନ୍ତି) : ଜିଲ୍ଲାରେ ଅବୈଧ ଖଣି ଉତ୍ତୋଳନ ଓ ଲଘୁଜାତ ଖଣିଜ ପଦାର୍ଥର ଅବୈଧ ପରିବହନ ବିରୋଧରେ ଚାଲିଥିବା କଡ଼ା କାର୍ଯ୍ୟାନୁଷ୍ଠାନ ସ୍ବରୂପ ରାତିରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୯ଟି ଗାଡ଼ି ଜବତ କରାଯିବା ସହ ପ୍ରାୟ ୪୦ କିଲୋଗ୍ରାମ…
ଭୋଟର ତାଲିକା ହେବ ନିର୍ଭୁଲ: ଆଜି ଠାରୁ ବାଲେଶ୍ୱରରେ ଆରମ୍ଭ ହେଲା ସ୍ଵତନ୍ତ୍ର ସଘନ ସଂଶୋଧନ ‘ଏସଆଇଆର’
ବାଲେଶ୍ୱର, ୩୦/୫(କୃଷ୍ଣ କୁମାର ମହାନ୍ତି): ଭାରତୀୟ ନିର୍ବାଚନ କମିଶନ(ଇସିଆର୍) ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଠାରୁ ଅର୍ଥାତ୍ ୩୦ ମେ ୨୦୨୬ରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍) ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଏହି…
ନିହାରିକା ମେଧା ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ବାଲେଶ୍ୱରର ୬୭୦ ମେଧାବୀ ଛାତ୍ରଛାତ୍ରୀ
ବାଲେଶ୍ୱର, ୨୬/୫(କୃଷ୍ଣ କୁମାର ମହାନ୍ତି): ନିହାରିକା ମେଧା ସମ୍ମାନ କମିଟି ପକ୍ଷରୁ "ନିହାରିକା ମେଧା ସମ୍ମାନ-2026" ସ୍ଥାନୀୟ ଗାନ୍ଧି ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି।
"ଆମେ ନମ୍ବରରେ ଶତକଡା 90, କିନ୍ତୁ ଦେଶ ଗଠନରେ 100%" ଥିମ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ…
ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ଆୟୋଜନ କଲା ଭାଷା ବିକାଶରେ କୃତ୍ରିମ ବୁଦ୍ଧିମତ୍ତା ବିଷୟକ ଆଲୋଚନା
ବାଲେଶ୍ଵର: ୨୫/୫(କୃଷ୍ଣ କୁମାର ମହାନ୍ତି): କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ସ୍ୱୟଂଚାଳିତ କାର୍ଯ୍ୟଦକ୍ଷତା ରହିଛି। ତାହା ନୂତନ ତଥ୍ୟରୁ ନିଜେ ଶିକ୍ଷା କରି ନିଜର କାର୍ଯ୍ୟଶୈଳୀକୁ ପ୍ରସ୍ତୁତ କରିଥାଏ। ଏବେ ପୃଥିବୀର ସର୍ବତ୍ର କୃତ୍ରିମ ବୁଦ୍ଧିମତ୍ତାକୁ ପ୍ରୟୋଗ କରି ଅସାଧ୍ୟ କାର୍ଯ୍ୟ…
ବାଲେଶ୍ବରରେ ଉନ୍ମୋଚିତ ହେଲା ଲେଖକ ଶାନ୍ତନୁ କୁମାର ପଟ୍ଟନାୟକଙ୍କ ତିନୋଟି ପୁସ୍ତକ
ବାଲେଶ୍ବର, ୨୪/୫(କୃଷ୍ଣ କୁମାର ମହାନ୍ତି): ଶ୍ରଦ୍ଧା ପବ୍ଲିକେଶନ ପକ୍ଷରୁ ପ୍ରକାଶିତ ବିଶିଷ୍ଟ ଲେଖକ ଶାନ୍ତନୁ କୁମାର ପଟ୍ଟନାୟକଙ୍କ ତିନୋଟି ନୂଆ ପୁସ୍ତକ 'ଅଭୁଲା ଅତୀତ', 'ଏଇଠୁ ଆରମ୍ଭ' ଓ 'ଏଇ ଆମ ସଂସ୍କୃତି' ଆଜି ସଂଧ୍ୟାରେ ବାଲେଶ୍ବର ଷ୍ଟେସନ କ୍ଲବ ପରିସରରେ ମହା ଆଡ଼ମ୍ବର ସହ ଉନ୍ମୋଚିତ…
ବିକଳ୍ପ ସମାଜର ରାଜ୍ୟସ୍ତରୀୟ ଚିନ୍ତନ କର୍ମଶାଳା : ଓଡ଼ିଶାରେ ଲୋକକୈନ୍ଦ୍ରିକ ବିକଳ୍ପ ଅର୍ଥନୀତି-ରାଜନୀତି ଉପରେ…
ବାଲେଶ୍ୱର, ୨୪/୫(କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ରାଜ୍ୟର ଅର୍ଥନୈତିକ ବ୍ୟବସ୍ଥା ଓ ଶାସନ ପ୍ରକ୍ରିୟାରେ ଲୋକକୈନ୍ଦ୍ରିକ ପରିବର୍ତ୍ତନ ଜରୁରୀ ବୋଲି ‘ବିକଳ୍ପ ସମାଜ’ର ରାଜ୍ୟସ୍ତରୀୟ ଚିନ୍ତନ କର୍ମଶାଳାରେ ମତ ପ୍ରକାଶ ପାଇଛି। ଭୁବନେଶ୍ୱରର ସପ୍ତସତୀ ବିହାରସ୍ଥିତ…
ଏ ବର୍ଷ ରଜ ସଂକ୍ରାନ୍ତିରେ ବାଲେଶ୍ଵର କୁମ୍ଭକ୍ଷେତ୍ର ପରଷିବ ୨୫ ପ୍ରକାର ବ୍ୟଞ୍ଜନର ‘ବୁଢୀମା ଥାଳି’ ସହ…
ବାଲେଶ୍ୱର, ୨୪/୫(କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ବହୁ ଚର୍ଚ୍ଚିତ କୁମ୍ଭକ୍ଷେତ୍ର ଚଳିତ ରଜ ସଂକ୍ରାନ୍ତି ୨୦୨୬କୁ ଏକ ସ୍ମରଣୀୟ ଉତ୍ସବରେ ପରିଣତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତିନି ଦିନ ଧରି ପାଳିତ ହେବାକୁ ଥିବା ଏହି ନିଆରା ରଜ ମହୋତ୍ସବରେ ପରମ୍ପରା ସହ ଆଧୁନିକତାର…
ବାଲେଶ୍ୱରରେ ତାତିର ତାଣ୍ଡବ: ଜନଜୀବନ ଅସ୍ତବ୍ୟସ୍ତ, ରାସ୍ତାଘାଟ ଜନଶୂନ୍ୟ
ବାଲେଶ୍ୱର, ୨୪/୫(କୃଷ୍ଣ କୁମାର ମହାନ୍ତି): ଆଜି ବାଲେଶ୍ୱର ସହରରେ ପ୍ରଚଣ୍ଡ ଖରା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି। ସକାଳ ୯ଟାରୁ ହିଁ ସୂର୍ଯ୍ୟଙ୍କ ପ୍ରଖର ତାପ ଯୋଗୁଁ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ଆଜି ସହରର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ରେକର୍ଡ…