Browsing Category

ବାଲେଶ୍ୱର

ନବଉନ୍ମେଷକାରୀ ନାଟ୍ୟକାର ଡକ୍ଟର ଦିଲ୍ଲୀପ ରଥଙ୍କ ଦୁଇଟି ନାଟକ ପୁସ୍ତକ ହେଲା ଲୋକାର୍ପିତ

ବାଲେଶ୍ଵର, ତା୨୯-୦୩:(କୃଷ୍ଣ କୁମାର ମହାନ୍ତି): ବିଶ୍ୱ ନାଟ୍ୟଦିବସ ଅବସରରେ ‘ଚନ୍ଦ୍ରଭାଗା’ ଓ ‘ସହଯୋଗ’ ଅନୁଷ୍ଠାନ ପକ୍ଷରୁ ନାଟ୍ୟକାର ଡକ୍ଟର ଦିଲ୍ଲୀପ ରଥଙ୍କ ‘ଶ୍ରାବଣୀ ନଈ’ ଏବଂ ‘ଚହଲା ପାଣିର କଇଁ’ ଶୀର୍ଷକ ଦୁଇଟି ନାଟକ ପୁସ୍ତକ ଲୋକାର୍ପିତ ହୋଇଯାଇଛି। ଗତକାଲି ଅପରାହ୍ନରେ ସ୍ଥାନୀୟ…

ଉତ୍ତମ ଲେଖାଟିଏ ଲେଖକ ଓ ପାଠକ ମଧ୍ୟରେ ଭାବଗତ ସମ୍ପର୍କ ସୃଷ୍ଟି କରେ 

ବାଲେଶ୍ବର, ୨୯/୩(କୃଷ୍ଣ କୁମାର ମହାନ୍ତି): ଲେଖକ ଓ ପାଠକଙ୍କ ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ସୃଷ୍ଟି କରିବାର ଆଭିମୁଖ୍ୟ ନେଇ ‘ପ୍ରଜାପତି’ ସାହିତ୍ୟ ଶାଖା ‘ଅକ୍ଷର’ ତରଫରୁ ସାରସ୍ଵତ କାର୍ଯ୍ୟକ୍ରମ ପାଞ୍ଚ କବିତା-ପାଞ୍ଚ କଥାକୁ ନେଇ ଏକ ନିଆରା କାର୍ଯ୍ୟକ୍ରମ ‘ଉଚ୍ଚାରଣ’ ସ୍ଥାନୀୟ ଆତିଥ୍ୟ…

ବରିଷ୍ଠ ସାମ୍ବାଦିକ ମିହିର ମହାପାତ୍ରଙ୍କ ସ୍ମୃତିସଭା ଭୁବନେଶ୍ୱରରେ ଅନୁଷ୍ଠିତ

ବାଲେଶ୍ୱର,୨୯/୩(କୃଷ୍ଣ କୁମାର ମହାନ୍ତି) : ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟପ୍ରେମୀ ଓ ସାମାଜିକ କର୍ମୀ ମିହିର ମହାପାତ୍ରଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିସଭା ଭୁବନେଶ୍ୱର ଠାରେ ଏକ ଭାବବିହ୍ୱଳ ପରିବେଶରେ  ଅନୁଷ୍ଠିତ ହୋଇଯାଇଛି। ପରିବାରବର୍ଗ, ସାହିତ୍ୟିକ, ସାମାଜିକ କର୍ମୀ ଓ…

ସ୍ରଷ୍ଟା ନାଟ୍ୟାନୁଷ୍ଠାନ ଦ୍ଵାରା ବିଶ୍ଵ ନାଟ୍ୟ ଦିବସ ଅବସରରେ ମଞ୍ଚସ୍ଥ ହେଲା ପୀତାମ୍ବର ଦାସଙ୍କ ନାଟକ ‘ହୃଦୟର…

ବାଲେଶ୍ବର, ୨୮/୩(କୃଷ୍ଣ କୁମାର ମହାନ୍ତି) ଗତକାଲି ସ୍ରଷ୍ଟା ନାଟ୍ୟ ଅନୁଷ୍ଠାନ ଓ ବାଲେଶ୍ଵର ଜିଲ୍ଲା ପ୍ରଶାସନ  ସହାୟତାରେ ମାକଲପୁର ସ୍ଥିତ ନିଜସ୍ୱ  ପ୍ରେକ୍ଷାଳୟରେ ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି। 'ସ୍ରଷ୍ଟା'ର ସମ୍ପାଦକ ନାଟ୍ୟକାର ହେମେନ୍ଦ୍ର ମହାପାତ୍ର ଏଥିରେ ପୌରୋହିତ୍ୟ…

ବାବା ପଞ୍ଚଲିଙ୍ଗେଶ୍ୱର ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶୀତକାଳୀନ ଶିବିର ସଫଳତାର ସହ…

ବାଲେଶ୍ୱର (୨୭/୩) : ରିପୋର୍ଟ-ସନାତନ ମହାକୁଡ଼ ।ନୀଳଗିରି ସନ୍ତରଗଡିଆ ସ୍ଥିତ ବାବା ପଞ୍ଚଲିଙ୍ଗେଶ୍ଵର ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (NSS) ଅଧୀନରେ ଆୟୋଜିତ ସ୍ଵତନ୍ତ୍ର ଶୀତକାଳୀନ ଶିବିର ୨୬ ମାର୍ଚ୍ଚ ୨୦୨୬ ଶୁକ୍ରବାର ଦିନ ସଫଳତାର ସହ ଉଦ୍ୟାପିତ ହୋଇଯାଇଛି। ଏହି ସାତଦିନିଆ…

ବାଲେଶ୍ୱରରେ ବେଲଗାମ ବାଲି ମାଫିଆ !

ବାଲେଶ୍ୱର : ଅତିରିକ୍ତ  ତହସିଲଦାରଙ୍କୁ ଆକ୍ରମଣ। ବାଲେଶ୍ୱର ସୋରର ଅତିରିକ୍ତ ତହସିଲଦାର ଓ ତାଙ୍କର ଡ୍ରାଇଭରଙ୍କୁ ବାଲି ମାଫିଆ ଆକ୍ରମଣ କରିଥିବା ଜଣାପଡିଛି। ତେଣ୍ଟେଇରୁ କାମ ସାରି ଫେରୁଥିବା ବେଳେ ଅଇଁରୀ ଛକ ରାସ୍ତାରେ ଏକ ବାଲି ଗାଡିକୁ ଧରିଥିଲେ ଅତିରିକ୍ତ ତହସିଲଦାର l ଗାଡ଼ି କାଗଜପତ୍ର…

କବି ପ୍ରଭାତ କୁମାର ଆଚାର୍ଯ୍ୟଙ୍କ “ସଉଦା” ଉନ୍ମୋଚିତ।

ବାଲେଶ୍ୱର ( ୨୨/୩ ) : ରେମୁଣା ସାହିତ୍ୟ ସଂସଦ ଆନୁକୁଲ୍ୟରେ କବି ପ୍ରଭାତ କୁମାର ଆଚାର୍ଯ୍ୟଙ୍କ ନବମ ପୁସ୍ତକ "ସଉଦା"କବିତା ସଙ୍କଳନର ଲୋକାର୍ପଣ ସମାରୋହ ଅଭିମନ୍ୟୁ କଲ୍ଯାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଅଛି। ସାହିତ୍ୟିକ ଡଃ ଭାଗବତ ପ୍ରସାଦ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…

ବିଶ୍ୱବିଦ୍ୟାଳୟସ୍ତରୀୟ ଏନ୍ ଏସ୍ ଏସ୍ ସ୍ୱେଚ୍ଛାସେବୀଙ୍କ ପାଇଁ ରାଜ୍ୟସ୍ତରୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ପ୍ରଶିକ୍ଷଣ…

ବାଲେଶ୍ୱର :  ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସହଯୋଗରେ ବାଲେଶ୍ୱର ସହରର ଇନଷ୍ଟିଚ୍ୟୁଟ ଅଫ ନେଚର କେୟାର ଏଣ୍ଡ ଯୋଗିକ ସାଇନ୍ସ ପରିଚାଳିତ ‘ହେଲଦି ଲାଇଫ୍‌’ ଯୋଗ ମହାବିଦ୍ୟାଳୟ ଆନୁକୁଲ୍ୟରେ ମାର୍ଚ୍ଚ ୧୪ ତାରିଖରୁ ୩ ଦିନ ବ୍ୟାପୀ ଚାଲିଥିବା…