Browsing Category

ବାଲେଶ୍ୱର

ଅପୂର୍ବା ପ୍ରକାଶନୀ ପକ୍ଷରୁ ପାଠକଙ୍କ ପାଇଁ ଲୋକାର୍ପିତ ହେଲା ନୂଆ ସାହିତ୍ୟ କେନ୍ଦ୍ର ‘ଅପୂର୍ବା ବୁକ୍…

ବାଲେଶ୍ୱର, ୨୬/୪: (କୃଷ୍ଣ କୁମାର ମହାନ୍ତି) ବିଶ୍ୱ ପୁସ୍ତକ ଦିବସ ଅବସରରେ ରାଜ୍ୟର ସଂଭ୍ରାନ୍ତ ସାହିତ୍ୟ ପତ୍ରିକା ଓ ଅଗ୍ରଣୀ ପୁସ୍ତକ ପ୍ରକାଶନୀ ସଂସ୍ଥା ‘ଅପୂର୍ବା ପ୍ରକାଶନୀ’ ପକ୍ଷରୁ ଏକ ନୂତନ ବୁକ୍ ଶପ୍ ରାଜଧାନୀରେ ଲୋକାର୍ପିତ ହୋଇଯାଇଛି। ଭୁବନେଶ୍ୱର ୟୁନିଟ୍-୩ ଅଞ୍ଚଳରେ ଅବସ୍ଥିତ…

‘ସେଇଠୁ ଆରମ୍ଭ’ ଓ ‘ଓଡ଼ିଆ ନ୍ୟୁଜ ଡ଼ଟ୍ ଲାଇଭ୍’ ପକ୍ଷରୁ ବାଲେଶ୍ୱରରେ ଆୟୋଜିତ ହେଲା କର୍କଟ…

ବାଲେଶ୍ୱର, ୨୫/୪(କୃଷ୍ଣ କୁମାର ମହାନ୍ତି): ଦୈନିକ ଖବରକାଗଜ 'ସେଇଠୁ ଆରମ୍ଭ' ଓ ଡିଜିଟାଲ ମେଡ଼ିଆ 'ଓଡ଼ିଆ ନ୍ୟୁଜ ଡ଼ଟ୍ ଲାଇଭ୍' ପକ୍ଷରୁ ବାଲେଶ୍ୱର ସହରର ଖ୍ରୀଷ୍ଟିଆନ ହାଇସ୍କୁଲ ପରିସରରେ ଏକ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଭୁବନେଶ୍ୱରର ବିଶିଷ୍ଟ କର୍କଟ ରୋଗ…

ଓଡ଼ିଆ ଭାଷାବିକାଶ ଆନ୍ଦୋଳନ'(ଓବିବିଏ) ପକ୍ଷରୁ ଲୋକାର୍ପିତ ହେଲା କବି ଭରତ ଦାଶଙ୍କ ‘ପ୍ରୀତିଅର୍ଘ୍ୟ’ ପୁସ୍ତକ 

ବାଲେଶ୍ୱର - ୨୫/୦୪ :(କୃଷ୍ଣ କୁମାର ମହାନ୍ତି) ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଓ ଅନେକ କବିତାଗ୍ରନ୍ଥର ସ୍ରଷ୍ଟା କବି ଭରତ ଚନ୍ଦ୍ର ଦାଶଙ୍କର ଅଷ୍ଟାଦଶତମ ଚଉପଦୀ ଗ୍ରନ୍ଥ ‘ପ୍ରୀତିଅର୍ଘ୍ୟ’ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ (ଓବିବିଏ) ତରଫରୁ ସ୍ରଷ୍ଟା ପ୍ରେକ୍ଷାଳୟରେ ଲୋକାର୍ପିତ…

ଇନ୍-ଫ୍ରା ବlସ୍ତୁ’ ସଂସ୍ଥା ତରଫରୁ ବାଲେଶ୍ଵରରେ ଅlୟୋଜିତ ହେଲା ଆଧୁନିକ ବlସ୍ତୁ (ନାନୋ ବlସ୍ତୁ) ପାଠଶାଳା 

ବାଲେଶ୍ୱର, ୨୫/୪(କୃଷ୍ଣ କୁମାର ମହାନ୍ତି): ଇନ୍-ଫ୍ରା ବlସ୍ତୁ' ସଂସ୍ଥା ତରଫରୁ ସ୍ଥାନୀୟ  ନୂଆସାହି ସ୍ଥିତ ଓଲା ସୋ ରୁମ୍ ପରିସରରେ ବେଶ୍ ଉତ୍ସାହ ଓ ଆଗ୍ରହର ସହ ଆଧୁନିକ ବlସ୍ତୁ (ନାନୋ ବlସ୍ତୁ) ପାଠଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନେକ ବାସ୍ତୁ ପ୍ରେମୀ ବ୍ୟକ୍ତିଙ୍କ ଉପସ୍ଥିତିରେ…

ମୂନ କମ୍ୟୁନିକେସନ ପକ୍ଷରୁ ପାଳିତ ହେଲା ବିଶ୍ୱ ପୃଥିବୀ ଦିବସ 

ବାଲେଶ୍ୱର ୨୪/୪(କୃଷ୍ଣ କୁମାର ମହାନ୍ତି): ସାମାଜିକ ସଂଗଠନ ମୂନ୍ କମ୍ୟୁନିକେସନ  ତରଫରୁ ୫୬ ତମ ବିଶ୍ୱ ପୃଥିବୀ ଦିବସ ସମ୍ପାଦକ ଶ୍ରୀ ଅବନୀ କୁମାର ଜେନାଙ୍କ ନେତୃତ୍ୱରେ ରଣସାହି ଓ ଅଠଳାମାଳ ଠାରେ ଅନୁଷ୍ଠିତ ହୋଇ ଅଛି। କାର୍ଯ୍ୟକ୍ରମରେ ଅତିଥି ଭାବେ  ଶିକ୍ଷୟିତ୍ରୀ ସବିତା ନାୟକ, …

ବାଲେଶ୍ୱରରେ ବୃଦ୍ଧି ପାଉଛି ବେଆଇନ ରେଳ ଟିକେଟ କାରବାର : ତତ୍କାଳ ଟିକେଟକୁ ନେଇ ଦଲାଲ୍ ସକ୍ରିୟ, 

ବାଲେଶ୍ୱର, ୨୪/୪:(କୃଷ୍ଣ କୁମାର ମହାନ୍ତି) ବାଲେଶ୍ୱର ଜିଲ୍ଲାର ପ୍ରମୁଖ ରେଳ ଷ୍ଟେସନ, ବିଶେଷ କରି ବାଲେଶ୍ୱର ଓ ସୋରୋ ଷ୍ଟେସନ ଅଞ୍ଚଳରେ ବେଆଇନ ଟିକେଟ କାରବାର ଏବେ ଚିନ୍ତାଜନକ ରୂପ ନେଇଛି। ତତ୍କାଳ ଟିକେଟର ଅଧିକ ଚାହିଦାକୁ ହତିଆର କରି କିଛି ଦଲାଲ ଓ ଏଜେଣ୍ଟ ଅସାଧୁ ଉପାୟରେ ଟିକେଟ ସଂଗ୍ରହ…

ବିଶିଷ୍ଟ ସମାଜ ସେଵୀ ଦୈତାରୀ ବେହେରାଙ୍କ ବିୟୋଗ

ବାଲେଶ୍ୱର ୨୪/୪(କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଗେଙ୍ଗୁଟି ଗ୍ରାମ ପଞ୍ଚାୟତର ଜମ୍ବେଶ୍ୱର ପୁର ଗ୍ରାମର ଗ୍ରାମ୍ୟ କମିଟିର ପ୍ରାକ୍ତନ ସଭାପତି ତଥା ଅଞ୍ଚଳର ବିଶିଷ୍ଟ ସମାଜସେବୀ ଦୈତାରୀ ବେହେରାଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି। ମୃତ୍ୟୁ ବେଳକୁ ଶ୍ରୀ ବେହେରାଙ୍କୁ ୯୨ବର୍ଷ…

ନଳକୂପ ଖୋଳି ଭୁଲିଗଲେ  ପ୍ଲାଟଫର୍ମ କରିବାକୁ : ଗ୍ରାମ ବାସୀଙ୍କ ଭାଗ୍ୟରେ ପ୍ରଦୂଷିତ ପାଣି

ବଲେଶ୍ୱର,୨୪/୦୪(କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଗେଙ୍ଗୁଟି ଗ୍ରାମ ପଞ୍ଚାୟତ ଅଧିନସ୍ଥ ଜମ୍ବେଶ୍ୱରପୁର ଗ୍ରାମର ପୂର୍ବପଟ ଜନ ଉପଜାତି ବସ୍ତିରେ ଏକ ବର୍ଷରୁ ଅଧିକ ସମୟ ପୂର୍ବେ  ସରକାରଙ୍କ ଜନହିତ ଯୋଜନାରେ ସୁଧାକର ସେଠୀଙ୍କ ଘର ପାଖରେ ଖୋଳା ଯାଇଥିବା ନଳକୂପର ପକ୍କା ପ୍ଲାଟଫର୍ମ ନିର୍ମାଣ…

‘ଭଲ କବିତାର ଖୋଜ୍’ ପକ୍ଷରୁ ଆୟୋଜିତ ହେଲା ବୈଶାଖୀ କବିତା ଆସର : କବି ଉତ୍ପଳ ମହାନ୍ତିଙ୍କ ଜନ୍ମଦିନ…

ବାଲେଶ୍ୱର, ୨୩/୪: (କୃଷ୍ଣ କୁମାର ମହାନ୍ତି) ଆଜି ପୂର୍ବାହ୍ନ ୯ଟାରେ ସ୍ଥାନୀୟ ଡାଲଚିନି ହୋଟେଲ୍ ପରିସରରେ 'ଭଲ କବିତା ଖୋଜ୍' ପକ୍ଷରୁ ଏକ ସ୍ଵତନ୍ତ୍ର ବେଶାଖୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଆସରରେ 'ଭଲ କବିତାର ଖୋଜ୍'ର ସମ୍ପାଦକ କବି ଉତ୍ପଳ ମହାନ୍ତିଙ୍କ ୫୫ତମ ଜନ୍ମଦିନ ପାଳିତ…

ଓଡ଼ିଆ ଭାଷା ବିକାଶ ଆନ୍ଦୋଳନର ‘ବସନ୍ତ ସଂଖ୍ୟା-୨୦୨୬’ ଉନ୍ମୋଚିତ : ପରିବେଷିତ ହେଲା ନାଟକ ‘ଭାଷା…

ବାଲେଶ୍ୱର - ୨୩/୦୪ :(କୃଷ୍ଣ କୁମାର ମହାନ୍ତି) ସାଧାରଣତଃ ଗୋଟିଏ ଅନୁଷ୍ଠାନର ଇତିହାସକୁ ପ୍ରବନ୍ଧ ମାଧ୍ୟମରେ ପ୍ରକାଶ କରାଯାଇପାରେ। ମାତ୍ର 'ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ' (ଓବିବିଏ) ତରଫରୁ ‘ଭାଷାବିକାଶ ଇତିହାସ’ ଏକ ଐତିହାସିକ ନାଟକ ସ୍ରଷ୍ଟା ପ୍ରେକ୍ଷାଳୟ ପରିସରରେ ପ୍ରଦର୍ଶିତ ହୋଇଯାଇଛି।…