Browsing Category

ବାଲେଶ୍ୱର

ବାଲେଶ୍ୱରରେ ଅନୁଷ୍ଠିତ ହେଲା ଜିଲ୍ଲାସ୍ତରୀୟ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ କାର୍ଯ୍ୟକ୍ରମ : ୫୬…

 ବାଲେଶ୍ୱର, ୨୨/୪(କୃଷ୍ଣ କୁମାର ମହାନ୍ତି) : ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ କାର୍ଯ୍ୟକାରୀ ସଂସ୍ଥା 'ସ୍ପିଡ' ସ୍ଵେଚ୍ଛାସେବୀ ଅନୁଷ୍ଠାନ, ସୋରୋ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ…

ରାଜ୍ୟସ୍ତରୀୟ ହକି ଚାମ୍ପିଅନସିପ୍: ରାଉରକେଲା ଅଭିମୁଖେ ଯାତ୍ରା କଲେ ବାଲେଶ୍ୱର ଜୁନିୟର ମହିଳା ଦଳ

ବାଲେଶ୍ୱର, ୨୨/୦୪(କୃଷ୍ଣ କୁମାର ମହାନ୍ତି) ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଥିବା ୫ମ ରାଜ୍ୟସ୍ତରୀୟ ଜୁନିୟର ମହିଳା ହକି ଚାମ୍ପିଅନସିପ୍-୨୦୨୬ ରେ ଭାଗ ନେବା ପାଇଁ ଆଜି ବାଲେଶ୍ୱର ଜିଲ୍ଲା ଦଳ ରାଉରକେଲା ଯାତ୍ରା କରିଛି। ଏହି ପ୍ରତିଯୋଗିତା ଆସନ୍ତା ଏପ୍ରିଲ ୨୨ ତାରିଖରୁ ଆରମ୍ଭ ହେବାକୁ…

ଓଡିଆ ଭାଷା ବିକାଶ ଆନ୍ଦୋଳନ’ (ଓବିବିଏ) ପକ୍ଷରୁ ଉନ୍ମୋଚିତ ହେଲା ଅରୁଣା ରାୟଙ୍କ ‘ଗୋପବନ୍ଧୁ ସୂକ୍ତିସିନ୍ଧୁ’…

ବାଲେଶ୍ୱର - ୨୧/୦୪ (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ଆନୁକୂଲ୍ୟରେ ସୁଶ୍ରୀ ଅରୁଣା ରାୟଙ୍କ ସଂପାଦିତ ‘ଗୋପବନ୍ଧୁ ସୂକ୍ତିସିନ୍ଧୁ’ ଗ୍ରନ୍ଥ ସ୍ରଷ୍ଟା ପ୍ରେକ୍ଷାଳୟରେ ଉନ୍ମୋଚିତ ହୋଇଯାଇଛି। ଏହି ଉନ୍ମୋଚନ ଉତ୍ସବରେ ପୌରୋହିତ୍ୟ କରି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ…

ଅକ୍ଷୟ ତୃତୀୟାରେ ୯ ଜଣ ଚିତ୍ରକର ନେଲେ ୮ ଟି ଜଗନ୍ନାଥ ମନ୍ଦିରରୁ ପଟିଦିଅଁ ଅଙ୍କନ ପାଇଁ ସ୍ଵୀକୃତି

ବାଲେଶ୍ୱର ୨୦/୪(କୃଷ୍ଣ କୁମାର ମହାନ୍ତି) : ଓଡ଼ିଶାରେ ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି, ଅନୁକୂଳ, ଶୁଭାରମ୍ଭ, ପ୍ରତିଷ୍ଠା ଇତ୍ୟାଦି କରାଯିବାର ପରମ୍ପରା ଥିଲା ବେଳେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଚିତ୍ରକରମାନଙ୍କୁ ପଟିଦିଅଁ ଅଙ୍କନ ପାଇଁ ଆଜ୍ଞାମାଳ ଓ ବସ୍ତ୍ର ପ୍ରଦାନ ପୂର୍ବକ ସ୍ବୀକୃତି…

ଯୁବ ବିକାଶ ଓ ବିଜେଏସପିର ମିଳିତ ଆନୁକୁଲ୍ୟରେ ବାଲିଆପାଳରେ ଉଦଘାଟିତ ହେଲା ଯୋଗ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ

ବାଲେଶ୍ୱର , ୨୦/୪(କୃଷ୍ଣ କୁମାର ମହାନ୍ତି): ବାଲିଆପାଳ ଯୋଗ ସମିତି ଦ୍ୱାରା ପରିଚାଳିତ ଏକ ଭିନ୍ନ ଧରଣର ପଞ୍ଚାୟତ ସ୍ତରୀୟ ଦ୍ୱିଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କାଳିପଦା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଯୋଗ ଶିକ୍ଷକ…

ବାଲେଶ୍ୱରରେ ଶୁଭାରମ୍ଭ ହେଲା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଜୁଏଲାରୀ ସୋରୁମ୍‌ ‘ଇନ୍ଦ୍ରିୟା’ର ପ୍ରଥମ ଷ୍ଟାର୍

ବାଲେଶ୍ବର,୧୮/୪:(କୃଷ୍ଣ କୁମାର ମହାନ୍ତି) ବାଲେଶ୍ବର ସହରର ଫକୀରମୋହନ ଗୋଲାଇ ଠାରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ୍ସକ୍ଲୁସିଭ୍‌ ଜୁଏଲାରୀ ସୋରୁମ୍‌ ‘ଇନ୍ଦ୍ରିୟା’ ଉଦ୍‌ଘାଟିତ ହୋଇଯାଇଛି। ଏହି ସୋରୁମ୍‌ରେ କମ୍ପାନିର ଅତ୍ୟାଧୁନିକ ଆକର୍ଷଣୀୟ ବିଭିନ୍ନ ଡିଜାଇନ୍‌ର ସୁନା, ହୀରା ଓ…

ଉନ୍ମୋଚିତ ହେଲା ସଂଗ୍ରାମ କେଶରୀ ସେନାପତିଙ୍କ ପ୍ରଥମ ଓଡ଼ିଆ ଉପନ୍ୟାସ ‘ସିଗାରେଟ୍’

ବାଲେଶ୍ୱର, ୧୭/୪ (କୃଷ୍ଣ କୁମାର ମହାନ୍ତି): ଗତକାଲି ଟାଇମ୍‌ପାସ୍ ପ୍ରକାଶନ ସଂସ୍ଥା ଦ୍ୱାରା ଭୁବନେଶ୍ୱର ବୁଦ୍ଧ ମନ୍ଦିର ଠାରେ ଆୟୋଜିତ ବହି ବିଷୁବ କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ ସେନାପତିଙ୍କ ପ୍ରଥମ ଓଡ଼ିଆ ଉପନ୍ୟାସ 'ସିଗାରେଟ୍' ଉନ୍ମୋଚିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ…

ବାଲେଶ୍ୱରରେ ରାମଚନ୍ଦ୍ର ପଣ୍ଡା ଏଜୁକେସନ ଟ୍ରଷ୍ଟ ଓ ‘ନାଚ୍’ ନୃତ୍ୟାନୁଷ୍ଠାନ ପକ୍ଷରୁ ମିଳିତ ଭାବେ…

ବାଲେଶ୍ୱର, ୧୭ ଏପ୍ରିଲ (କୃଷ୍ଣ କୁମାର ମହାନ୍ତି): ରାମଚନ୍ଦ୍ର ପଣ୍ଡା ଏଜୁକେସନ ଫାଉଣ୍ଡେସନ ଟ୍ରଷ୍ଟ (RPEFT), ବାଲେଶ୍ୱର ଓ ପ୍ରମୁଖ ନୃତ୍ୟ ପ୍ରତିଷ୍ଠାନ 'ନାଚ୍'ର ମିଳିତ ସହଭାଗିତାରେ ଗଣିତ ବୃତ୍ତି ପରୀକ୍ଷା ଓ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତାର ଉଦ୍‌ଯାପନୀ ସଭା ନାଚ୍ ପ୍ରେକ୍ଷାଳୟରେ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଉଦଘାଟିତ ହେଲା ତ୍ରିଦିବସୀୟ ଜଉକଣ୍ଢେଇ ପ୍ରଶିକ୍ଷଣ ଶିବିର

ବାଲେଶ୍ୱର, ୧୬/୪(କୃଷ୍ଣ କୁମାର ମହାନ୍ତି): ଭଦ୍ରକ ଜିଲ୍ଲା ବନ୍ତ୍ ବ୍ଲକର ପଳାଶ ଗଡ଼ିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତରଫରୁ ତ୍ରିଦିବସୀୟ ଜଉକଣ୍ଢେଇ ଶିବିର ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵରୀ ଜଉକଣ୍ଢେଇର ପୁନରୁଦ୍ଧାରକାରୀ ବିଶିଷ୍ଟ ଶିଳ୍ପୀ କେଶୁ…

ଚୌଦ୍ୱାର ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ଆସର ଓ ଓଡ଼ିଆ ନବବର୍ଷର ବନ୍ଧୁମିଳନ ପର୍ବ ଅନୁଷ୍ଠିତ

ବାଲେଶ୍ୱର, ୧୬/୪(କୃଷ୍ଣ କୁମାର ମହାନ୍ତି): ଦୀର୍ଘ ପଚାଶ ବର୍ଷର ସମ୍ଭ୍ରାନ୍ତ ସାରସ୍ୱତ ଅନୁଷ୍ଠାନ 'ଚୌଦ୍ୱାର ସାହିତ୍ୟ ସଂସଦ' ପକ୍ଷରୁ ଏ ବର୍ଷ ବିଷୁବ ଆସର ଓ ଓଡିଆ ନବବର୍ଷର  ବନ୍ଧୁମିଳନ ପର୍ବ ରାଧାମୋହନ ଛକ ସ୍ଥିତ ଶ୍ରମିକ ପରିବାର ଯୁବକ ସଂଘ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।…