Browsing Category

Uncategorized

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମଝି ହେଲେ ପିଏସି ଅଧକ୍ଷ ।

ଭୁବନେଶ୍ୱର : ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ଭାଜପା ବିଧାୟକ ମୋହନ ଚରଣ ମାଝିଙ୍କୁ ବିଧାନସଭାର ପିଏସି (ପବ୍ଲିକ ଆକାଉଣ୍ଟସ୍‌ କମିଟି) ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବିଧାନସଭା ସଚିବାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ…

କୋଦଳାରେ କଲେଜର ଉନ୍ନତିକରଣ ପାଈଁ ଭିତ୍ତିିପ୍ରସ୍ତର ସ୍ଥାପନ କଲେ ବିଧାୟିକା

ଗଞ୍ଜାମ :  କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ସହିତ ମହାବିଦ୍ୟାଳୟ ର ଭିତିଭୂମି ଉନ୍ନତି କରଣ ପାଇଁ ଅଣ୍ଟାଭିଡ଼ିଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ l ମହାବିଦ୍ୟାଳୟ ରେ ଲାଗିରହିଥିବା ଶ୍ରେଣୀ ଗୃହ ଓ ବାଉଣ୍ଡ୍ରିୱାଲ…

ଭୁବନେଶ୍ୱର ଉପଖଣ୍ଡ ରେ ବନ୍ୟାର ତାଣ୍ଡବ

ପୁରୁଣା ଭୁବନେଶ୍ବର: ଦୟା ନଦୀରେ ବନ୍ୟା ଆସିବା କାରଣରୁ ଗଙ୍ଗୁଆ ଜଳ ନଦୀକୁ ପ୍ରବାହିତ ହୋଇପାରୁନାହିଁ। ବରଂ ଦୟା ନଦୀର ଜଳ ଓଲଟା ଗଙ୍ଗୁଆ ଦେଇ ଦୟା ଅବବାହିକା ଅଞ୍ଚଳକୁ ବୁଡ଼ାଇ ଦେଇଛି। ଫଳରେ ସୁନ୍ଦରପଦା ଗହୀର ସମେତ ବୋତଣ୍ଡା, ବୀରବନ୍ଧ, ଓରକଳ, କୁହା, ପଧାନସାହି, କ୍ଷେତ୍ରପାଳ ଓ ପାଞ୍ଚଗାଁ…

ପାପଡାହାଣ୍ଡି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀରେ ପ୍ରଶିକ୍ଷଣ ଶିବିର

ନବରଙ୍ଗପୁର : ବରଙ୍ଗପୁର ଜିଲ୍ଲା ର ପାପଡାହାଣ୍ଡି ବ୍ଲକ ର ମୋକିଆ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ କମିଟି ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଦ୍ୱାରା ଶୁଭ ଉଦଘାଟନ ହୋଇ ଯାଇଛି। ଜିଲ୍ଲାପାଳ ଡଃ ମିଶ୍ର ଉପସ୍ଥିତ ଥିବା ସଭାର ସମସ୍ତ ସଭ୍ଯ…

ଉତ୍କଳ ସମିଳନୀ ବହି ସଂଗ୍ରହ କାର୍ଯ୍ୟକ୍ରମ

ମୟୁରଭଞ୍ଜ :ଉତ୍କଳ ସମ୍ମିଳନୀ ର କେନ୍ଦ୍ରୀୟ ସମିତି ର ସଭାପତି ପ୍ରଫେସର ଅଦ୍ଵୈତ କୁମାର ପାତ୍ର ଏବଂ କେନ୍ଦ୍ରୀୟ ଉପସଭାପତି ଶ୍ରୀଯୁକ୍ତ ରବିନ୍ଦ୍ର ନାଥ ସତପଥି ଙ୍କ ନିର୍ଦ୍ଦେଶନାରେ ପୂର୍ବ ସିଂହଭୂମି ଜିଲ୍ଲା ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ଦାସ, ପର୍ଯ୍ୟବେକ୍ଷକ ଶ୍ରୀ ଜୟରାମ ଦାସପାତ୍ର ଏବଂ…

ଅମୃତ ମହୋତ୍ସବ

ପଞ୍ଚସ୍ତରୀ ବର୍ଷ ପୁରିଗଲା ପରେ କେତେ ସ୍ୱାଧୀନ ଭାରତ ? ଗୋଟି ଗୋଟି କରି ହିସାବ କରିଲେ ଲାଗଇ ସତେ ଲଜ୍ଜିତ । ଉଡ଼େ ଫର ଫର ତ୍ରିରଙ୍ଗା ଆମର ସଭିଏଁ ହୁଅନ୍ତି ଖୁସି କେତେ କଷ୍ଟ ସହି ଗଢ଼ିଲେ ପୂର୍ବଜ ଭାବେନାହିଁ କେହି ବସି। ମହୋତ୍ସବ ପରି ପାଳନ କରନ୍ତି ସତେକି ଝରେ ଅମୃତ ଦୁଇ…

ମୋ ଲେଖା ମୋ ଦୁନିଆ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବରେ ଅନଲାଇନ୍ କବିତା ପାଠୋତ୍ସବ

କଳାହାଣ୍ଡି : ସ୍ୱାଧୀନତାର ଅମୃତ ମହୋତ୍ସବରେ ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ,କଳାହାଣ୍ଡି ତରଫରୁ ଯୁବକବି ଖୁସିରାମ ସାହୁଙ୍କ ଅଧ୍ୟକ୍ଷତାରେ ଅନଲାଇନ୍ ମାଧ୍ୟମରେ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ଦେଶାତ୍ମବୋଧକ କବିତା ପାଠୋତ୍ସବ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…