ଉତ୍କଳ ସମିଳନୀ ବହି ସଂଗ୍ରହ କାର୍ଯ୍ୟକ୍ରମ

ମୟୁରଭଞ୍ଜ :ଉତ୍କଳ ସମ୍ମିଳନୀ ର କେନ୍ଦ୍ରୀୟ ସମିତି ର ସଭାପତି ପ୍ରଫେସର ଅଦ୍ଵୈତ କୁମାର ପାତ୍ର ଏବଂ କେନ୍ଦ୍ରୀୟ ଉପସଭାପତି ଶ୍ରୀଯୁକ୍ତ ରବିନ୍ଦ୍ର ନାଥ ସତପଥି ଙ୍କ ନିର୍ଦ୍ଦେଶନାରେ ପୂର୍ବ ସିଂହଭୂମି ଜିଲ୍ଲା ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ଦାସ, ପର୍ଯ୍ୟବେକ୍ଷକ ଶ୍ରୀ ଜୟରାମ ଦାସପାତ୍ର ଏବଂ ସଦସ୍ୟ ଶ୍ରୀ ମନୋରଞ୍ଜନ ଗିରି ମୟୁରଭଞ୍ଜ ଜିଲ୍ଲା ସାରସକଣା ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ନିକଟରୁ ଝାଡ଼ଖଣ୍ଡ ରାଜ୍ୟରେ ପାଠପଢୁଥିବା ଓଡ଼ିଆ ପିଲାଙ୍କ ନିମନ୍ତେ ସାହିତ୍ୟ ଓ ବ୍ୟାକରଣ ବହିଗୁଡ଼ିକ ସଂଗ୍ରହ କରୁଛନ୍ତି।

Comments are closed.