ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଗଜପତି : ଗଜପତି ଜ଼ୀଲା ମୋହନା ବ୍ଲକ ଠାରେ NRDO ସାମାଜିକ ଅନୁଷ୍ଠାନ ଓ ମୋହନା ଆଞ୍ଚଳିକ ନିର୍ମାଣ ଶ୍ରମିକ ସଙ୍ଘ ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ NRDO ସାମାଜିକ ଅନୁଷ୍ଠାନ ର ସମ୍ପାଦକ ସମାଜ ସେବୀ ଭିକାରୀ ନାୟକ ଙ୍କ ଦ୍ଵାରା ଆୟୋଜନ କରାଯାଇଥିଲା ।

Comments are closed.