Sign in
Sign in
Recover your password.
A password will be e-mailed to you.
Browsing Category
Uncategorized
ନ୍ୟୁଟ୍ରିସନ୍ ଓ୍ବିକ୍ : ସେଲିବ୍ରେଟ୍ ଦ ଓ୍ବାର୍ଲ୍ଡ ଅଫ ଫ୍ଲେବର୍ସ
ପ୍ରତିବର୍ଷ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହକୁ ଆମ ଦେଶରେ ନ୍ୟୁଟ୍ରିସନ୍ ଓ୍ବିକ୍ ଭାବରେ ପାଳନ କରାଯାଏ। ୧୯୭୫ ମସିହାରେ, ଆମେରିକାନ୍ ଡାଏଟେଟିକ୍ ଆସୋସିଏସନ୍ ବା ବର୍ତ୍ତମାନର ଏକାଡେମୀ ଅଫ ନ୍ୟୁଟ୍ରିସନ୍ ଆଣ୍ଡ୍ ଡାଏଟେଟିକ୍ସ ପ୍ରଥମ ଥର ପାଇଁ "ନ୍ୟୁଟ୍ରିସନ୍ ଓ୍ବିକ୍" ପାଳନ କରିଥିଲେ।…
ଜୟ ଜୟ ଲିଙ୍ଗରାଜ
ଲିଙ୍ଗମଧ୍ୟେ ରାଜା ଲିଙ୍ଗରାଜ ଲିଙ୍ଗେଶ୍ୱର l
ଭୁବନେଶ୍ୱରରେ ରାଜେ ଭୁବନ ତୁମ୍ଭର ll
ଉତ୍କର୍ଷ କଳାର ଦେଶ ଉତ୍କଳରେ ଆସି l
ଏକାମ୍ରକାନନ ବାସ ପ୍ରଭୁ ଦେବ କାଶି ll
ନାନା ତୀର୍ଥୁ ବିନ୍ଦୁବିନ୍ଦୁ ଆଣି ତୀର୍ଥନୀର l
ତୀର୍ଥ ସିନ୍ଧୁ ନିର୍ମାଣିଛ ବିନ୍ଦୁ ସରୋବର ll
ବିନ୍ଦୁସରେ ସ୍ନାନମାତ୍ରେ…
କେନ୍ଦ୍ର ସାର ଏବଂ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏକ ବଡ଼ଙ୍କ ଘୋଷଣା ।
ନୂଆଦିଲ୍ଲୀ: କେନ୍ଦ୍ର ସାର ଏବଂ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏକ ବଡ଼ ଘୋଷଣା କରିଚନ୍ତି। ୟୁରିଆ ଏବଂ ଡିଏଏଫ ସହ ଅନ୍ୟ ସମସ୍ତ ସବସିଡିଯୁକ୍ତ ସାର ଅସନ୍ତା ଅକ୍ଟୋବରରୁ ଗୋଟିଏ ବ୍ରାଣ୍ଡ ‘ଭାରତ’ ନାଁରେ ବିକ୍ରି କରାଯିବ ବୋଲି ସୂଚନା ଦେଇଛନ୍ତି । ଏନେଇ ସାର ସବସିଡି ଯୋଜନା ପ୍ରଧାନମନ୍ତ୍ରୀ…
ରାଜ୍ୟରେ ଖୋଲିବ ୩୬ ନୂଆଥାନା
ଭୁବନେଶ୍ୱର : ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ…
ନୁଆଁଖାଇରେ ୨ ଦିନ ଛୁଟି ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧି ଦଳନେତା ।
ସମ୍ବଲପୁର: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୁଆଁଖାଇ ଅବସରରେ ୨ ଦିନ ସରକାରୀ ଛୁଟି ଘୋଷଣା କରାଯିବାକୁ ବିଧାନସଭାରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଦାବି କରିଛନ୍ତି। ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧି ଦଳ ନେତା ଶ୍ରୀ ମିଶ୍ର ଶୁକ୍ରବାର ଚିଠି ଲେଖି ଜଣାଇଛନ୍ତି ଯେ…
ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ୨୦୨୦ ବ୍ୟାଚର ଆଇଏଏସ ଅଧିକାରୀ
ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରାଳୟର ବିଭିନ୍ନ ବିଭାଗରେ ସହକାରୀ ସଚିବ ଭାବେ କାର୍ଯ୍ୟରତ ୨୦୨୦ ବ୍ୟାଚର ୧୭୫ ଜଣ ଆଇଏଏସ ଅଧିକାରୀ ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି । ଅଧିକାରୀମାନଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି କହିଲେ ଯେ ଜନସେବକ ଭାବେ ଭାରତ…
ବିଭିନ୍ନ ଦାବୀ ନେଇ (DYFI) ପକ୍ଷରୁ RDC ଅଫିସ ସମ୍ମୁଖରେ ବିକ୍ଷୋଭ ଓ ରାଷ୍ଟ୍ରପତିଙ୍କ ଉଦ୍ୟେଶରେ ସ୍ମାରକପତ୍ର ପ୍ରଦାନ
ବ୍ରହ୍ମପୁର : (ବିବି ନିୟୁଜ ବ୍ୟୁରୋ)ସମସ୍ତ ଅଗ୍ନିବୀରଙ୍କୁ ସ୍ଥାୟୀ ନିଯୁକ୍ତି ଦିଅ, ଫିଜିକାଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ନିଯୁକ୍ତି ସୁଯୋଗ ଦିଅ ଏବଂ ସୈନ୍ୟବାହିନୀରେ ଖାଲିଥିବା ୨ ଲକ୍ଷ ରୁ ଉର୍ଦ୍ଧ୍ବ ପଦବୀ ପୂରଣ କରିବା ଦାବିରେ ବ୍ରହ୍ମପୁର , RDCଙ୍କ କାର୍ଯ୍ୟାଳୟ ସମ୍ମୁଖରେ…
ଓସ୍ମି ପ୍ରୋପ୍ୟାକ୍ ଓଡ଼ିଶା ୨୦୨୨ ଓ ଓଡ଼ିଶା ଏମ୍ଏସ୍ଏମ୍ଇ ମିଟ୍-୨୦୨୨ ଉଦ୍ଘାଟିତ।
ଭୁବନେଶ୍ୱର : (ବିବି ନିୟୁଜ ବ୍ୟୁରୋ) ଲୋକମାନଙ୍କ ଭିତରେ ନିଯୁକ୍ତି ହାସଲ କରିବାର କ୍ଷମତା ବଢ଼ାଇବା ଓ ରାଜ୍ୟର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ଓଡ଼ିଶା ସରକାର ଆନୁଷଂଗିକ ଶିଳ୍ପ ପ୍ରତି ନିଜର ପ୍ରତିବଦ୍ଧତା ଓ ଗୁରୁତ୍ୱକୁ ଦୋହରାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ…
ଜିତିଲେ ନୀତୀଶ,ଟାର୍ଗେଟ କଲେ ମୋଦିଙ୍କୁ।
ପାଟନା: ଦୁଇ ସପ୍ତାହ ପୂର୍ବରୁ ବିଜେପି ସହ ମେଣ୍ଟ ଭାଙ୍ଗିଥିବା ଏବଂ ଆରଜେଡି ନେତୃତ୍ୱାଧୀନ ମହାଗଠବନ୍ଧନ ସହିତ ସରକାର ଗଠନ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ଦିନ ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି। ବିହାର ବିଧାନସଭାରେ ‘ଫ୍ଲୋର୍ ଟେଷ୍ଟ୍’…
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମଝି ହେଲେ ପିଏସି ଅଧକ୍ଷ ।
ଭୁବନେଶ୍ୱର : ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ଭାଜପା ବିଧାୟକ ମୋହନ ଚରଣ ମାଝିଙ୍କୁ ବିଧାନସଭାର ପିଏସି (ପବ୍ଲିକ ଆକାଉଣ୍ଟସ୍ କମିଟି) ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବିଧାନସଭା ସଚିବାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ…