Browsing Category

ସଂସ୍କୃତି ଓ ପରମ୍ପରା

ଗୋପୀ ଚନ୍ଦନ

ଗୋପୀ ଚନ୍ଦନ =========== ଭଗବାନ ଶ୍ରୀକୃଷ୍ଣଙ୍କର ଅତି ପ୍ରୀୟ ଚନ୍ଦନ l ଚନ୍ଦନ ମଧ୍ୟରେ, ପୁଣି ଗୋପୀ ଚନ୍ଦନ l ମନଲୋଭା ଚନ୍ଦନ ବେଶକୁ ଲକ୍ଷ କରି କବି ଭକ୍ତଚରଣ ଦାସ କହିଲେ, 'ଚନ୍ଦନବେଶ ମୁଁ କରନ୍ତି ମୋର ହେଉଛି ମନ, ଚିତ୍ତ କେ ଧରିବ ଯୁବତୀ ଚାହିଁ ଚନ୍ଦ୍ରବଦନ'l ଏହି ଗୋପୀ ଚନ୍ଦନ ଉଦ୍ଭବ…

ଦ୍ଵିବିଦ ବାନର କଥା

ଦ୍ଵିବିଦ ବାନର କଥା ============ ଶ୍ରୀମଦ ଭାଗବତ ମହାପୁରାଣର କଥା l ବ୍ରହ୍ମଜ୍ଞାନୀ ଶୁକଦେବ, ବ୍ରହ୍ମଶାପ ଗ୍ରସ୍ତ ମହାରାଜା ପରୀକ୍ଷିତଙ୍କୁ ବଳରାମଙ୍କ ଯମୁନାକର୍ଷଣ ଚରିତ ଶୁଣାଇ ସାରିଲା ପରେ ପରୀକ୍ଷିତ ଅତି ଉତ୍ସୁକତାର ସହ ପଚାରିଲେ, ହେ ମହାତ୍ମନ୍ ! ଅମିତତେଜ ପ୍ରଭୁ ବଳଦେବ ଆଉ ସବୁ…

ମହନୀୟା ମନ୍ଥରା

ରାମାୟଣ ଯୁଗରେ ଆମ ଆର୍ଯ୍ୟଭୂମି ଭାରତବର୍ଷର ଉତ୍ତର ପଶ୍ଚିମ ଦିଗରେ କେକେୟ ବୋଲି ଗୋଟିଏ ଅତ୍ୟନ୍ତ ସମୃଦ୍ଧିଶାଳୀ ରାଜ୍ୟ ଥିଲା l ରାଜ୍ୟର ରାଜା ଥିଲେ ଅଶ୍ଵପତି l ସୂର୍ଯ୍ୟ ବଂଶୀ ମାନେ ରାଜତ୍ଵ କରୁ ଥିବା କୋଶଳ ସହିତ କେକେୟ ବହୁକାଳ ପର୍ଯ୍ୟନ୍ତ ମିତ୍ରତା ସୂତ୍ରରେ ଆବଦ୍ଧଥିଲା l ରାଜା…

କାର୍ତ୍ତିକ ସରିଲା: ମହାପ୍ରସାଦ ଶୋଷଣ କମିଲାନି

ପୁରୀ : ପବିତ୍ର କାର୍ତ୍ତିକ ମାସ ସରିବାକୁ ବସିଲା, କିନ୍ତୁ ମହାପ୍ରସାଦ ଦର ନିୟନ୍ତ୍ରଣ ହୋଇପାରିଲା ନାହିଁ। ଯେଉଁଥିପାଇଁ ପ୍ରତିଦିନ ଭକ୍ତମାନେ ମହାପ୍ରସାଦ କିଣି ଶୋଷଣ ଶିକାର ହେଉଛନ୍ତି। କିଛି ଦଲାଲ ଏଭଳି ଶୋଷଣର ମାର୍ଗ ପ୍ରଶସ୍ତ କରି ଚାଲିଛନ୍ତି। ଆନନ୍ଦବଜାରରୁ ମହାପ୍ରସାଦ କିଣିଆଣି…

ମନ୍ଦିରକୁ ଆସୁଥିବା ସାପକୁ ‘ଅଜଗର ବାବା’ କହି ଲୋକେ ପୂଜାର୍ଚ୍ଚନ କରୁଛନ୍ତି

 ଭୋପାଳ: ଦୁଇ ତିନି ବର୍ଷରେ ଥରେ ମଧ୍ୟପ୍ରଦେଶର ସାଗର ନଗରୀସ୍ଥିତ ଗୋଟାଏ ମନ୍ଦିରକୁ ଆସୁଥିବା ଏକ ଅଜଗର ସାପକୁ ଲୋକେ ‘ଅଜଗର ବାବା’ କହି ଦର୍ଶନ କରିବାକୁ ଆସୁଛନ୍ତି।ସଂଗୃହୀତ ସୂଚନା ଅନୁସାରେ, ‘ବାଘରାଜ ହରସିଦ୍ଧି ମଠ ମନ୍ଦିର’କୁ ଆସୁଥିବା ସେ ସାପକୁ ପୂଜା କରିବା ଲାଗି ଲୋକେ ଧାଡ଼ି…

ନବରାତ୍ରରେ କୁମାରୀ ପୂଜନ

ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ରାବଣ ବଧ ନିମନ୍ତେ ଶରତକାଳରେ ମାଆ ଦୁର୍ଗାଙ୍କୁ ଆବାହନ କରିଥିଲେ ବୋଲି ରାମାୟଣରୁ ଜଣା ଯାଇଥାଏ l ଏହା ‘ଅକାଳବୋଧନ’ ନାମରେ ବିଦିତ, କାରଣ ଶରତକାଳରେ ସୂର୍ଯ୍ୟଦେବଙ୍କ ଦକ୍ଷିଣାୟନ ହୋଇ ଥାଏ l ଶ୍ରାବଣମାସରୁ ପୌଷମାସ ପର୍ଯ୍ୟନ୍ତ ସୂର୍ଯ୍ୟ ଦେବଙ୍କ…

ନବରାତ୍ର ଓ ନବଦୁର୍ଗା

ଭାରତବର୍ଷରେ ସାଧାରଣତଃ ଦୁଇ ପ୍ରକାର ଦୁର୍ଗା ପୂଜାର ପ୍ରଚଳନଅଛି l ଗୋଟିଏ ଶାରଦୀୟ ଏବଂ ଅନ୍ୟଟି ବାସନ୍ତିକ l ଆଶ୍ୱିନଶୁକ୍ଳ ଏବଂ ଚୈତ୍ରଶୁକ୍ଳ ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ଏ ପୂଜାର ଅଂଶ ଵିଶେଷ ସ୍ୱରୂପେ ନବରାତ୍ର ପାଳନ ହୋଇଥାଏ l ଏହି ନବ ରାତ୍ର ନଅ ଦିନରେ ମାଆ ଦୁର୍ଗାଙ୍କ ନଅ ରୂପ…

ମାଆ ବିନ୍ଧ୍ୟବାସିନୀ

ମାଆ ବିନ୍ଧ୍ୟ ବାସିନୀ, ଯୋଗମାୟା, ଆଦ୍ୟା ଶକ୍ତି ମା'ଦୁର୍ଗାଙ୍କର ଏକ ସ୍ୱରୂପ l ତାଙ୍କୁ ଆଦି ପରାଶକ୍ତି ଭାବେ ଧ୍ୟାନ କରାଯାଏ l ମାଆଙ୍କ ମନ୍ଦିର ଉତ୍ତର ପ୍ରଦେଶର ମିର୍ଜାପୁରଠାରୁ ଆଠକିଲୋମିଟର ଦୂର ଗଙ୍ଗା ନଦୀ କୂଳରେ ବିନ୍ଧ୍ୟ ପର୍ବତମାଳା ଉପରେ ଅବସ୍ଥିତ l ବିନ୍ଧ୍ୟବାସିନୀ…

ଦେବଶିଳ୍ପୀ ବିଶ୍ୱକର୍ମା

ଭଗବାନ ବିଶ୍ୱକର୍ମା ଏ ବିଶ୍ୱର ନିର୍ମାଣ କର୍ତ୍ତା l ସେ ସମସ୍ତ ଶିଳ୍ପ ଶାସ୍ତ୍ରର ଜ୍ଞାତା, ଶିଳ୍ପୀଙ୍କ ସ୍ରଷ୍ଟା ଓ କୁଳ ଦେବତା l ଶାସ୍ତ୍ରମତେ ସେ ଅଷ୍ଟମ ବସୁ ପ୍ରଭାସଙ୍କ ଔରସରେ ଯୋଗ ସିଦ୍ଧାଙ୍କ ଗର୍ଭରୁ ଜନ୍ମ l ଆହୁରି ଏକ ମତ ଅନୁସାରେ ସେ ପ୍ରଜାପତି ବ୍ରହ୍ମାଙ୍କ ନାଭି କମଳରୁ ଜନ୍ମ l…

ଦୂତୀ ବାହନ ଓଷା ବା ଦୁତିଆ ଓଷା ଦୂତୀ ବାହନ ଓଷା ଦୁତିଆ ଓଷା, କେମିତି ଓ କାହିଁକି ପାଳନ କରିବା ଉଚିତ୍

ଦୂତୀ ବାହନ ଓଷା ବା ଦୁତିଆ ଓଷା , ପୁଅ ଜିଉଁତିଆ ଓଷା, ଦୁତିବାମନ ଓଷା ବା ଜୀମୂତବାହନ ଉପବାସନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ ଓଷା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା "ପୁଅ ଜିଉଁତିଆ" ନାମରେ ଏକ ମୁଖ୍ୟ ଓଷା ଭାବେ…